Home 2020
Yearly Archives: 2020
ବିଶିଷ୍ଟ ପାଲା ଗାୟକ ଓ କର୍ମକାଣ୍ଡ ଆଚାର୍ଯ୍ୟଙ୍କ ଶ୍ରାଦ୍ଧବାର୍ଷିକ ଓ ସ୍ମୃତିସଭା
ହାଟଡିହି- ୬ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କଳିଗାଁର ବିଶିଷ୍ଟ ପାଲା ଗାୟକ ତଥା କର୍ମକାଣ୍ଡ ଆଚାର୍ୟ୍ୟ ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ଓ...
ବନ୍ଧମୁଣ୍ଡା ପଂଚାୟତରେ ମିଳୁନି ସାମାଜିକ ସୁରକ୍ଷା ସ୍ୱାମୀଙ୍କ ମୃତ୍ୟୁର ତିନି ବର୍ଷ ପରେ ବି ମିଳୁନି ବିଧବା ଭତା
ନୟାଗଡ/୦୬/୧୧(ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ରିମୋଟ୍ ଅଂଚଳ କହିଲେ ବନ୍ଧମୁଣ୍ଡା ଗ୍ରାପଞ୍ଚାୟତକୁ ବୁଝାଏ । ସରକାର ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସାମାଜିକ ସୁରକ୍ଷା କରିବା...
ମା ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୪ଲକ୍ଷ ୨୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା
ତାଳଚେର,୬/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଗୋପାଳ ପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ଗୁରୁବାର ଦିନ ଖୋଲା ଯାଇଥିଲା । ଟ୍ରଷ୍ଟବୋର୍ଡ ସଦସ୍ୟ ମୂରଲୀଧର...
ପୁରୀ ବ୍ଲୁ-ଫ୍ଲାଗ୍ ବିଚରେ ଓଟିଡିସିର cafeteria(The White Crab) ଲୋକାର୍ପିତ
ଭୁବନେଶ୍ୱର: ସମ୍ମାନଜନକ ‘ବ୍ଲୁ-ଫ୍ଲାଗ୍’ ମାନ୍ୟତା ହାସଲ କରିଥିବା ସ୍ୱର୍ଣ୍ଣିଳ ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଏକ cafeteria ଲୋକାର୍ପିତ ହୋଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଜି ଏହି କାଫ୍ଟେରିଆକୁ...
ଆପଣଙ୍କ ଡେଟିଙ୍ଗ ଆପ୍ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ – ଉଲଗ୍ନ ଫଟୋ, ଚାଟ୍, ଭିଡିଓ କିମ୍ବା...
ନୂଆ ଦିଲ୍ଲୀ ୬-୧୧ (ଓଡ଼ିଆ ପୁଅ) ଆଜିର ଯୁଗରେ ଅନଲାଇନ୍ ଡାଟା ଲିକ୍ ଏକ ପ୍ରମୁଖ ବିପଦ ଭାବରେ ଉଭା ହୋଇଛି। ବିଶେଷ କରି ଯେତେବେଳେ ଏକ ଡେଟିଂ ଆପ୍ କିମ୍ବା ଏକ...
ଆପଣ ବର୍ତ୍ତମାନ UPI ବ୍ୟବହାର କରି ହ୍ୱାଟ୍ସ ଆପ୍ ମାଧ୍ୟମରେ ଟଙ୍କା ପଠାଇ ପାରିବେ – ଜାଣନ୍ତୁ
ନୂଆ ଦିଲ୍ଲୀ ୬-୧୧ (ଓଡ଼ିଆ ପୁଅ) ଭାରତରେ ହ୍ୱାଟ୍ସଆପ୍ ପେମେଣ୍ଟ ସେବା ଅନ୍ୟମାନଙ୍କ ମଧ୍ୟରେ ଗୁଗୁଲ୍ ପେ ଏବଂ ଫୋନ୍ ପେ ଭଳି ପ୍ରମୁଖ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବ।
ମଲ୍ଟି ବ୍ୟାଙ୍କ ମଡେଲରେ...
