Home 2020
Yearly Archives: 2020
ସୁନ୍ଦରଗଡ଼ ଜିଲ୍ଲା ଖୁଣ୍ଟଗାଁରେ ହେବ ‘ଟସର ସିଲକ ପାର୍କ’, ‘ସୁନ୍ଦରଗଡ଼ ଟସର’ର ବ୍ରାଣ୍ଡିଂ ଉପରେ ଗୁରୁତ୍ୱ ଦିଆଯିବ
ସୁନ୍ଦରଗଡ଼, ୨୦ ନଭେମ୍ବର (ଓଡ଼ିଆ ପୁଅ) : ସୁନ୍ଦରଗଡ ଜିଲ୍ଲାରୁ ଉତ୍ପାଦିତ ହେଉଛି ରାଜ୍ୟର ୧ ନମ୍ବର ଟସର ଖୋସା। ତେବେ ଖୋସାରୁ ସୂତା ବହାର କରି ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ...
ଢେଙ୍କାନାଳ ଜିଲ୍ଲାର ଦୁଇ କୋରନା ଯୋଦ୍ଧା ଇଂ ହିମାଦ୍ରି ଓ ଗଣେଶ
ଢ଼େଙ୍କାନାଳ,୨0/,୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଲକଡାଉନର ପ୍ରଥମ ଦିବସ ଠାରୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଦୁଇ ଯୁବ ପ୍ରତିଭା ଦକ୍ଷ ସଙ୍ଗଠକ କେନ୍ଦୁଝର ଜିଲ୍ଲା, ତେଲକୋଇ ନିର୍ବାଚନମଣ୍ଡଳୀ ବିଜେପି ପ୍ରାକ୍ତନ ଵିସ୍ତାରକ ତଥା...
କଦମ୍ବଡିହି ଚାରଣ ଶାଖାର ବାର୍ଷିକ ଉତ୍ସବ
ହାଟଡିହି-୨୦/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା ପଞ୍ଚାୟତ କଦମ୍ବଡିହି ଚାରଣ ଶାଖାର ୬ଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଦନ ମୋହନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ...
ବିଜେପିର ପ୍ରଶିକ୍ଷଣ ଶିବିର ଉଦଘାଟିତ
ହାଟଡିହି-୨୦/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁରର ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ୱରେ ପ୍ରତ୍ୟେକ ମଣ୍ଡଳରେ ଆଜିଠାରୁ ଦୁଇଦିନ ବ୍ୟାପି ପ୍ରଶିକ୍ଷଣ ଶିବିର ଆରମ୍ଭ...
ପରିବା ଦୋକାନରୁ ଚୋରୀ କରୁଥିବା ବେଳେ ଯୁବକ ଅଟକ
ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଥାନା ଚମ୍ପତିପୁର ଛକରେ ଗୋଟିଏ ପରିବା ଦୋକାନ ରୁ ଜଣେ ଯୁବକ ଚୋରୀ କରୁଥିବା ଅଭିଯୋଗରେ ଲୋକମାନେ ଅଟକ ରଖିଥିବା ଜଣାପଡିଛି। ଯୁବକ ଜଣଙ୍କ ହେଉଛନ୍ତି ନିକଟସ୍ଥ...
ରେଙ୍ଗାଲି ତହସିଲ ଅଫିସରେ ଲଙ୍କାକାଣ୍ଡ : ଅଫିସ ଜଳି ପୋଡି ଛାରଖାର
ସମ୍ବଲପୁର,୨୦/୧୧(ଓଡ଼ିଆ ପୁଅ/ସରୋଜ ସାହୁ): ଆଜି ସକାଳ ୯. ୪୦ ରୁ ୯.୫୦ ମଧ୍ଯ ରେ ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ତହସିଲ ଠେଲକୋଲେଇ ଥାନା ଅନ୍ତର୍ଗତ ଗୁମୁକାରମା ପାଖ ଡୁଡୁମକାନୀ ଗାଁର ରାଜୀବ କିସାନ...
