Home Authors Posts by Bijay Kumar Pattanaik

Bijay Kumar Pattanaik

793 POSTS 0 COMMENTS

ଅଟକ ୫ ଓଡ଼ିଆ ଶ୍ରମିକ ଉଦ୍ଧାର

0
ପୁରୀ, ୧୩ା୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ମିଳିତ ଉଦ୍ୟମ କ୍ରମେ ତାମିଲନାଡ଼ୁରୁ ପାଞ୍ଚଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶ୍ରମିକମାନେ ବ୍ରହ୍ମଗିର ବ୍ଳକ...

ବିନୋଭା ପ୍ରତିମୂର୍ତ୍ତି ଉନ୍ମୋଚିତ

0
ପୁରୀ, ୧୨ା୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ମହାତ୍ମାଗାନ୍ଧୀଙ୍କ ଆଧ୍ୟାତ୍ମିକ ଶିଷ୍ୟ ବିନୋଭା ଭାବେଙ୍କର ୧୨୫ତମ ଜୟନ୍ତୀ ଅବସରରେ ପୁରୀ ସର୍ବୋଦୟ ନଗର ଠାରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ବିଧାୟକ ଜୟନ୍ତ କୁମାର...

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ – ସର୍ବସାଧାରଣ ଦର୍ଶନ ଲାଗି କଟକଣା

0
ପୁରୀ, ୧୨ା୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସ୍ଥାନୀୟ ସଦ୍ଭାବନାଗୃହଠାରେ ଦୁର୍ଗାପୂଜା ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁର୍ଗାପୂଜା ପାଳନ ନିମନ୍ତେ...

କାରାଗାର ବୁଲି ଦେଖିଲେ ଜିଲ୍ଲା ଓ ଦୌରାଜଜ୍

0
ପୁରୀ, ୧୨ା୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦିନକୁଦିନ ମହାମାରୀ ‘କରୋନା’ କାୟା ବିସ୍ତାର କରୁଥିବାରୁ ବିଭିନ୍ନ ଜେଲ୍ରେ ଥିବା ଅନ୍ତେବାସୀମାନେ ମଧ୍ୟ ସଂକ୍ରମଣର ଶିକାର ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଉଚ୍ଚନ୍ୟାୟାଳାୟଙ୍କ ନିର୍ଦ୍ଦେଶ କ୍ରମେ,...

ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେକ ଦେବୀ ଉଥାପନ ନୀତି ପାଳିତ

0
ପୁରୀ, ୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ବୁଧବାର ଆଶ୍ୱିନ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଦୁର୍ଗାଙ୍କର ସହସ୍ରାକୁମ୍ଭାଭିଷେକ ନୀତି ଯଥାରିତୀ ଅନୁଷ୍ଠିତ ହୋଇଯାଇଛି। ସକାଳଧୂପ ବଢିଲା ପରେ ଭଣ୍ଡାରଘର ଦୁର୍ଗାଦେବୀ ପତିମାହାପତ୍ରଙ୍କ...

ଆଜି ଦ‌୍ୱିତୀ ବାହନ ପୂଜା ବା ଦ୍ୱତୀୟା ଓଷା ପାଳିତ

0
ପୁରୀ, ୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଶ୍ୱିନ ଶୁକ୍ଲ ପକ୍ଷ ଅଷ୍ଟମୀ ତିଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦ‌୍ୱିତୀବାହାନ ପୂଜା ବା ଦ୍ୱତୀୟା ଓଷା ପାଳିତ ହୋଇଥାଏ। ମାଆ ମାନେ ପିଲାମାନଙ୍କର...

ପୁରୀ ସହରରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି

0
ପୁରୀ, ୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଗତକାଲି ଗୋଟିଏ ଦିନରେ ୪୩ ଜଣ ସେବାୟତ କୋଭିଡ୍ ଆକ୍ରାନ୍ତରେ ଚିହ୍ନଟ ହୋଇଥିବା ଜଣାଯାଇଛି। ଅଦ୍ୟାବଧି କୋଭିଡ୍ ଆକ୍ରାନ୍ତରେ ୫ଜଣ ସେବାୟତ ଙ୍କ ମୃତ୍ୟୁ ଘଟିଥିବା...

