Bijay Kumar Pattanaik
ପୁରୀର ନାଗା ସାଧୁଙ୍କ ବିକ୍ଷୋଭ
ପୁରୀ, ୨୬/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଆଜି ହଟାତ୍ ସିଂହଦ୍ୱାର ସମ୍ମୁଖରେ କିଛି ନାଗା ସାଧୁଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା। ସାଧାରଣତଃ ନାଗା ସାଧୁ ମାନେ ପୁରୀ ଆସିବା ସହ ଲଙ୍ଗୁଳି ମଠରେ ରହିବା ସହ...
କୁମାର କବିଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ନରାଡମ୍ବର ସହିତ ପାଳିତ
ପୁରୀ, ୨୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -କୁମାର କବି ଥିଲେ ମାଟି ଓ ମଣିଷର କବି। କୁମାର କବି ଥିଲେ ଯୋଗଜନ୍ମା ସିଦ୍ଧ ସାଧକ। ବ୍ରହ୍ମଗିରି ତା ୨୫/୦୯/୨୦୨୦ ଓଡିଶାର ବିଶିଷ୍ଟ କବି,...
ରାମଧାରୀ ସିଂହ ଦିନକରଙ୍କ ୧୨୮ ତମ ଜୟନ୍ତୀ ପାଳିତ
ପୁରୀ, ୨୫/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ସ୍ଥାନୀୟ ସର୍ବୋଦୟ ନଗର ସ୍ଥିତ ମୈତ୍ରୀ ପରିସରରେ ରାମଧାରୀ ସିଂହ ଦିନକର ଙ୍କ ୧୨୮ ତମ ଜୟନ୍ତୀ ସୃଜନୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସଂସଦର ଅଧ୍ୟକ୍ଷ ପ୍ରଫେସର...
ମାସ୍କ ନପିନ୍ଧିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ପୁରୀ, ୨୫/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ଜିଲାରେ କରୋନା ସ୍ଥିତି ଏବେ ଅଣାୟତ ହେବାକୁ ବସିଲାଣି। ଗତ କାଲି ସୁଦ୍ଧା ୨୪ ଘଂଟା ମଧ୍ୟରେ ଜିଲାରେ ୨୦୩ ଟି କୋଭିଡ୍...
ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଛେଦ ପ୍ରକ୍ରିୟା ଆରମ୍ଭ
ପୁରୀ, ୨୫/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଦୀର୍ଘଦିନର ବିରତି ପରେ ଆରମ୍ଭ ହେଲା ଶ୍ରୀମନ୍ଦିର ଐତିହ୍ୟ କରିଡର ଉଛେଦ କାର୍ଯ୍ୟ। ଆଜି ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଥିବା ନେପାଳ ଭବନର ବଳକା ଅଂଶ...
୨୫ ବର୍ଷ ପରେ ଚଳିତ ବର୍ଷ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ଦଶହରା ଠାରୁ...
ପୁରୀ, ୨୫/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ କାର୍ତିକ ମାସରେ ପଂଚୁକ ୬ ଦିନ ପଡୁଥିବାରୁ ମହାପ୍ରଭୁଙ୍କ ଅନନ୍ୟ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ।...
ଶ୍ରୀମନ୍ଦିର ର ତିନୋଟି ଦ୍ୱାରରେ ରୂପା ଛାଉଣି
ପୁରୀ, ୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଶ୍ରୀମନ୍ଦିରର ତିନୋଟି ଦ୍ୱାରକୁ ରୂପାରେ ଆଛାଦିତ କରିବା କାର୍ଯ୍ୟ ବୁଧବାର ଠାରୁ ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିର କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ଆଶିଷ କୁମାର...
ଜାଲରେ ପଡିଲା ଏକ ଅଜଗର ସାପ
ପୁରୀ, ୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆଜି ସ୍ନେକ ହେଲ୍ପ ଲାଇନ କର୍ତୁପକ୍ଷ ଏକ ବିରାଟ ଅଜଗର ସାପ କୁ ଧରି ବନବିଭାଗ କୁ ହସ୍ତାନ୍ତର କରିଛନ୍ତି। ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ...
ସ୍ୱର୍ଗଦ୍ୱାରରେ ଲାଗିଲା କୋଭିଡ୍ କଟକଣା ଫଳକ
ପୁରୀ, ୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ସ୍ୱର୍ଗଦ୍ୱାରରେ କୋଭିଡ୍ ସଂକ୍ରମଣ କୁ ଦୃଷ୍ଟି ରେ ରଖି ସ୍ୱର୍ଗଦ୍ୱାର ସେବା କେନ୍ଦ୍ର ପକ୍ଷରୁ ଏକ କଟକଣା ନାମ ଫଳକ ଲଗାଯାଇଛି। ସ୍ୱର୍ଗଦ୍ୱାରରେ ଅଯଥା...
ବରିଷ୍ଠ ଦୈତାପତି ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରେ ପତ୍ନୀ ବିନୋଦିନୀଙ୍କ ପରଲୋକ
ପୁରୀ, ୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ରବିବାର ଦିନ ଶ୍ରୀମନ୍ଦିର ବରିଷ୍ଠ ଦୈତାପତି ସେବକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ପରଲୋକ ହୋଇଥିଲା। ତାଙ୍କର ମୃତ୍ୟୁ ର ଠିକ୍ ଦୁଇ ଦିନ ପରେ ତାଙ୍କର...
