Home Coronavirus Outbreak ଆଜି ସୁସ୍ଥ ହେଲେ ୩,୫୨୦ କରୋନା ଆକ୍ରାନ୍ତ

ଆଜି ସୁସ୍ଥ ହେଲେ ୩,୫୨୦ କରୋନା ଆକ୍ରାନ୍ତ

77

ଭୁବନେଶ୍ୱର ୨୯-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୩୫୨୦ କରୋନା ଆକ୍ରାନ୍ତ। ତେବେ

୫୫୯ – ଖୋର୍ଦ୍ଧା ଜିଲ୍ଲାରୁ,

୩୯୩ – ଜଗତସିଂହପୁର ଜିଲ୍ଲାରୁ,

୩୩୬ – ଯାଜପୁର ଜିଲ୍ଲାରୁ,

୨୬୮ – କଟକ ଜିଲ୍ଲାରୁ,

୨୬୧ – ବାଲେଶ୍ୱର ଜିଲ୍ଲାରୁ,

୧୮୩ – ଭଦ୍ରକ ଜିଲ୍ଲାରୁ,

୧୭୫ – ପୁରୀ ଜିଲ୍ଲାରୁ,

୧୬୫ – ମୟୂରଭଞ୍ଜ ଜିଲ୍ଲାରୁ,

୧୩୧ – ନୟାଗଡ଼ ଜିଲ୍ଲାରୁ,

୧୧୬ – କେନ୍ଦ୍ରାପଡା ଜିଲ୍ଲାରୁ,

୧୦୯ – ଅନୁଗୁଳ ଜିଲ୍ଲାରୁ,

୭୫ – କୋରାପୁଟ ଜିଲ୍ଲାରୁ,

– ୬୯ – ଢେଙ୍କାନାଳ ଜିଲ୍ଲାରୁ,

୬୮ – ନବରଙ୍ଗପୁର ଜିଲ୍ଲାରୁ,

୬୦ – କେନ୍ଦୁଝର ଜିଲ୍ଲାରୁ,

୫୯ – ବୁଦ୍ଧ ଜିଲ୍ଲାରୁ,

୫୭ – ରାୟଗଡ଼ା ଜିଲ୍ଲାରୁ,

୪୬ – ବରଗଡ ଜିଲ୍ଲାରୁ,

୪୩ – ମାଲକାନଗିରି ଜିଲ୍ଲାରୁ,

୩୯ – କଳାହାଣ୍ଡି ଜିଲ୍ଲାରୁ,

୩୯ – ସୁନ୍ଦରଗଡ ଜିଲ୍ଲାରୁ,

୩୭ – କନ୍ଧମାଳ ଜିଲ୍ଲାରୁ,

୩୦ – ବଲାଙ୍ଗୀର ଜିଲ୍ଲାରୁ,

୨୭ – ସମ୍ବଲପୁର ଜିଲ୍ଲାରୁ,

୨୪ – ଗଜପତି ଜିଲ୍ଲାରୁ,

୧୯ – ସୋନପୁର ଜିଲ୍ଲାରୁ,

୧୮ – ଗଞ୍ଜାମ ଜିଲ୍ଲାରୁ,

୧୦ – ଦେବଗଡ଼ ଜିଲ୍ଲାରୁ,

୧୦ – ଝାରସୁଗୁଡା ଜିଲ୍ଲାରୁ,

୧୦ – ନୁଆପଡା ଜିଲ୍ଲାରୁ,

୮୪ – ରାଜ୍ୟ ପୁଲ୍ ରୁ,

ଓଡିଶାର ମୋଟ ପୁନରୁଦ୍ଧାର ମାମଲା ବର୍ତ୍ତମାନ ୮୭୪୩୦୭ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.