Home Coronavirus Outbreak ଲକ୍ ଡାଉନ୍ ଉଲଘଂନ: ୩୬ ବାଇକ୍, ୨ଟି କାର ଜବତ

ଲକ୍ ଡାଉନ୍ ଉଲଘଂନ: ୩୬ ବାଇକ୍, ୨ଟି କାର ଜବତ

604

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ଲକ୍ ଡାଉନ୍ ନିୟମ ଉଲଘଂନ କରି ସେପରି ବିଶେଷ କାରଣ ନଥାଇ କିମ୍ବା ପରିମିଶନ୍ ନନେଇ କାର ଏବଂ ବାଇକ୍ ଚଲାଉଥିବା ଚାଳକ ମାନଙ୍କର ୩୬ଟି ବାଇକ୍, ୨ଟି କାର ଜବତ କରିଛି ଖୋର୍ଦ୍ଧା ଟାଉନ୍ ଥାନା ପୋଲିସ୍। ଚାଳକମାନଙ୍କୁ ପିଆର୍ ବଣ୍ଡରେ ଛଡ଼ାଯିବା ସହ ୨୯ ତାରିଖ ପରେ ଗାଡ଼ି ଗୁଡ଼ିକ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.