ବେଳାଭୂମୀ ଚଳଚଞ୍ଚଳ

0
ପୁରୀ, ୮/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଦୀର୍ଘ ୫ ମାସରୁ ଉର୍ଦ୍ଧ ବେଳାଭୂମୀ ଅଂଚଳ ରେ ଥିବା ବିଭିନ୍ନ ହୋଟେଲ ଗୁଡିକ ବନ୍ଦ ରହିଥିଲା। ଏବେ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ...

ପୁରୀ ପୌରାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି

0
ପୁରୀ, ୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଗତକାଲି ପୁରୀ ପୌରାଂଚଳ ରୁ ୫୨ ସଂକ୍ରମିତଙ୍କ ସ୍ୱାବ ରିପୋର୍ଟ ପଜେଟିଭ ଆସିଛି। ରେଡକ୍ରସ ରୋଡ, ହରଚଣ୍ଡୀ ସାହି, ଗୋଛିକାର ସାହି, ମାଟିମଣ୍ଡପ ସାହି,...

ବନ୍ଦ ହେବନି ବରାଦି ମହାପ୍ରସାଦ : ସୁଆର ମହାସୁଆର ନିଯୋଗ

0
ପୁରୀ, ୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ସହରରେ ବର୍ତ୍ତମାନ ପିତୃ ପକ୍ଷ ଆରମ୍ଭ ହୋଇଥିବାରୁ ପ୍ରତ୍ୟେକ ଘରେ ଘରେ ପିତୃପୁରୁଷଙ୍କ ଉଦେଶ୍ୟରେ ଗୃହକର୍ତ୍ତାମାନେ ନିଜ ଘରେ ଓ ତୀର୍ଥ ପୁଷ୍କରିଣୀ...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ନଗର ଶାଖା ପକ୍ଷରୁ ସ୍ମାରକ ପତ୍ର

0
ପୁରୀ, ୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ସାଂପ୍ରତିକ କରୋନା ମହାମାରୀ ସମୟରେ ବିଦ୍ୟାର୍ଥୀମାନଙ୍କର ଆର୍ଥିକ ଓ ସାମାଜିକ ସମସ୍ୟା ସହିତ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ନେଇ ଅପରିପକ୍ୱ ନିଷ୍ପତି ବିଦ୍ୟାର୍ଥୀଙ୍କ...

ସହରରେ ସାମାଜିକ ଦୂରତା ରହୁନଥିବା ଅଭିଯୋଗ

0
ପୁରୀ, ୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ସହରର ବିଭିନ୍ନ ଦୋକାନ ବଜାର ହୋଟେଲ ରେଷ୍ଟୁରାଂଟ ଲଜିଂ ଖୋଲିଯିବା ପରେ ଚଳଚଂଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ପୂର୍ବରୁ ମାର୍କେଟ ଆଦି ସ୍ଥାନରେ ସାମାଜିକ ଦୂରତା...

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୁରୁ ଦିବସ ପାଳିତ

0
ପୁରୀ, ୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପବିତ୍ର ଗୁରୁ ଦିବସ ଅବସରରେ ଗତକାଲି ସାଂସ୍କୃତିକ ଅନୁଷ୍ଠାନ ଶିକ୍ଷାନୁଷ୍ଠାନ ଗୁଡିକରେ ସାମାଜିକ ଦୂରତା ରଖି ଗୁରୁଦିବସ ପାଳନ କରାଯାଇଥିଲା। ପୁରୀ ଜିଲା ଛାତ୍ର...

