Home 2020
Yearly Archives: 2020
ଲକ୍ଡାଉନ୍ ସମୟରେ ରାଜ୍ୟର ସମସ୍ତଙ୍କ ଘରେ କଣ୍ଟ୍ରୋଲ ସାମଗ୍ରୀ ଓ ଭତ୍ତା ପହଞ୍ଚାଇବେ ସରକାରୀ କର୍ମଚାରୀ
ଭୁବନେଶ୍ୱର୨୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପ୍ରଥମେ ୫ଟି ଓ ଗତକାଲି ଆଉ ୯ଟି ଜିଲ୍ଲାରେ ଲକ୍ଡାଉନ୍ ଲାଗୁ କରିବା ପରେ ସରକାର ଆଜି ସାରା ଓଡ଼ିଶାରେ ଏହାକୁ ଲାଗୁ କରିଛନ୍ତି । ଏହି ସମୟରେ...
କରୋନା ଆତଙ୍କ: ସତର୍କ ରହିଲେ ୨୩୪୫, ନରହିଲେ ୩୬,୦୦୦ !
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ପ୍ରେସମିଟରେ କହିଛନ୍ତି ବିଶ୍ଵ ସ୍ତରରେ କିମ୍ବା ଜାତୀୟ ସ୍ତରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ଅନୁପାତରେ ବୃଦ୍ଧି ପାଉଛି, ଯଦି ସେହି...
କରୋନା ସଚେତନତା; ସଙ୍ଗରୋଧ ହେଲେ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ
ପୁରୀ୨୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପୁରୀ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ ଗତ କାଲି ବିମାନରେ ଦିଲ୍ଲୀରୁ ଫେରିବା ପରେ ପୁରୀରେ ସଙ୍ଗରୋଧ ହୋଇ ରହିବା ଜଣାପଡିଛି । ପୁରୀ ଗୋବର୍ଦ୍ଧନ ମଠର ୧୪ ଜଣ...
କରୋନା ପାଇଁ ରଣପୁର ଲକ୍ ଡାଉନ୍………….. ହୋମ୍ ଆଇସୋଲେସନ୍ ସଂଖ୍ୟା କମିଛି
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୩-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ କରୋନା ପାଇଁ ଲକ୍ ଡାଉନ୍ ପରେ ହୋମ୍ ଆଇସୋଲେସନ୍ ସଂଖ୍ୟା କମିଥିବା ଜଣା ପଡିଛି । ଗତ ମାର୍ଚ୍ଚ ୨୩ ତାରିଖ ସଂଧ୍ୟା ସୁଦ୍ଧା...
ଲକ୍ ଡାଉନ୍ ଉଲଘଂନ: ୩୬ ବାଇକ୍, ୨ଟି କାର ଜବତ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ଲକ୍ ଡାଉନ୍ ନିୟମ ଉଲଘଂନ କରି ସେପରି ବିଶେଷ କାରଣ ନଥାଇ କିମ୍ବା ପରିମିଶନ୍ ନନେଇ କାର ଏବଂ ବାଇକ୍ ଚଲାଉଥିବା ଚାଳକ ମାନଙ୍କର...
କରୋନା ଆତଙ୍କ: ବିଶ୍ୱକୁ ରାସ୍ତା ଦେଖାଇବ ଭାରତ – WHO
ଜେନେଭା: ଭାରତ ପାଖରେ ଅପାର କ୍ଷମତା ରହିଛି। କରୋନାଭାଇରସ୍ ମହାମାରୀକୁ ଦୂର କରିବାରେ ଭାରତର ଅତୁଳନୀୟ କ୍ଷମତା ରହିଛି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଭାରତ ଭଳି ଦେଶ କ’ଣ କରାଯାଇପାରିବ ତାହା...
ପଶ୍ଚିମବଙ୍ଗରେ ଆଜି ଅପରାହ୍ନ ୫ ଟାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲକଡାଉନ୍
କୋଲକାତା ୨୪-୩ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗରେ ଆଜି ଅପରାହ୍ନ ୫ ଟାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ଭାରତରେ କରୋନାଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଅନେକ ସହରକୁ...