ପୁଣି ୧୮୨ ପଜିଟିଭି ଚିହ୍ନଟ
ପୁରୀ, ୨୧ା୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜିର ୧୮୨ ନୂତନ ପଜିଟିଭଙ୍କୁ ମିଶାଇ ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୮୩ରେ ପହଞ୍ଚିଛି। ଚିହ୍ନଟ ନୂତନ ପଜିଟିଭମାନଙ୍କ ମଧ୍ୟରେ ବିଭିନ୍ନ ବ୍ଲକ...
ସ୍ୱଚ୍ଛତା ପଥରେ ପୁରୀ
ପୁରୀ, ୨୧/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ପୁରୀ ପାଇଁ ଆପଣଙ୍କର ସୃଜନଶୀଳତାକୁ ପ୍ରଦର୍ଶନ କରନ୍ତୁ। ସ୍ୱଚ୍ଛ ପୁରୀ ପଦକ୍ଷେପ ପାଇଁ ଲୋଗୋ ଏବଂ ଟ୍ୟାଗଲାଇନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରନ୍ତୁ। ପଞ୍ଜୀକରଣର ଶେଷ...
ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ବିୟୋଗରେ ସହରରେ ଶୋକ ଛାୟା ଖେଳିଯାଇଛି
ପୁରୀ, ୨୧/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଶ୍ରୀମନ୍ଦିରର ବରିଷ୍ଠ ଦଇତା ପତି ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ର ଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ଖେଳିଯାଇଛି। ତାଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ...
ପୁରୀ ଶ୍ରମ କାର୍ଯ୍ୟାଳୟର ଦୁର୍ନୀତିଗ୍ରସ୍ତ ୱେଲଫେୟାର କୋର୍ଡିନେଟରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ନିର୍ମାଣ...
ଭୁବନେଶ୍ୱର, ୨୧-୦୯ (ଓଡ଼ିଆ ପୁଅ) : ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁର୍ନୀତିଗ୍ରସ୍ତ ୱେଲଫେୟାର କୋର୍ଡିନେଟରଙ୍କ ଏକଚାଟିଆ, ମନୋମୁଖୀ, ଲାଞ୍ଚୁଆ କାର୍ଯ୍ୟଧାରାକୁ ବିରୋଧ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ...
ପୁରୀ ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ନିଧନ
ପୁରୀ ୨୦-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କର ଆଜି ଦେହାନ୍ତ ହୋଇଯାଇଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର...
ପୁରୀ କୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ରୂପେ ଗଢିବା ପାଇଁ ପୁରୀ ପୌରପାଳିକା ଦ୍ୱାରା...
ପୁରୀ, ୧୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ସ୍ୱଛ ପୁରୀ ପ୍ରୟାସ ମାଧ୍ୟମରେ ପୁରୀ କୁ ବିଶ୍ୱ ସ୍ତରୀୟ ଐତିହ୍ୟ ସହର ରୂପେ ଗଢିବା ପାଇଁ ଜନସାଧାରଣ ଙ୍କ ଯୋଗଦାନ ଏବଂ ଏ ସମ୍ବନ୍ଧ...
ଦେହ ବ୍ୟବସାୟ ଚାଲିଥିବା ବେଳେ ଚଢାଉ, ୨ଗିରଫ
ପୁରୀ, ୧୫ା୯:କ୍ରିଷ୍ଣା ସି ସାଇଟ ଆପର୍ଟମେଣ୍ଟରେ ଚଢାଉ କରି ପୁଲିସ ଦେହ ବ୍ୟବସାୟରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟହେଲେ ଯାଜପୁର ଜିଲ୍ଲାଯାଜପୁରରୋଡ଼ର ଚିନ୍ମୟ ସ୍ୱରୂପ ପଣ୍ଡା(୫୨) ଓ ପାଣିକୋଇଲି...
ନଦୀୟା ବିହାରୀ ମହାନ୍ତିଙ୍କ ବିୟୋଗରେ ଶୋକ
ପୁରୀ, ୧୫ା୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ବର୍ଷିୟାନ ଶିଶୁ ସାହିତ୍ୟିକ ଆକାଶବାଣୀର ଶିଶୁପ୍ରିୟ ବଡ଼ଭାଇ ନଦୀୟା ବିହାରୀ ମହାନ୍ତିଙ୍କ ବିୟୋଗରେ ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।...
ରାଜ୍ୟସ୍ତରୀୟ ଇ- ଲୋକ ଅଦାଳତ ୧୩୭ ମାମଲାର ଫଏସଲା
ପୁରୀ, ୧୩ା୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଉଚ୍ଚନ୍ୟାୟାଳୟ ତଥା ରାଜ୍ୟଆଇନ୍ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାରେ ଏକ ରାଜ୍ୟ ସ୍ତରୀୟ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାଆଇନ୍ସେବା ପ୍ରାଧିକରଣ...
ପୂଜାମଣ୍ଡପ ଅନୁମତି ଦେବେ ଉପଜିଲ୍ଲାପାଳ ଓ ତହସିଲଦାର
ପୁରୀ, ୧୩ା୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୂଜା ମଣ୍ଡପ ଗୁଡ଼ିକଲାଗି ଅନୁମତି ପ୍ରଦାନ କରିବାକୁ ଜିଲ୍ଲାପାଳ ଉପ ଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ପୁରୀପୌରାଞ୍ଚଳରେ ଉପଜିଲ୍ଲାପାଳ ଓ ଜିଲ୍ଲାର...