Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୧...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୧ ମୃତ

28

ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୫,୧୦୬ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୬୭,୭୭୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୬୫୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୦୯,୩୯୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୧୩୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୬,୫୧୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୬%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୧, ୨୪, ୯୭, ୩୦୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨, ୯୭, ୨୮୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୮୯୮ ୧୨୯
ଆନ୍ଧ୍ରପ୍ରଦେଶ ୫୧୧ ୨୩୦୩୯୮୯ ୫୬ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୭୯ ୨୯୬
ଆସାମ ୧୩୬୫ ୭୧୬୧୮୬ ୬୬୩୯
ବିହାର ୪୩ ୮୧୮୧୧୮ ୧୨୨୫୫
ଚଣ୍ଡିଗଡ଼ ୨୮ ୯୦୬୯୫ ୧୧୬୫
ଛତିଶଗଡ ୧୪୧ ୧୧୩୭୭୪୨ ୧୩ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୬
ଦିଲ୍ଲୀ ୪୯୫ ୧୮୩୭୧୪୯ ୮୩ ୨୬୧୪୭
୧୦ ଗୋଆ ୫୬ ୨୪୧୩୬୭ ୩୮୩୦
୧୧ ଗୁଜୁରାଟ ୩୫୧ ୧୨୧୨୪୭୭ ୨୯ ୧୦୯୩୯
୧୨ ହରିୟାଣା ୪୬୯ ୯୭୩୫୦୧ ୧୧୬ ୧୦୫୯୭
୧୩ ହିମାଚଳ ପ୍ରଦେଶ ୨୯୦ ୨୭୯୯୧୬ ୩୪ ୪୧୩୨
୧୪ ଜାମ୍ମୁ କାଶ୍ମୀର ୧୧୫ ୪୪୮୬୮୫ ୧୯ ୪୭୫୦
୧୫ ଝାଡଖଣ୍ଡ ୧୩୪ ୪୨୯୫୮୨ ୧୨ ୫୩୧୫
୧୬ କର୍ଣ୍ଣାଟକ ୨୦୩୭ ୩୯୦୨୬୪୦ ୧୪୩ ୪୦୦୩୭
୧୭ କେରଳ ୬୬୩୯ ୬୪୫୩୧୭୨ ୯୦୮ ୬୭୩୩୯ ୨୪
୧୮ ଲଦାଖ ୩୩ ୨୭୯୪୪ ୧୦ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୨୧୧ ୧୦୨୯୯୪୧ ୪୯ ୧୦୭୩୪
୨୧ ମହାରାଷ୍ଟ୍ର ୫୩୫୮ ୭୭୨୩୨୮୮ ୨୮୩ ୧୪୩୭୬୭
୨୨ ମଣିପୁର ୮୫ ୧୩୪୮୩୬ ୨୧୨୦
୨୩ ମେଘାଳୟ ୫୫ ୯୨୦୭୫ ୧୩ ୧୫୯୧
୨୪ ମିଜୋରାମ ୧୭୭୧ ୨୨୦୨୫୯ ୨୪୫ ୬୭୬
୨୫ ନାଗାଲାଣ୍ଡ ୩୨ ୩୪୬୭୧ ୭୫୮
୨୬ ଓଡ଼ିଶା ୬୧୩ ୧୨୭୭୪୨୪ ୬୭ ୯୧୧୬
୨୭ ପୁଡୁଚେରୀ ୧୩ ୧୬୩୭୯୭ ୧୯୬୨
୨୮ ପଞ୍ଜାବ ୨୧୫ ୭୪୦୯୭୯ ୩୦ ୧୭୭୩୭
୨୯ ରାଜସ୍ଥାନ ୪୧୨ ୧୨୭୨୬୬୮ ୯୩ ୯୫୫୧
୩୦ ସିକ୍କିମ୍ ୧୫ ୩୮୬୫୬ ୪୪୯
୩୧ ତାମିଲନାଡୁ ୬୨୦ ୩୪୧୩୭୪୫ ୧୦୬ ୩୮୦୨୫
୩୨ ତେଲେଙ୍ଗାନା ୬୫୭ ୭୮୬୦୨୩ ୯୧ ୪୧୧୧
୩୩ ତ୍ରିପୁରା ୯୯୯୫୧ ୯୧୯
୩୪ ଉତ୍ତରାଖଣ୍ଡ ୬୩୨ ୪୨୮୭୧୯ ୨୩ ୭୬୯୦
୩୫ ଉତ୍ତରପ୍ରଦେଶ ୭୭୮ ୨୦୪୬୦୧୫ ୯୧ ୨୩୪୯୨
୩୬ ପଶ୍ଚିମବଙ୍ଗ ୯୨୦ ୧୯୯୪୭୦୧ ୧୦୭ ୨୧୧୯୪
ମୋଟ ୨୫୧୦୬ ୪୨୪୬୭୭୭୪ ୨୬୫୨ ୫୧୬୫୧୦ ୩୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.