କରୋନାଭାଇରସ୍ : ୩୦ ଟି ରାଜ୍ୟର ୫୪୮ ଟି ଜିଲ୍ଲାରେ ଲକଡାଉନ୍
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ଭାରତରେ କରୋନା ଭୂତାଣୁ ସଂକ୍ରମଣ ମାମଲା ଧୀରେ ଧୀରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଦଶ ଜଣଙ୍କର ପ୍ରାଣ ହରାଇଛନ୍ତି। ଏଥି ସହିତ...
ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମରୁ ନଗଦ ଟଙ୍କା ଉଠାଇଲେ ଲାଗିବନାହିଁ କୌଣସି ଚାର୍ଜ
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କରୋନାଭାଇରସ୍ କାରଣରୁ ଭାରତର ଅର୍ଥମନ୍ତ୍ରୀ ଖୁବ୍ ଶୀଘ୍ର ଏକ ଆର୍ଥିକ ପ୍ୟାକେଜ୍ ର ଘୋଷଣା କରାଯିବ ବୋଲି ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ଡେବିଟ୍ କାର୍ଡଧାରୀମାନଙ୍କ...
ଆଧାର-ପାନ୍ ଲିଙ୍କ୍ ମାର୍ଚ୍ଚ ୩୧ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) : ଆଧାର-ପାନ୍ ଲିଙ୍କ୍ ମାର୍ଚ୍ଚ ୩୧ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନାଭାଇରସ୍ କାରଣରୁ ଏହା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତୀରମଣ। ଏହାଫଳରେ...
ମଧ୍ୟପ୍ରଦେଶ : ଏସପି-ବିଏସପି ସମର୍ଥନ ସହିତ ଆସ୍ଥା ଭୋଟରେ ଜିତିଲେ ଶିବରାଜ ସିଂ
ଭୋପାଳ ୨୪-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଏହି ସମୟରେ ଗୃହରେ କୌଣସି ବିଧାୟକ ଉପସ୍ଥିତ ନଥିଲେ। ପ୍ରାୟ ଏକ ସପ୍ତାହ ରାଜନୈତିକ ଡ୍ରାମା...
ଉମର ଅବଦୁଲ୍ଲାଙ୍କ ଉପରୁ PSA ହଟିଲା, ଆଠ ମାସ ପରେ ମୁକ୍ତ ହେଲେ
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ଉମର ଅବଦୁଲ୍ଲାଙ୍କ ଉପରୁ PSA ହଟିଲା। ଆଠ ମାସ ପରେ ବନ୍ଦୀରୁ ମୁକ୍ତ ହୋଇଛନ୍ତି ଉମର। ଜନ ସୁରକ୍ଷା ଆଇନ (PSA) କୁ ଜାମ୍ମୁ କାଶ୍ମୀରର...
କରୋନାଭାଇରସ୍ କାରଣରୁ ମୁମ୍ବାଇରେ ତୃତୀୟ ମୃତ୍ୟୁ, ଭାରତରେ ମୋଟ ୧୦ ମୃତ୍ୟୁ
ମୁମ୍ବାଇ ୨୪-୩ (ଓଡ଼ିଆ ପୁଅ) କରୋନାଭାଇରସ୍ ରେ ମୁମ୍ବାଇରେ ତୃତୀୟ ମୃତ୍ୟୁ। ଏହା ସହିତ ଭାରତରେ ମୋଟ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।...
ଭୁତ ଆଉ ଭୁତାଣୁ: ପୁରାଣ ସମ୍ବଦ୍ଧ ଏବଂ ବିଜ୍ଞାନ ସମ୍ମତ ଉପରେ ପର୍ଯ୍ୟବେସିତ ଘଣ୍ଟ, ଘଣ୍ଟି, ତାଳି ଆଉ...
ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କରେ ସାରା ବିଶ୍ଵ ଆତଙ୍କିତ। କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦେଶ ବିଭିନ୍ନ ପଦକ୍ଷେପ ନେଉଛନ୍ତି। କରୋନା ଭୁତାଣୁକୁ ବ୍ୟାପିବାରେ ରୋକିବା ପାଇଁ, ତା'ର ଚେନ୍...
ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦିଲ୍ଲୀରେ କର୍ଫ୍ୟୁ
ନୂଆଦିଲ୍ଲୀ ୨୩-୩ (ଓଡ଼ିଆ ପୁଅ) କରୋନା ଭୂତାଣୁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିବାକୁ ରୋକିବା ପାଇଁ ବର୍ତ୍ତମାନ କେନ୍ଦ୍ର ସହିତ ରାଜ୍ୟ ସରକାର ମଧ୍ୟ ଶକ୍ତ ପଦକ୍ଷେପ ଉଠାଉଛନ୍ତି। ଏହି କାରଣରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ...
କରୋନା ସଚେତନତା;ଯାଜପୁର ବିଧାୟକଙ୍କ ସହରରେ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ମାନିଲେ ନାହିଁ ଲୋକେ
ଭୁବନେଶ୍ୱର୨୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତକାଲି ଯାଜପୁର ଟାଉନରେ ‘ଜନତା କର୍ଫ୍ୟୁ’କୁ ସମର୍ଥନ କରିଥିବା ବେଳେ କରୋନା ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ମାନିଲେ ନାହିଁ ବିଜେଡି ବିଧାୟକ ତଥା ବିଜେଡି...
ବିଧାୟକଦଳ ନେତା ନିର୍ବାଚିତ ହେଲେ ଶିବରାଜ ସିଂ – ରାତି ୯ ଟାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ
ଭୋପାଳ ୨୩-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ବର୍ତ୍ତମାନ ଶେଷ ହୋଇଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ ସୋମବାରଦିନ ବିଧାୟକଦଳର ନେତା...
ମାଲକାନଗିରି ଜିଲ୍ଲାରେ ଅଘୋଷିତ ଲକ୍ ଡାଉନ୍,ହୋଟେଲ ଦୋକାନ ବଜାର ବନ୍ଦ, ଆନ୍ତରାଜ୍ୟ ବସଚଳାଚଳ ଉରପରେ ରୋକ
ମାଲକାନଗିରି,୨୩ା୩ (ଓଡିଆ ପୁଅ ) ଭୟଙ୍କର ରୂପନେଇ କାୟାବିସ୍ତାର କରିଚାଲିଛି ମହାମାରୀ କରୋନା,ସମଗ୍ର ବିଶ୍ୱରେ କରୋନା ର ଭୟାବହ ସୃଷ୍ଟି ହୋଇଥିବା ବେଳେ ଏହାର ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ...
କରୋନା ଭୟରେ ଜିଲ୍ଲାର ସମସ୍ତ ମନ୍ଦିର ଓ ଧାର୍ମିକସ୍ଥଳ ଭକ୍ତ ଶୂନ୍ୟ,କେବଳ ପୁଜାରୀ ଜଗିଛନ୍ତି ପୀଠ
ମାଲକାନଗିରି,୨୩ା୩ (ଓଡିଆ ପୁଅ ) କରୋନା ଆତଙ୍କ ଦେଶବିଦେଶ ରେ ଲାଗିରହି ଏହାର ପ୍ରଭାବ ଓଡିଶା ବାସୀଙ୍କ ଉପରେ ପଡିଥିବାରୁ କରୋନା ସଂକ୍ରମଣ ଠାରୁ ଦୁରରେ ରହି ସତର୍କ ଅବଲମ୍ବନ ସହ ପ୍ରତିକାର...
ପଞ୍ଜାବ ପରେ ମହାରାଷ୍ଟ୍ରରେ କର୍ଫ୍ୟୁ ଲାଗୁ –ମୁଖ୍ୟମନ୍ତ୍ରୀ କହିଲେ – ଆମେ ଅସହାୟ, ଲୋକମାନେ ଶୁଣୁ ନାହାଁନ୍ତି
ମୁମ୍ବାଇ ୨୩-୩ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୋମବାର ରାଜ୍ୟରେ କର୍ଫ୍ୟୁ ଘୋଷଣା କରିଛନ୍ତି। ସୋମବାର ମଧ୍ୟରାତ୍ରିରୁ ଏହି କର୍ଫ୍ୟୁ ଲାଗୁ ହେବ। ଏହି ଘୋଷଣା କରି ଠାକରେ କହିଛନ୍ତି...







