Home Authors Posts by Bureau

Bureau

17676 POSTS 0 COMMENTS

ଡ୍ୟୁଟି କରିବା ପରେ ପ୍ରତ୍ୟେହ ୧୦ କିଲୋମିଟର ଦୌଡ଼ି ଘରେ ପହଁଚି ରୋଷେଇ କରିବା,...

0
ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ଏହା ହେଉଛି ପ୍ରତ୍ୟେକ ଦିନର ରୁଟିନ। ଡ୍ୟୁଟି ସରିବା ପରେ ପ୍ରତ୍ୟେକ ଦିନ ଦଶ କିଲୋମିଟର ଦୌଡ଼ିବା ଏବଂ ବିଳମ୍ବିତ ରାତିରେ ଯାଇ ରୋଷେଇ କରିବା...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪୯ ନୂଆ ଆକ୍ରାନ୍ତ ଚିହ୍ନଟ,...

0
ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୫,୧୦୬ କୁ ହ୍ରାସ...

ବିଲରୁ ମିଳୁଛି ସୁନାମୁଦ୍ରା ଗାଁ ଲୋକଙ୍କ ମଧ୍ୟରେ ଲୁଟିବାକୁ ଲାଗିଛି ଭିଡ଼

0
ବକ୍ସର ୨୧-୩ (ଓଡ଼ିଆ ପୁଅ) : ବିହାରର ବକ୍ସର ଜିଲ୍ଲାରେ ଏକ କ୍ଷେତରୁ ସୁନା ମୁଦ୍ରା ବାହାରୁଛି। ଏହା ଶୁଣିବା ପରେ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଫେକୁଛି, ବୋଲି। କିନ୍ତୁ ପ୍ରକୃତରେ...

ବାତ୍ୟା “ଅସାନି” ମଧ୍ୟରେ ଆଣ୍ଡାମାନ ଏବଂ ନିକୋବରରେ ଭୂମିକମ୍ପ

0
ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସାମୁଦ୍ରିତ ଝଡ଼ "ଅସାନି" ତାଣ୍ଡବ ମଚାଉଛି। ଇତି ମଧ୍ୟରେ ସୋମବାର ସକାଳେ ଏଠାରେ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଛି। ନ୍ୟାସନାଲ...

ତୃତୀୟ ବିଶ୍ୱ ଯୁଦ୍ଧକୁ ଅଟକାଇବାକୁ ବିଶ୍ୱଶାନ୍ତି ନାମଯଜ୍ଞ

0
କେନ୍ଦ୍ରାପଡ଼ା, ୨୦ା୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଗତିଧାମ ଫାଉଣ୍ଡେସନ ପକ୍ଷରୁ ବିଶ୍ୱଶାନ୍ତି ପାଇଁ ବ୍ରହ୍ମପୁର ଗ୍ରାମର ଗାଦି ଗୋସାଇଁ ପୀଠରେ ଏକ ବିଶ୍ୱଶାନ୍ତି ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଶ୍ରଦ୍ଧାଳୁ ଏହି...

୨୧ ମାର୍ଚ୍ଚ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଲମ୍ବା ସମୟର ଆର୍ଥିକ ଯୋଜନା ପାଇଁ ଅନୁକୂଳ ଦିନ ଅଟେ। ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିରୁ ଦିନ ଲାଭଦାୟକ ଅଟେ। ଶାରୀରିକ ଏବଂ ମାନସିକ ଫୂର୍ତ୍ତି ଏବଂ ସତେଜ ଅନୁଭବ...

ପଖାଳ ଖାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର : ଓଡ଼ିଆଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ

0
ନୂଆଦିଲ୍ଲୀ ୨୦/୦୩ (ଓଡ଼ିଆ ପୁଅ) : ଆଜି ବିଶ୍ୱ ପଖାଳ ଦିବସ। ପ୍ରତି ଓଡ଼ିଆଙ୍କ ପଖାଳ ହେଉଛି ପ୍ରିୟ ଖାଦ୍ୟ। ଗତକିଛି ବର୍ଷ ହେବ ଆଜିର ଦିନକୁ ପ୍ରତ୍ୟେକ ଓଡ଼ିଆ ବିଶ୍ୱର କୋଣ...