ପୁରୀ ଜିଲାରେ କରୋନା ଆକ୍ରାନ୍ତ ଙ୍କ ସୁସ୍ଥ ହାର ୭୪.୬୦ ପ୍ରତିଶତ ରହିଛି

0
ପୁରୀ, ୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ଜିଲାରେ ଆଜି ୧୧୭ ଟି ପଜେଟିଭ କେସ୍ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪୨୩ ରେ ପହଂଚିଚି। ଆଜି ସୁଧା ୩୩୦୦...

ଆଜିଠାରୁ ହୋଟେଲ ଓ ଲଜିଂ ଖୋଲିଲା – ବେଳାଭୂମୀ ଚଳଚଂଚଳ

0
ପୁରୀ, ୫/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଦୀର୍ଘ ୫ ମାସରୁ ଉର୍ଦ୍ଧ୍ୱ ହୋଟେଲ ଲଜିଂ ଓ ରେଷ୍ଟୁରାଂଟ ବନ୍ଦ ରହିଥିବା ବେଳେ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଓ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ...

ଜନସଂଖ୍ୟା ସମାଧାନ ଓଡିଶା ଶାଖାର କର୍ମକର୍ତ୍ତାଙ୍କ ନାମ ଘୋଷଣା

0
ପୁରୀ, ୫/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ରାଷ୍ଟ୍ରୀୟ ଜନସଂଖ୍ୟା ସମାଧାନ ର ସଭାପତି ଶ୍ରୀଯୁକ୍ତ ଅନିଲ ଚୌଧୁରୀ ଙ୍କ ଅନୁମୋଦନ କ୍ରମେ ରାଜ୍ୟ ର ୩୦ ଟି ସାଂଗଠନିକ ଜିଲାର ସଭାପତି ମାନଙ୍କ ନାମ...

ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିବା ଯୋଗୁଁ ଗୁରୁଦିବସ ପାଳନ ଫିକା ପଡିଲା

0
ପୁରୀ, ୫/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଆଜି ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣାନ ଙ୍କ ଜୟନ୍ତୀ ଦିବସ କୁ ସମଗ୍ର ଦେଶରେ ଗୁରୁଦିବସ ରୂପେ ପାଳନ କରାଯାଉଛି। କରୋନା ମାହାମାରୀ କଟକଣା ଯୋଗୁଁ ସମସ୍ତ...

ପୁରୀ – କୋଭିଡ୍ ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୧୬ ରହିଥିବା ବେଳେ ଅନ୍ୟ ରୋଗରେ...

0
ପୁରୀ, ୫/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ପୁରୀ ଜିଲାରେ ୪୩୦୬ ଜଣ କୋଭିଡ୍ ଆକ୍ରାନ୍ତ ଆଜି ସୁଧା ଚିହ୍ନଟ ହୋଇଥିବା ବେଳେ ଆଜି ୬୧ ଜଣ ଚିହ୍ନଟ ହୋଇଥିବା ବେଳେ ଗତକାଲି ୨୩୫ ଜଣ ଚିହ୍ନଟ...

ପୁରୀ ଜିଲାରେ କୋଭିଡ୍ ପଜେଟିଭ ଙ୍କ ସଂଖ୍ୟା ୪୨୪୫ ରେ ପହଂଚିଲା

0
ପୁରୀ, ୪/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଜି ପୁରୀ ଜିଲାରେ ୨୩୫ ଜଣ କୋଭିଡ୍ ପଜେଟିଭ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୪୨୪୫ ରେ ପହଂଚିଚି। ପୁରୀ ପୌରପରଷଦ...

ମୁଣ୍ଡିଆ ମରା ଛକରୁ ଆଉ ଦେଖାଯାଉନି ନୀଳଚକ୍ର

0
ପୁରୀ, ୪/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ସହରକୁ ଯେଉଁ ବହିରାଗତ ଯାତ୍ରୀ ଆସିଥାନ୍ତି ସେମାନେ ଗୁଣ୍ଡିଚା ଘର ନିକଟରେ ପହଂଚିବା ପରେ ନିକଟରେ ଥିବା ମୁଣ୍ଡିଆ ମରା ଛକରେ ଛିଡା...