Home Coronavirus Outbreak ରାଜ୍ୟରେ ଆଜି ୨୦୧୯ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୬୮୩୬୪ କୁ ବୃଦ୍ଧି

ରାଜ୍ୟରେ ଆଜି ୨୦୧୯ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୬୮୩୬୪ କୁ ବୃଦ୍ଧି

83

ଭୁବନେଶ୍ୱର ୧୮-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୦୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୬୮୩୬୪କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ: ୨୦୧୯

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୬୮

– ସ୍ଥାନୀୟ ଅଞ୍ଚଳରୁ୮୫୧

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୨୯

୨- ବାଲେଶ୍ୱର ଜିଲ୍ଲାରୁ –  ୬୯

୩- ବରଗଡ଼ ଜିଲ୍ଲାରୁ –  ୭୭

୪- ଭଦ୍ରକ ଜିଲ୍ଲାରୁ –  ୪୧

୫- ବଲାଙ୍ଗୀର ଜିଲ୍ଲାରୁ –  ୭୧

୬- ବୌଦ୍ଦ ଜିଲ୍ଲାରୁ –  ୧୨

୭- କଟକ ଜିଲ୍ଲାରୁ –  ୧୫୦

୮- ଦେବଗଡ଼ ଜିଲ୍ଲାରୁ –  ୨୦

୯- ଢେଙ୍କାନାଳ ଜିଲ୍ଲାରୁ –  ୩୮

୧୦- ଗଜପତି ଜିଲ୍ଲାରୁ –  ୬

୧୧- ଗଞ୍ଜାମ ଜିଲ୍ଲାରୁ –  ୩୩

୧୨- ଜଗତସିଂହପୁର ଜିଲ୍ଲାରୁ –  ୬୪

୧୩- ଯାଜପୁର ଜିଲ୍ଲାରୁ –  ୭୩

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୪୩

୧୫- କଳାହାଣ୍ଡି ଜିଲ୍ଲାରୁ –  ୬୯

୧୬- କନ୍ଧମାଳ ଜିଲ୍ଲାରୁ –  ୩୧

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬୧

୧୮- କେନ୍ଦୁଝର ଜିଲ୍ଲାରୁ –  ୫୮

୧୯- ଖୋର୍ଦ୍ଧା ଜିଲ୍ଲାରୁ: ୨୮୩

୨୦- କୋରାପୁଟ ଜିଲ୍ଲାରୁ –  ୪୧

୨୧- ମାଲକାନଗିରି : ୨୦

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୧୧

୨୩- ନବରଙ୍ଗପୁର ଜିଲ୍ଲାରେ: ୬୦

୨୪- ନୟାଗଡ଼ ଜିଲ୍ଲାରୁ –  ୪୦

୨୫- ନୂଆପଡ଼ା ଜିଲ୍ଲାରୁ –  ୯୦

୨୬- ପୁରୀ ଜିଲ୍ଲାରୁ –  ୩୦

୨୭- ରାୟଗଡ଼ା ଜିଲ୍ଲାରୁ –  ୨୪

୨୮- ସମ୍ବଲପୁର ଜିଲ୍ଲାରୁ –  ୫୨

୨୯- ସୋନପୁର ଜିଲ୍ଲାରୁ –  ୬୮

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୯୯

୩୧- State Pool: ୫୬

– ନୂଆ ସୁସ୍ଥ ହୋଇଥିଲେ୨୮୪୨

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୦୪୩୩୨୩

– ମୋଟ ଆକ୍ରାନ୍ତ ୨୬୮୩୬୪

– ମୋଟ ସୁସ୍ଛ ହୋଲେଣି ୨୪୪୨୨୭

– ସକ୍ରୀୟ ଆକ୍ରାନ୍ତ –  ୨୨୯୪୯

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.