Home Coronavirus Outbreak ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧, ୮୭୧ ନୂଆ କରୋନା ଆକ୍ରାନ୍ତ ୧୦୩୩ ମୃତ୍ୟୁ Coronavirus Outbreakଓଡ଼ିଶାଜାତୀୟଜିଲ୍ଲା ପରିକ୍ରମାସ୍ବାସ୍ଥ୍ୟ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧, ୮୭୧ ନୂଆ କରୋନା ଆକ୍ରାନ୍ତ ୧୦୩୩ ମୃତ୍ୟୁ By Bureau - October 18, 2020 56 0 0 0 0 ଭୁବନେଶ୍ୱର ୧୮-୧୦ (ଓଡ଼ିଆ ପୁଅ) ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧, ୮୭୧ ନୂଆ କରୋନା ଆକ୍ରାନ୍ତ ଏବଂ ୧୦୩୩ ମୃତ୍ୟୁ ହୋଇଥିବା ବେଳେ ମୋଟ ଆକ୍ରାନ୍ତ ୭୪, ୯୪, ୫୫୨ ରେ ପହଁଚିଛି। ସକ୍ରିୟ ଅଛନ୍ତି ୭, ୮୩, ୩୧୧ ଜଣ ଏବଂ ଆରୋଗ୍ୟ ହେଲେଣି ୬୫, ୯୭, ୨୧୦ ମୋଟ ମୃତ୍ୟୁ ୧, ୧୪, ୦୩୧ କୁ ବୃଦ୍ଧି ପାଇଛି। Tweet 0 0 0 0