Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୭୬୧ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୭୬୧ ନୂଆ ଆକ୍ରାନ୍ତ ଚିହ୍ନଟ, ୧୨୭ ମୃତ

32

ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୭୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୬,୨୪୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୪୨୪୬୫୧୨୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩,୧୯୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୦୭,୮୪୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୫୬୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୨୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୬,୪୭୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୬%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୧, ୨୧, ୧୧, ୬୭୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୫, ୩୪, ୪୪୪

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୮, ୨୨, ୨୮, ୬୮୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୩, ୭୦, ୫୧୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୮୯୬ ୧୨୯
ଆନ୍ଧ୍ରପ୍ରଦେଶ ୫୧୮ ୨୩୦୩୯୩୩ ୫୮ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୭୯ ୨୯୬
ଆସାମ ୧୩୬୩ ୭୧୬୧୮୪ ୬୬୩୯
ବିହାର ୪୩ ୮୧୮୧୧୫ ୧୩ ୧୨୨୫୫
ଚଣ୍ଡିଗଡ଼ ୨୮ ୯୦୬୮୯ ୧୧୬୫
ଛତିଶଗଡ ୧୪୪ ୧୧୩୭୭୨୯ ୩୪ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୬
ଦିଲ୍ଲୀ ୪୮୨ ୧୮୩୭୦୬୬ ୧୮୦ ୨୬୧୪୬
୧୦ ଗୋଆ ୫୫ ୨୪୧୩୬୩ ୧୪ ୩୮୩୦
୧୧ ଗୁଜୁରାଟ ୩୫୮ ୧୨୧୨୪୪୮ ୪୩ ୧୦୯୩୯
୧୨ ହରିୟାଣା ୫୧୫ ୯୭୩୩୮୫ ୯୪ ୧୦୫୯୬
୧୩ ହିମାଚଳ ପ୍ରଦେଶ ୩୦୬ ୨୭୯୮୮୨ ୩୪ ୪୧୩୨
୧୪ ଜାମ୍ମୁ କାଶ୍ମୀର ୧୦୭ ୪୪୮୬୬୬ ୨୯ ୪୭୫୦
୧୫ ଝାଡଖଣ୍ଡ ୧୪୨ ୪୨୯୫୭୦ ୫୩୧୫
୧୬ କର୍ଣ୍ଣାଟକ ୨୦୭୩ ୩୯୦୨୪୯୭ ୧୫୩ ୪୦୦୩୫
୧୭ କେରଳ ୬୯୭୫ ୬୪୫୨୨୬୪ ୯୧୫ ୬୭୩୧୫ ୧୧୮
୧୮ ଲଦାଖ ୪୦ ୨୭୯୩୪ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୨୩୯ ୧୦୨୯୮୯୨ ୬୪ ୧୦୭୩୩
୨୧ ମହାରାଷ୍ଟ୍ର ୫୫୨୯ ୭୭୨୩୦୦୫ ୨୫୧ ୧୪୩୭୬୬
୨୨ ମଣିପୁର ୯୦ ୧୩୪୮୩୦ ୧୪ ୨୧୨୦
୨୩ ମେଘାଳୟ ୬୧ ୯୨୦୬୨ ୧୫୯୧
୨୪ ମିଜୋରାମ ୧୮୯୪ ୨୨୦୦୧୪ ୪୬୬ ୬୭୫
୨୫ ନାଗାଲାଣ୍ଡ ୩୭ ୩୪୬୬୬ ୭୫୮
୨୬ ଓଡ଼ିଶା ୬୩୫ ୧୨୭୭୩୫୭ ୨୦୪ ୯୧୧୬
୨୭ ପୁଡୁଚେରୀ ୧୩ ୧୬୩୭୯୬ ୧୯୬୨
୨୮ ପଞ୍ଜାବ ୨୨୭ ୭୪୦୯୪୯ ୩୧ ୧୭୭୩୭
୨୯ ରାଜସ୍ଥାନ ୪୭୩ ୧୨୭୨୫୭୫ ୧୧୬ ୯୫୫୧
୩୦ ସିକ୍କିମ୍ ୧୨ ୩୮୬୫୫ ୪୪୯
୩୧ ତାମିଲନାଡୁ ୬୭୦ ୩୪୧୩୬୩୯ ୧୧୮ ୩୮୦୨୫
୩୨ ତେଲେଙ୍ଗାନା ୭୧୩ ୭୮୫୯୩୨ ୯୨ ୪୧୧୧
୩୩ ତ୍ରିପୁରା ୯୯୯୫୦ ୯୧୯
୩୪ ଉତ୍ତରାଖଣ୍ଡ ୬୪୩ ୪୨୮୬୯୬ ୨୦ ୭୬୯୦
୩୫ ଉତ୍ତରପ୍ରଦେଶ ୮୫୮ ୨୦୪୫୯୨୪ ୭୦ ୨୩୪୯୨
୩୬ ପଶ୍ଚିମବଙ୍ଗ ୯୮୨ ୧୯୯୪୫୯୪ ୧୩୯ ୨୧୧୯୪
ମୋଟ ୨୬୨୪୦ ୪୨୪୬୫୧୨୨ ୩୧୯୬ ୫୧୬୪୭୯ ୧୨୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.