ମହଙ୍ଗା ହେଲା ଡିଜେଲ : ବଲ୍କ କ୍ରେତାମାନଙ୍କ ପାଇଁ ଲିଟରରେ ୨୫ ଟଙ୍କା ବୃଦ୍ଧି

0
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଏପର୍ଯ୍ୟନ୍ତ ଖୁଚୁରା ଗ୍ରାହକଙ୍କୁ ଯଦିଓ ପ୍ରଭାବିତ କରିନାହିଁ, କିନ୍ତୁ ବଲ୍କ ଉପଭୋକ୍ତା (ବଡ଼ ପରିମାଣରେ କିଣୁଥିବା ଉପଭୋକ୍ତା)...

ମୁଖ୍ୟମନ୍ତ୍ରୀ ପଖାଳ ଖାଇ କହିଲେ ପଖାଳ ମୋର ପସନ୍ଦ, ପଖାଳ ଦିବସର ଶୁଭେଚ୍ଛା ଜଣେଇଲେ...

0
ଭୁବନେଶ୍ୱର ୨୦-୩ (ଓଡ଼ିଆ ପୁଅ) ପଖାଳ ଦିବସରେ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଲେ ପଖାଳ ମୋର ପସନ୍ଦ। ଶୁଭେଚ୍ଛା ଜଣେଇଲେ। ପିତଳ କଂସାରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାଢ଼ି ଦିଆଯାଇଥିଲା ପଖାଳ।...

ଦଳବିରୋଧୀ କାର୍ଯ୍ୟ କାରଣରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ – ଦଳୀୟ ଅନୁଶାସନ ଭଙ୍ଗ ୧୨ ଜଣଙ୍କୁ...

0
ଭୁବନେଶ୍ୱର, ୨୦/୦୩ (ଓଡ଼ିଆ ପୁଅ) : ଜିଲ୍ଲା ସଭାପତିଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ କୋରାପୁଟ ଜିଲ୍ଲା...

ମା’ କୁ ପିଟି ପିଟି ହତ୍ୟାକଲା ମଦ୍ୟପ ପୁଅ

0
ନବରଙ୍ଗପୁର ୨୦-୩ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ଗୌଡ଼) ନିଜ ଗର୍ଭରୁ ଯାହାକୁ ଜନ୍ମ ଦେଇଥିଲା। ଅତି ଆଦରର ସହିତ ଲାଳନ ପାଳନ ଯାହାକୁ ପିଲାଟି ଦିନରୁ ଲାଳନ ପାଳନ କରିଥିଲା ସେ ଦିନେ...

ଜିଓ ଫୋନ୍ ପ୍ଲାନ୍ସ : ୨୦୦ ରୁ ଶସ୍ତା, ୭୫ ଟଙ୍କାରେ ମଧ୍ୟ ୨୩...

0
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ବିଭିନ୍ନ ବୈଶିଷ୍ଟ୍ୟ ସହିତ ଅନେକ ପ୍ରିପେଡ୍ ପ୍ଲାନ ପ୍ରଦାନ କରୁଛି। ଆବଶ୍ୟକତା ଅନୁଯାୟୀ କମ୍ପାନୀ ପ୍ରିପେଡ୍ ପ୍ଲାନ୍ସଗୁଡ଼ିକୁ...

ରାଜ୍ୟରେ ଆଜି ୪୫ ନୂଆ ଆକ୍ରାନ୍ତ

0
ଭୁବନେଶ୍ୱର ୨୦ -୩ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତ: ୪୫ ୦-୧୮ ବର୍ଷର : ୮ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୭ - ସ୍ଥାନୀୟ ଅଞ୍ଚଳରୁ୧୮ ୧- ଅନୁଗୁଳ...

