Home 2020
Yearly Archives: 2020
ଅବକାରୀ ବିଭାଗର ଚଢଉ, ବେଆଇନ ଭାବେ ମଦ ବିକ୍ରୀକରୁଥିବା ସମୟରେ ୪ଗିରଫ,୧୫୫ଲିଟର ମଦ ଜବତ ।
ମାଲକାନଗିରି,୨୫ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ଭୂତାଣୁ ମହାମାରୀ ରେ ଡହଳ ବିକଳ ହେଉଥିବା ବେଳେ ମାଲକାନଗିରି ଜିଲ୍ଲା ମାଥିଲି ଅଚଂଳରେ କିଛି ଚୋରାବେପାରୀ ଘର ଘରବୁଲି ବେଆଇନ ଭାବେ...
ଭାରତରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୬୦୬ କୁ ବୃଦ୍ଧି ୧୦ ମୃତ୍ୟୁ – ଜାଣନ୍ତୁ କେଉଁଠି କେତେ?
ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ମଙ୍ଗଳବାର ମଧ୍ୟରାତ୍ରରୁ ସମଗ୍ର ଦେଶରେ ଲକଡାଉନ୍ ହୋଇଛି। ୨୧ ଦିନ ଲକଡାଉନ ହେବା ସମୟରେ, ଲୋକଙ୍କ ଗତିବିଧି ଉପରେ...
କରୋନା ଆଟାକ୍: ଚାଇନାରେ ବାସ୍ତବିକ ମୃତ୍ୟୁ ସଂଖ୍ୟା କେତେ? ସତ ହୋଇଥିଲେ ସାଙ୍ଘାତିକ
ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କରେ ସାରା ବିଶ୍ଵ ଆଜି ଆତଙ୍କିତ। ଅନେକ ଗୁଡ଼ିଏ ମୁଣ୍ଡ ନେଇଗଲାଣି ଏଇ ଘାତକ କରୋନା। ଚାଇନାରୁ ଜନ୍ମ ନେଇଥିବା ଏହି ଭୁତାଣୁ ଆଜି ସାରା ବିଶ୍ୱକୁ ବ୍ୟାପି...
ମୋଦୀ କହିଲେ – ମହାଭାରତ ଯୁଦ୍ଧ ୧୮ ଦିନରେ ଜିତିଥିଲେ, ୨୧ ଦିନରେ କରୋନାକୁ ଜିତିବାକୁ ପ୍ରୟାସ
ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) ବିଶ୍ୱ ମହାମାରୀ କରୋନା ଭୂତାଣୁ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସଂସଦୀୟକ୍ଷେତ୍ର ବାରାଣାସୀର ଲୋକଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି...
ରଣପୁରରେ କମିଲା ହୋମ୍ ଆଇସୋଲେସନ୍ ସଂଖ୍ୟା ଲକ୍ ଡାଉନ୍ ଓ ସାମାଜିକ ଦୁରତ୍ୱ କଡାକଡି
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୦୩-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଲକ୍ ଡାଉନ୍ ଓ ସାମାଜିକ ଦୁରତ୍ୱକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉଛି । ଯାହା ଫଳରେ ହୋମ୍ ଆଇସୋଲେସନ୍ ସଂଖ୍ୟା କମିବାରେ ଦେଖାଦେଇଛି ।...
ଏବେ ୧୪ ଏପ୍ରିଲ ପର୍ଯ୍ୟନ୍ତ ସବୁ ଟ୍ରେନ୍ ବାତିଲ୍ – କେବଳ ମାଲବାହୀ ଟ୍ରେନ ଚାଲିବ
ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) ଭାରତୀୟ ରେଳ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍, ଲୋକାଲ ଟ୍ରେନ୍ ଏବଂ ମେଟ୍ରୋ ରେଳକୁ ୧୪ ଏପ୍ରିଲ ୨୦୨୦ ରାତ୍ରୀ...
୧୯୪ ଦେଶରେ ୧୯ ହଜାର ୧୦୧ ମୃତ୍ୟୁ: ବ୍ରିଟେନରେ ପ୍ରିନ୍ସ ଚାର୍ଲ୍ସ କରୋନା ସଂକ୍ରମିତ
ନୂଆ ଦିଲ୍ଲୀ ୨୫ ମାର୍ଚ୍ଚ (ଓଡ଼ିଆ ପୁଅ) ବିଶ୍ୱରେ ୧୯୪ ଟି ଦେଶ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହୋଇସାରିଲେଣି। ୧୮ ହଜାର ୯୦୫ ଜଣଙ୍କର ମୃତ୍ୟୁ ହୋଇଛି। ୪ ଲକ୍ଷ ୨୮ ହଜାର...
