Home ଓଡ଼ିଶା କରୋନା ସଚେତନତା; ସଙ୍ଗରୋଧ ହେଲେ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ

କରୋନା ସଚେତନତା; ସଙ୍ଗରୋଧ ହେଲେ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ

152

ପୁରୀ୨୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପୁରୀ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ ଗତ କାଲି ବିମାନରେ ଦିଲ୍ଲୀରୁ ଫେରିବା ପରେ ପୁରୀରେ ସଙ୍ଗରୋଧ ହୋଇ ରହିବା ଜଣାପଡିଛି । ପୁରୀ ଗୋବର୍ଦ୍ଧନ ମଠର ୧୪ ଜଣ ପଟ୍ଟଶିଷ୍ୟଙ୍କୁ ବି କ୍ବାରେଣ୍ଟାଇନରେ ରଖାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.