ପ୍ରଫେସର ତପନ ମହାନ୍ତିଙ୍କର ବିରୋଧରେ ଯୌନ ଶୋଷଣ ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ତଦନ୍ତ...

0
ଭୋପାଳ ୨୦-୩ (ଓଡ଼ିଆ ପୁଅ) ଭୋପାଳର ନ୍ୟାସନାଲ ଲ ’ଇନଷ୍ଟିଚ୍ୟୁଟ ୟୁନିଭରସିଟିର ପ୍ରଫେସର ତପନ ମହାନ୍ତିଙ୍କ ବିରୋଧରେ ଯୌନ ଶୋଷଣ ମାମଲା। ଛାତ୍ରମାନେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟି ଅଭିଯୋଗ କରିଛନ୍ତି।...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୭୬୧ ନୂଆ ଆକ୍ରାନ୍ତ...

0
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୭୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୬,୨୪୦ କୁ ହ୍ରାସ...

ବାଣୀ ବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

0
ଭୁବନେଶ୍ୱର ୨୦-୩ (ଓଡ଼ିଆ ପୁଅ) ଗତକାଲି ବିଳମ୍ବିତ ରାତିରେ ବାଣୀ ବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା କାରଣରୁ ହଷ୍ଟେଲରେ ଗାଡି଼ ପୋଡ଼ିଦେଇଛନ୍ତି ଦୁର୍ବୃତ୍ତ। ଏବେ ବାଣୀବିହାର ଛାତ୍ର ନିବାସରେ ଚାପା...

ଆଜି ବିଶ୍ୱ ପଖାଳ ଦିବସ, ଓଡ଼ିଆଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି...

0
ପୁରୀ ୨୦-୩ (ଓଡ଼ିଆ ପୁଅ) ମାର୍ଚ୍ଚ ୨୦ ତାରିଖ ହେଉଛି ବିଶ୍ୱ ପଖାଳ ଦିବସ। ତେବେ ଏହି ବିଶ୍ଵ ପଖାଳ ଦିବସ ଅବସରରେ ପ୍ରତେକ ଓଡ଼ିଆଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା...

୨୦ ମାର୍ଚ୍ଚ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା...

ଶ୍ରୀକ୍ଷେତ୍ର ପୁରୀରେ ଆନନ୍ଦ ଉଲ୍ଲାସରେ ରଙ୍ଗର ପର୍ବ ହୋଲି ପାଳିତ

0
ପୁରୀ ୧୯-୩ (ଓଡ଼ିଆ ପୁଅ) ଶ୍ରୀକ୍ଷେତ୍ର ପୁରୀରେ ଆନନ୍ଦ ଉଲ୍ଲାସରେ ରଙ୍ଗର ପର୍ବ ହୋଲି ପାଳିତ ହୋଇଛି। ପୁରୀ ସହରବାସୀ ନିଜ ବନ୍ଧୁ, ପରିବାର ଲୋକଙ୍କ ସହ ରଙ୍ଗ ବୋଳି, ମିଠା ଖୁଆଇ...

ବମ୍ବେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି : ‘ଯେପର୍ଯ୍ୟନ୍ତ ପିତାମାତା ଜୀବିତ ଅଛନ୍ତି, ସମ୍ପତ୍ତି ଉପରେ...

0
ମୁମ୍ବାଇ ୧୯-୩ (ଓଡ଼ିଆ ପୁଅ) ବମ୍ବେ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ, ଯେପର୍ଯ୍ୟନ୍ତ ପିତାମାତା ବଞ୍ଚିଛନ୍ତି, ପିଲାମାନଙ୍କର ସମ୍ପତ୍ତି ଉପରେ କୌଣସି ଅଧିକାର ନାହିଁ।...