୪୭୫ ଟଙ୍କାରେ ଗ୍ରୋସରୀ ଦୋକାନୀ ହୋମ ଡେଲିଭରୀ କରିବେ ଏହି ୧୧ ଟି ଅତ୍ୟାବଶ୍ୟକୀୟ ଜିନିଷ – ପଢ଼ନ୍ତୁ...
ଅଯୋଧ୍ୟା ୨୫-୩ (ଓଡ଼ିଆ ପୁଅ) ଅଯୋଧ୍ୟା ଜିଲ୍ଲା ମାଜିଷ୍ଟ୍ରେଟ୍ ଗ୍ରୋସରୀ ଦୋକାନୀମାନଙ୍କୁ ଦୈନନ୍ଦିନ ୧୧ ଟି ଜିନିଷ ପ୍ୟାକେଜ୍ କରି ଘରକୁ ପଠାଇବାକୁ କହିଛନ୍ତି। ଏହି ୧୧ ଟି ଜିନିଷର ମୂଲ୍ୟ ୪୭୫...
ସଂଖ୍ୟାଲଘୁଙ୍କ ଉପରେ ଆତ୍ମଘାତୀ ଆକ୍ରମଣ
କାବୁଲ: କିଛି ଅଜ୍ଞାତ ବନ୍ଧୁକଧାରୀ ଏବଂ ଆତ୍ମଘାତୀ ବିସ୍ଫୋରଣକାରୀମାନେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ସଂଖ୍ୟାଲଘୁ ଶିଖଙ୍କ ଏକ ଧାର୍ମିକ କାର୍ଯ୍ୟକ୍ରମ ଉପରେ ଆକ୍ରମଣ କରିଛନ୍ତି। ପ୍ରାୟ ୨୦୦ ଜଣ ଲୋକ ଭିତରେ ଫସି...
ସଂପୂର୍ଣ୍ଣ ଲକ୍ ଡାଉନ୍: ନିୟମ ଭାଙ୍ଗିଲେ ଗୁଳି !
ଭୁବନେଶ୍ୱର: କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଭାରତ ସରକାର ୨୪ ତାରିଖ ରାତି ୧୨ଟାରୁ ୨୧ ଦିନ ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏହା ଏକ ପ୍ରକାର...
ବରିଷ୍ଠ ନାଗରିକ ମଂଚ ଓ ବାଲିଆ ବଜାର କମିଟି ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ ରହିବାକୁ...
କେନ୍ଦ୍ରାପଡା ୨୪/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ବରିଷ୍ଠ ନାଗରିକ ମଂଚ, ବାଲିଆ ବଜାର କମିଟି ଓ ଭାଗବତପୁର ଗ୍ରାମପଂଚାୟତ ପକ୍ଷରୁ ମିଳିତ ଭାବରେ ଜନସାଧାରଣଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇବା...
ନୟାଗଡ଼ ଲକ୍ ଡାଉନକୁ ଆହୁରି କଡ଼ାକଡ଼ା ଲୋଡ଼ା
ନୟାଗଡ଼, ୨୪ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : କରୋନା ଭାଇରସ୍ କୋଭିଡ୍୧୯କୁ ରୋକିବା ଲାଗି ରାଜ୍ୟ ସରକାର ୩୦ଟି ଜିଲାରେ କଡ଼ାକଡ଼ା ପଦକ୍ଷେପ ଗ୍ରହଣ କରିଥିବାବେଳେ ନୟାଗଡ଼ ଜିଲାରେ ମଧ୍ୟ ଲକ୍...
କରୋନା ଲଢେଇରେ ଜିତିବା ପାଇଁ ପ୍ରତି ଦେଶବାସୀଙ୍କ ଯୋଗଦାନ ବଡ ମହତ୍ଵପୂର୍ଣ – ଧର୍ମେନ୍ଦ୍ର ପ୍ରଧାନ
କରୋନା ବିରୋଧୀ ଲଢେଇରେ ୨୧ ଦିନ ଲକ୍ ଡାଉନ୍ ଦେଶବାସୀଙ୍କ ଜୀବନ ବଞ୍ଚାଇବା ଏବଂ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଅତ୍ୟନ୍ତ ଆବଶ୍ୟକ
- ଭାରତ ସରକାର ଓ ରାଜ୍ୟ ସରକାର ଏବଂ ସ୍ଥାନୀୟ...