ଆଇଟି ଶିଳ୍ପ ପାଇଁ ଘରୁ କାମ – ସରକାରଙ୍କର ସବୁଜ ସଂକେତ
ନୂଆ ଦିଲ୍ଲୀ ୬-୧୧ (ଓଡ଼ିଆ ପୁଅ) : ବୈଷୟିକ ଶିଳ୍ପ ପାଇଁ ଏକ ପ୍ରମୁଖ ଅଭିବୃଦ୍ଧିରେ ସରକାର ଅଧିକାଂଶ ପଞ୍ଜୀକରଣ ଏବଂ ଅନୁପାଳନ ଆବଶ୍ୟକତାକୁ ଦୂର କରିଛନ୍ତି ଯାହା କମ୍ପାନୀଗୁଡିକ ପାଇଁ ଘରୁ...
ଅଢେଇ କେଜି ଗଂଜେଇ ଜବତ:୨ ଗିରଫ
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ଓଳଗ ଛକରୁ ଆଜି ଧୁଷୁରୀ ଥାନା ଓ ଆରଡି ଫାଣ୍ଡି ପକ୍ଷରୁ ଚଢଉ କରାଯାଇ ୨ଜଣ...
ଫାଇନାନ୍ସ କର୍ମଚାରୀଙ୍କ ଆତ୍ମହତ୍ୟା
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଚାନ୍ଦବାଲି ବିଜ୍ଞାପିତ ଅଂଚଳ ଅଧୀନସ୍ଥ ସ୍ପନ୍ଦନ ଫାଇନାନ୍ସ କଂପାନୀର ଜଣେ କର୍ମଚାରୀ କାର୍ଯ୍ୟାଳୟ ମଧ୍ୟରେ ରଶି ଲଗାଇ ଆତ୍ମହତ୍ୟା କରିବା...
ସିଲାବସ୍ କମିବ କି ପରୀକ୍ଷା ଘୁଞ୍ଚିବ – CBSE ବୋର୍ଡ଼ ପରୀକ୍ଷା କିପରି କରିବ ?
ନୂଆ ଦିଲ୍ଲୀ ନଭେମ୍ବର ୬ (ଓଡ଼ିଆ ପୁଅ) : ମହାମାରୀ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ବୋର୍ଡ ପରୀକ୍ଷା ୨୦୨୧ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି।
ରିପୋର୍ଟ ଅନୁଯାୟୀ, କରୋନାଭାଇରସ୍...
ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନେଇ‘ଏବିଭିପି’ର ବିକ୍ଷୋଭ
ବାଲେଶ୍ୱର, ୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ରିପବ୍ଲିକ୍ ଟିଭିର ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିବା ଘଟଣାର ତୀବ୍ର ନିନ୍ଦା କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ମୁମ୍ବାଇ ପୁଲିସ...
ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ୩ ଦିନିଆ ପ୍ରତିବାଦ ଶେଷ
ବାଲେଶ୍ୱର, ୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ରାଷ୍ଟୀୟ ମଜଦୁର କଂଗ୍ରେସ (ଆଇଏନଟିୟୁସି) ପକ୍ଷରୁ ଗତ ୩ ତାରିଖରୁ ଦେଶବ୍ୟାପୀ ଚାଲିଥିବା ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ ଆଜି ଶେଷ ହୋଇଯାଇଛି।...
ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଗଣଧାରଣା
ବାଲେଶ୍ୱର, ୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଆଜି ଦେଶବ୍ୟାପୀ ବିକ୍ଷୋଭ ଓ ଗଣଧାରଣା ଅନୁଷ୍ଠିତ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ...
ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ହେଲା କାଳ, ବିଜେଡିରୁ ନିଲମ୍ବିତ ଜୀବନ ପ୍ରଦୀପ ଦାଶ
ବାଲେଶ୍ୱର, ୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଦଳୀୟ ଶୃଙ୍ଖଳା ତଥା ଅନୁଶାସନ ଉଲ୍ଲଂଘନ ଓ ବାଲେଶ୍ୱର ଉପ-ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ଆଜି ବିଜେଡିରୁ...
ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ଅଣକୁଶଳୀ ଶ୍ରମିକଙ୍କୁ ଏବେ ଦୈନିକ ଅଧିକ ମିଳିବ ୯୬.୪୦ ଟଙ୍କା...
ସୁନ୍ଦରଗଡ଼, ୫ ନଭେମ୍ବର (ଓଡ଼ିଆ ପୁଅ) : ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ବା ନରେଗା ଯୋଜନାରେ ଜିଲ୍ଲାର ଅଣକୁଶଳୀ ଶ୍ରମିକଙ୍କୁ ଏଣିକି ଦୈନିକ ୩୦୩ ଟଙ୍କା ୪୦ ପଇସା...
ମରୁଡ଼ି ପ୍ରପୀଡ଼ିତ ବଲାଙ୍ଗୀର ଜିଲ୍ଲାର ବହୁ ପ୍ରତିକ୍ଷିତ ଲୋୟର ସୁକତେଲ ଜଳ ପ୍ରକଳ୍ପକୁ କାର୍ଯ୍ୟ ଆରମ୍ଭରୁ ବିରୋଧ
ବଲାଙ୍ଗୀର, ୬-୧୧: (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀରର ଲାଇଫ୍ ଲାଇନ୍ ବା ଜୀବନରେଖା ପାଲଟିବ, ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ତେବେ ମୁଖ୍ୟତଃ ବିସ୍ଥାପନ ସମସ୍ୟା ଯୋଗୁଁ ଗତ ଦୁଇବର୍ଷ...
ବ୍ୟାଙ୍କ ସାମ୍ନାରୁ ୪ଲକ୍ଷ ଟଙ୍କା ଲୁଟ ଅଭିଯୋଗ: ବଢ଼ିଚାଲିଛି ଅସାମାଜିକ କାର୍ଯ୍ୟକଳାପ
ବଲାଙ୍ଗୀର, ୫-୧୧(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ଲୁଟେରା ସକ୍ରିୟ ରହିଛନ୍ତି। ଲୋଇସିଂହା ଏସବିଆଇ ବ୍ୟାଙ୍କ ସମ୍ମୁଖରୁ ଏକ ବାଇକ ଡିକିରୁ ୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ଲୋଇସିଂହା ଥାନାରେ...
ମହିଳା ମହାବିଦ୍ୟାଳୟ ଗଳି ବାସିନ୍ଦାଙ୍କ ଲଣ୍ଠନ ଶୋଭାଯାତ୍ରା
ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌରାଚଂଳ ଅନ୍ତର୍ଗତ ମହିଳା ମହାବିଦ୍ୟାଳୟ ଗଳିର ବାସିନ୍ଦାମାନେ ବିଭିନ୍ନ ଦାବି ନେଇ ଆଜି ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଗଳି ବାସିନ୍ଦା ଓ ସ୍ୱେଚ୍ଛାସେବୀ...
ନୟାଗଡ଼ ମହିଳା ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳର ପାଶ୍ ହାର ୯୭.୮୯%
ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପ୍ରଜାମଣ୍ଡଳ ମହିଳ ମହାବିଦ୍ୟାଳୟର ସ୍ନାତକ କଳା ପରୀକ୍ଷା ଫଳର ପାଶ୍ହାର ୯୭.୮୯% ହୋଇଛି। ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ପରିଚାଳିତ ଏଡି...
କରୋନା ମହାମାରୀ ବଢିବା ଆଶଙ୍କାରେ ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପଧାନ): କରୋନା ମହାମାରୀ ଥମିନାହିଁ। ଏବେବି ତା’ର ପ୍ରାଦୁର୍ଭାବ ରହିଛି। ଏପରିକି ଆସନ୍ତା ଡିସେମ୍ବର ମାସରୁ କରୋନା ସଂକ୍ରମଣ ଅଧିକ ବଢିବାରେ ସମ୍ଭାବନା ରହିଛି। ଏହାକୁ...








