ଭୁବନେଶ୍ୱର ୧୮-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୦୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୬୮୩୬୪କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତ: ୨୦୧୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୬୮
– ସ୍ଥାନୀୟ ଅଞ୍ଚଳରୁ୮୫୧
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୨୯
୨- ବାଲେଶ୍ୱର ଜିଲ୍ଲାରୁ – ୬୯
୩- ବରଗଡ଼ ଜିଲ୍ଲାରୁ – ୭୭
୪- ଭଦ୍ରକ ଜିଲ୍ଲାରୁ – ୪୧
୫- ବଲାଙ୍ଗୀର ଜିଲ୍ଲାରୁ – ୭୧
୬- ବୌଦ୍ଦ ଜିଲ୍ଲାରୁ – ୧୨
୭- କଟକ ଜିଲ୍ଲାରୁ – ୧୫୦
୮- ଦେବଗଡ଼ ଜିଲ୍ଲାରୁ – ୨୦
୯- ଢେଙ୍କାନାଳ ଜିଲ୍ଲାରୁ – ୩୮
୧୦- ଗଜପତି ଜିଲ୍ଲାରୁ – ୬
୧୧- ଗଞ୍ଜାମ ଜିଲ୍ଲାରୁ – ୩୩
୧୨- ଜଗତସିଂହପୁର ଜିଲ୍ଲାରୁ – ୬୪
୧୩- ଯାଜପୁର ଜିଲ୍ଲାରୁ – ୭୩
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୩
୧୫- କଳାହାଣ୍ଡି ଜିଲ୍ଲାରୁ – ୬୯
୧୬- କନ୍ଧମାଳ ଜିଲ୍ଲାରୁ – ୩୧
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬୧
୧୮- କେନ୍ଦୁଝର ଜିଲ୍ଲାରୁ – ୫୮
୧୯- ଖୋର୍ଦ୍ଧା ଜିଲ୍ଲାରୁ: ୨୮୩
୨୦- କୋରାପୁଟ ଜିଲ୍ଲାରୁ – ୪୧
୨୧- ମାଲକାନଗିରି : ୨୦
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୧୧
୨୩- ନବରଙ୍ଗପୁର ଜିଲ୍ଲାରେ: ୬୦
୨୪- ନୟାଗଡ଼ ଜିଲ୍ଲାରୁ – ୪୦
୨୫- ନୂଆପଡ଼ା ଜିଲ୍ଲାରୁ – ୯୦
୨୬- ପୁରୀ ଜିଲ୍ଲାରୁ – ୩୦
୨୭- ରାୟଗଡ଼ା ଜିଲ୍ଲାରୁ – ୨୪
୨୮- ସମ୍ବଲପୁର ଜିଲ୍ଲାରୁ – ୫୨
୨୯- ସୋନପୁର ଜିଲ୍ଲାରୁ – ୬୮
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୯୯
୩୧- State Pool: ୫୬
– ନୂଆ ସୁସ୍ଥ ହୋଇଥିଲେ୨୮୪୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୦୪୩୩୨୩
– ମୋଟ ଆକ୍ରାନ୍ତ ୨୬୮୩୬୪
– ମୋଟ ସୁସ୍ଛ ହୋଲେଣି ୨୪୪୨୨୭
– ସକ୍ରୀୟ ଆକ୍ରାନ୍ତ – ୨୨୯୪୯