କରୋନା ବାବଦରେ ବିଶେଷ ସୂଚନା: ଦେଖନ୍ତୁ ଭିଡିଓ –
ଭୁବନେଶ୍ୱର: କରୋନା ଆତଙ୍କରେ ସାରା ବିଶ୍ଵ ଆତଙ୍କିତ। କେଉଁଠି କର୍ଫ୍ୟୁ ତ' କେଉଁଠି ଲକ୍ ଡାଉନ୍।ଲୋକେ ଏକ ପ୍ରକାର ଗୃହବନ୍ଦୀ। ହେବା ବି ଉଚିତ୍। ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବା ପ୍ରାୟ...
ସ୍ୱାସ୍ଥ୍ୟ ସଚିବଙ୍କ ଅଚାନକ ଯାଜପୁର ମେଡିକାଲ ଗ୍ରସ୍ତ; କିଛି ତ୍ରୁଟିକୁ ନେଇ ଅସନ୍ତୋଷ
ଯାଜପୁର୨୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ଓଡିଶା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ କିଛି ବ୍ୟକ୍ତିଗତ କାର୍ଯ୍ୟପାଇଁ ଯାଜପୁର ଆସି ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବା ସଂପର୍କରେ ଟିକିନିକ୍ ବୁଝିବା ଦେଖିବାକୁ...
କରୋନା ଲକ୍ଷଣ : କରୋନା ସଂକ୍ରମିତ ରୋଗୀଙ୍କର ସ୍ୱାଦ ଏବଂ ଗନ୍ଧ ବାରିବା ଶକ୍ତି ଚାଲିଯାଏ – ଅଧ୍ୟୟନ
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କରୋନା ସଂକ୍ରମିତ ରୋଗୀଙ୍କର ସ୍ୱାଦ ଏବଂ ଗନ୍ଧ ବାରିବା ଶକ୍ତି ଚାଲିଯାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ଜଣେ ମା’ ନିଜ...
ରାଜ୍ୟରେ ୧୧୦ ଜଣଙ୍କ ସ୍ୱାବ୍ ମଧ୍ୟରୁ ୨ଜଣଙ୍କ କରୋନା ପଜେଟିଭ୍ ରହିଛି ; ସୁବ୍ରତ ବାଗ୍ଚୀ
ଭୁବନେଶ୍ୱର୨୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ୧୧୦ ଜଣଙ୍କ ସ୍ୱାବ୍...
ମାଲକାନଗିରି ଜିଲ୍ଲାରେ ଲକ୍ ଡାଉନ୍ ଦୋକାନ ବଜାର ବନ୍ଦ,ଯାନବାହନ ଚଳାଚଳ ଠପ
ମାଲକାନଗିରି,୨୪ା୩ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ଭୟାବହ ପରିସ୍ଥତି ସୃଷ୍ଟି କରିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଆଜି ମଧ୍ୟରାତ୍ର ଠାରୁ ୨୯ତାରିଖ...
ଆଜି ରାତି ୧୨ଟାରୁ ସମ୍ପୂର୍ଣ୍ଣ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ (ଏକ ପ୍ରକାର କର୍ଫ୍ୟୁ ) ଆସନ୍ତା ୨୧ ଦିନ...
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ଆଜି ରାତି ୧୨ଟାରୁ ସମ୍ପୂର୍ଣ୍ଣ ଦେଶରେ ଆସନ୍ତା ୨୧ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ (ଏକ ପ୍ରକାର କର୍ଫ୍ୟୁ) ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ଟୋକିଓ ଅଲିମ୍ପିକ୍ସରେ ଲାଗିଲା ବ୍ରେକ୍ – ବର୍ଷେ ଘୁଞ୍ଚିଲା ଏବେ ହେବ ୨୦୨୧ ରେ
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କରୋନା ଭୂତାଣୁ ଯୋଗୁଁ ଟୋକିଓ ଅଲିମ୍ପିକ୍ସକୁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି। ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଅଲିମ୍ପିକ୍ ଗେମ୍ସ ପାଇଁ ଖେଳାଳି...