କରୋନା ଭାଇରସ୍ କାରଣରୁ ନଭେମ୍ବର ୨୩ ରୁ ଖୋଲିବ ନାହିଁ ସ୍କୁଲ, କଲେଜ – ଗୁଜରାଟ ସରକାର
ନୂଆଦିଲ୍ଲୀ ୨୦-୧୧ (ଓଡ଼ିଆ ପୁଅ) ବର୍ତ୍ତମାନର COVID-୧୯ ପରିସ୍ଥିତିକୁ ନଜରରେ ରଖି ଗୁଜରାଟର ସ୍କୁଲ, କଲେଜଗୁଡ଼ିକ ନଭେମ୍ବର ୨୩ ରୁ ଖୋଲିବ ନାହିଁ ବୋଲି ଗୁଜରାଟ ସରକାର ନିଷ୍ପତ୍ତି ନେଇଛନ୍ତି।
https://twitter.com/ANI/status/1329477476007911424
ନିର୍ଲଜ୍ଜର ଲଜ୍ଜା!
ନିର୍ଲଜ୍ଜ କାହୁଁ ବୁଝିବ ଲଜ୍ଜାର ସଜ୍ଞା ?
ଶାରୀରିକ/ମାନସିକ ତୃଷ୍ଣା ମେଣ୍ଟାଇବାରେ
ଲଜ୍ଜାର ମାନ ମଳିନ ପଡ଼ିଯାଏ ନିର୍ଲଜ୍ଜଠାରେ !
ନିର୍ଲଜ୍ଜ କେତେବେଳେ ଲୋକଙ୍କ ମନୋରଞ୍ଜନ କରିଥା'ନ୍ତି
ତ ଆଉ କେତେବେଳେ ଲୋକଙ୍କ ଆଖିରୁ ଲୁହ ଝରାଇଥା'ନ୍ତି.......!!
ଲଜ୍ଜା ସଭ୍ୟସମାଜର...
ଡକାୟତି ଘଟଣାର ପର୍ଦାଫାଶ କଲା ସମ୍ବଲପୁର ପୋଲିସ : ଜଣେ ନାବାଳକ ସମେତ ୯ ଜଣ ଗିରଫ
ସମ୍ବଲପୁର, ୧୯/୧୧(ଓଡ଼ିଆ ପୁଅ/ସରୋଜ ସାହୁ): ବ୍ୟାଙ୍କ ଗାଡ଼ିରୁ ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟ୍ ଘଟଣାରେ ଜଣେ ନାବାଳକ ସମେତ ୯ ଜଣଙ୍କୁ ଗିରଫ କଲା କୁଚିଣ୍ଡା ପୋଲିସ୍। ଗତ ୯...
ରିଲାଏନ୍ସ ରିଟେଲ ଭେଂଚର୍ସ ଲିମିଟେଡ୍ ପକ୍ଷରୁ କଂପାନିର ୧୦.୦୯% ଅଂଶଧନ ଜରିଆରେ ୪୭, ୨୬୫ କୋଟି ଟଙ୍କା ପୁଞ୍ଜି...
- କ୍ଷେତ୍ରର ସର୍ବବୃହତ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟା ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ
- ପୁଞ୍ଜିନିବେଶ ରାଶି ଗ୍ରହଣ ଓ ସେୟାର ଜାରି କରାଯିବା ସହ ସମସ୍ତ ନିବେଶ ସମ୍ପୂର୍ଣ୍ଣ ହୋଇଛି
- ରିଲାଏନ୍ସ ରିଟେଲ...
ଐଶନ୍ୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ୧ ଲକ୍ଷର ଚେକ୍ ପ୍ରଦାନ
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଐଶନ୍ୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି ।...
ଭଦ୍ରକ : ବିପୁଳ ପରିମାଣରେ ମଦ ଜବତ, ଜଣେ ଗିରଫ
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକରେ ପୁରୁଣାବଜାର ପୁଲିସ୍ ପକ୍ଷରୁ ୨୦୦ ଲିଟର ଆସ୍କାଫର୍ଟି ସହ ଲକ୍ଷାଧିକ ଟଙ୍କାର ମଦ ଓ ଏଥିରେ ସଂପୃକ୍ତ ଏକ ଟେମ୍ପୋକୁ...
କୋଲିୟରୀ ପୋଲିସ ଦ୍ୱାରା ବିପୁଳ ଚୋରା ଡିଜେଲ ଏବଂ କୋଇଲା ଜବତ
ତାଳଚେର,୧୯/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଡିଜେଲ ଏବଂ କୋଇଲା ଚୋରା କାରବାରରେ ଲିପ୍ତ ଥିବା ମାଫିଆମାନଙ୍କ ବିରୁଦ୍ଧରେ କୋଲିୟରୀ ପୋଲିସକୁ ମିଳିଛି ବିପୁଳ ସଫଳତା । ଗତ ରାତିରେ ସେଣ୍ଟ୍ରାଲ କଲୋନୀ ପଛ...
ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ
ଯାଜପୁର ୧୯ା୧୧ (ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି। ୨୦୨୧ ଜାନୁଆରୀ ୧କୁ ଯୋଗ୍ୟତା ତାରିଖ ଧରାଯାଇ ଏହି ସମୟକୁ ଯେଉଁମାନଙ୍କୁ ୧୮...
ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟକାରିଣୀ ବୈଠକ ଓ ପରିଚୟ ପତ୍ର ବଂଟନ
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବରିଷ୍ଠ ନାଗରିକ ପରିଷଦର ସଭାଗୃହରେ ପରିଷଦର ସଭାପତି ଘଣ୍ଟେଶ୍ୱର ସାହୁଙ୍କ ସଭାପତିରେ ଏକ କାର୍ଯ୍ୟକାରିଣୀ ବୈଠକ ଓ ନୂତନ ବରିଷ୍ଠ...
ଧାମନଗର ମହାବିଦ୍ୟାଳୟ:ଦୁଇ ଅଧ୍ୟକ୍ଷ ପଦକୁ ନେଇ ବିବାଦ:ମାମଲା ହାଇକୋର୍ଟରେ
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ମହାବିଦ୍ୟାଳୟର ଦୁଇଦୁଇ ଜଣ ଅଧ୍ୟକ୍ଷଙ୍କୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ଫଳରେ ମହାବିଦ୍ୟାଳୟ ଉନ୍ନୟନ କାର୍ଯ୍ୟ ଓ...
ପ୍ରସ୍ଥାବିତ ଠିପି ଖୋଲା ମଦ ଦୋକାନ ସ୍ଥାନ ଅନୁଧ୍ୟାନ, ଓ ଅଭିଯୋଗକାରୀଙ୍କ ସହିତ ଆଲୋଚନା କଲେ ଅବକାରୀ ବିଭାଗ
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ଏନଏସି ଅଂଚଳ ଅଧିନସ୍ଥ ଧାମନଗର-ଚୁଡାକୁଟୀ ରାସ୍ତାର ରାହାପିତା ଠାରେ ପ୍ରସ୍ଥାବିତ ସରକାରୀ ସ୍ୱିତୃତୀପ୍ରାପ୍ତ ଠିପି ଖୋଲା ମଦ ଦୋକାନ ଖୋଲିବା...
ଧାମନଗର:ପିଆରଆଇ ସଭ୍ୟଙ୍କ ଧାରଣା ଦ୍ୱିତୀୟ ଦିନରେ
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବିଡିଓ, ସହକାରୀ ଯନ୍ତ୍ରୀ ଓ ବ୍ଲକ ଅଧ୍ୟକ୍ଷଙ୍କ ଅଗଣତାନ୍ତ୍ରୀକ, ମନମୁଖୀ ଓ ବେଆଇନ କାର୍ଯ୍ୟକୁ ବିରୋଧ କରି ଧାମନଗର ପଂଚାୟତ...
ଷୋଳମପୁର ବୌଦ୍ଧବିହାର ପରିସର ଆଲୋକିକରଣ; ପ୍ରଣିତକାନ୍ତି ସାମଲଙ୍କ ଅନୁଧ୍ୟାନ
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ବୌଦ୍ଧବିହାର ପରିସରକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିକରଣ ପାଇଁ ଗୁରୁବାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ...
ଅନିୟମିତତା ପ୍ରତିକାର ପାଇଁ ୩ ସରପଞ୍ଚଙ୍କ ଦାବି; ଡିଲର ମିଟିଂ ଅଧାରୁ ବନ୍ଦ
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଯୋଗାଣ ସାମଗ୍ରୀ ବିତରଣରେ ସ୍ୱଚ୍ଛତା ଓ ଶୃଙ୍ଖଳା ଆଣିବା ପାଇଁ ଭଣ୍ଡାରିପୋଖରୀ ବ୍ଲକ ପକ୍ଷରୁ ଆହୂତ ପିଡିଏସ ଡିଲରମାନଙ୍କ ବୈଠକ ଗୁରୁବାର...







