Home ଓଡ଼ିଶା କରୋନା ଭାଇରସ୍ କାରଣରୁ ନଭେମ୍ବର ୨୩ ରୁ ଖୋଲିବ ନାହିଁ ସ୍କୁଲ, କଲେଜ – ଗୁଜରାଟ...

କରୋନା ଭାଇରସ୍ କାରଣରୁ ନଭେମ୍ବର ୨୩ ରୁ ଖୋଲିବ ନାହିଁ ସ୍କୁଲ, କଲେଜ – ଗୁଜରାଟ ସରକାର

266

ନୂଆଦିଲ୍ଲୀ ୨୦-୧୧ (ଓଡ଼ିଆ ପୁଅ) ବର୍ତ୍ତମାନର COVID-୧୯ ପରିସ୍ଥିତିକୁ ନଜରରେ ରଖି ଗୁଜରାଟର ସ୍କୁଲ, କଲେଜଗୁଡ଼ିକ ନଭେମ୍ବର ୨୩ ରୁ ଖୋଲିବ ନାହିଁ ବୋଲି ଗୁଜରାଟ ସରକାର ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.