Home Top News ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ଟର୍ମ ୧ ପରୀକ୍ଷା ଫଳ : ବିଦ୍ୟାଳୟଗୁଡ଼ିକରୁ ମିଳିବ...

ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ଟର୍ମ ୧ ପରୀକ୍ଷା ଫଳ : ବିଦ୍ୟାଳୟଗୁଡ଼ିକରୁ ମିଳିବ ମାର୍କସିଟ୍

60
Representative Image

ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ଘୋଷିତ ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଶୁକ୍ରବାର ଦିନ CBSE ଦଶମ ଟର୍ମ ୧ ପରୀକ୍ଷା ଫଳ ୨୦୨୧-୨୨ ପ୍ରକାଶ କରିଛି। ମାର୍ଚ୍ଚ ୧୧ ରେ ବୋର୍ଡ ସଂପୃକ୍ତ ବିଦ୍ୟାଳୟଗୁଡ଼ିକୁ ମାର୍କସିଟ୍ କ୍ଲାସ୍ 10 ଟର୍ମ 1 ପରୀକ୍ଷା ୨୦୨୨୧-୨୨ ପଠାଇଛି। CBSE ମେଲ ଏହି ମାର୍କସିଟ୍ ପଠାଇଛି।

ଅବଶ୍ୟ, ସିବିଏସ୍ଇ କ୍ଲାସ୍ ୧୦ ଟର୍ମ ୧ ରେଜଲ୍ଟ ୨୦୨୧-୨୨ ଅଫିସିଆଲ୍ ୱେବସାଇଟରେ ଅନଲାଇନରେ ଘୋଷଣା କରାଯାଇନାହିଁ। ଅବଶ୍ୟ ଏହା ପରେ ଅନଲାଇନରେ ଘୋଷିତ ହେବ। ଛାତ୍ରଛାତ୍ରୀମାନେ ରୋଲ୍ ନମ୍ବର, ସ୍କୁଲ୍ ନମ୍ବର, ସେଣ୍ଟର୍ ନମ୍ବର ଏବଂ ଆଡମିଟ୍ କାର୍ଡ ନମ୍ବର ବ୍ୟବହାର କରି ସେମାନଙ୍କର CBSE କ୍ଲାସ୍ ୧୦ ରେଜଲ୍ଟ ୨୦୨୧ ଯାଞ୍ଚ କରିପାରିବେ।CBSE ଦଶମ ଫଳାଫଳ ୨୦୨୧ କୁ SMS, IVRS ଏବଂ Digilocker ମାଧ୍ୟମରେ ମଧ୍ୟ ପାଇପାରିବେ।

ବିଦ୍ୟାଳୟଗୁଡ଼ିକ ଦାବି କରିଛନ୍ତି ଯେ, ଏହା କେବଳ ଥିଓରୀ ପରୀକ୍ଷା ଫଳ, ତେଣୁ ସେମାନେ ପ୍ରାକ୍ଟିକାଲ କିମ୍ବା ଇଣ୍ଟରନାଲ ମାର୍କ ଯୋଡ଼ି ପାଇନାଲ ରେଜଲ୍ଟ ଦେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.