Home 2020

Yearly Archives: 2020

ଗଣମାଧ୍ୟମକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ : ପ୍ରମାଣ ନଥିବା ଖବର ପ୍ରସାରଣ କରି ଆତଙ୍କ ସୃଷ୍ଟି କରନ୍ତୁ ନାହିଁ

0
ନୂଆ ଦିଲ୍ଲୀ ୧-୪ (ଓଡ଼ିଆ ପୁଅ) କରୋନା ମହାମାରୀ ସମ୍ପର୍କରେ ଉତ୍ତରଦାୟିତ୍ବର ସହ ଖବର ପ୍ରସାରଣ କରିବା ଲାଗି ମୁଦ୍ରିତ, ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପ୍ରମାଣ...

କୋଭିଡ-୧୯ ଆପତି ଅଭିଯୋଗ ପାଇଁ ଡିଏଆରପିଜି ପକ୍ଷରୁ ଜାତୀୟ ପର୍ଯ୍ୟବେକ୍ଷଣ ଡେସବୋର୍ଡର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଡଃ...

0
ନୂଆ ଦିଲ୍ଲୀ ୧-୪ (ଓଡ଼ିଆ ପୁଅ) କେନ୍ଦ୍ର କାର୍ମିକ, ଅଭିଯୋଗ ଓ ପେନସନ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଡିଏଆରପିଜି ପକ୍ଷରୁ ଜାତୀୟ ପର୍ଯ୍ୟବେକ୍ଷଣ ଡେସବୋର୍ଡର ଶୁଭାରମ୍ଭ କରିଛନ୍ତି। https://darpg.gov.in ୱେବସାଇଟ କୋଭିଡ-୧୯...

ନିଜାମୁଦ୍ଦିନ ମର୍କଜର ସଂକ୍ରମିତ କରୋନା ରୋଗୀ ଆତ୍ମହତ୍ୟା କରିବାକୁ ଚେଷ୍ଟା, ସୁରକ୍ଷା କଡାକଡି

0
ନୂଆଦିଲ୍ଲୀ ୧-୪ (ଓଡ଼ିଆ ପୁଅ) : ଦିଲ୍ଲୀର ନିଜାମୁଦ୍ଦିନରେ ଥିବା ମର୍କଜ ସହ ଜଡିତ ଜଣେ କରୋନା ରୋଗୀ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲର ଷଷ୍ଠ ମହଲାରୁ ଡେଇଁବାକୁ ଚେଷ୍ଟା କରିଥିଲା।...

ନିଜାମୁଦ୍ଦିନରୁ ଫେରିଥିବା ଓଡ଼ିଶାର ଯାତ୍ରୀମାନଙ୍କ ମଧ୍ୟରୁ ୨୦ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ରିପୋର୍ଟ ନେଗେଟିଭ୍

0
ଭୁବନେଶ୍ୱର ୧-୪ (ଓଡ଼ିଆ ପୁଅ) ଓଡ଼ିଶାର ହଜରତ ନିଜାମୁଦ୍ଦିନରୁ ଫେରିଥିବା ଓଡ଼ିଶାର ଯାତ୍ରୀମାନଙ୍କ ନମୂନା କୋଭିଡ-୧୯ ପରୀକ୍ଷା ପାଇଁ ପଠାଯାଇଥିଲା। ବର୍ତ୍ତମାନ ସୁଧା ହସ୍ତଗତ ହୋଇଥିବା ୧୫ ଟି ଯାକ ରିପୋର୍ଟ ନେଗେଟିଭି...

କୋଭିଡ-୧୯ର ମୁକାବିଲା ନେଇ କେନ୍ଦ୍ର ରେଳ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲଙ୍କ ସମୀକ୍ଷା

0
- ରେଳବାଇର ଇତିହାସରେ ଗତ ବର୍ଷକ ମଧ୍ୟରେ ଜଣେ ହେଲେ ଯାତ୍ରୀ ରେଳ ଦୁର୍ଘଟଣାରେ ପ୍ରାଣ ହରାଇନାହାନ୍ତି - କୋଭିଡ-୧୯ର ପ୍ରଭାବ ଯେପରି ଦେଶରେ ସର୍ବନିମ୍ନ ହେବ, ସେ ଦିଗରେ ଆମର ପ୍ରୟାସ ଜାରୀ...

ଏନ୍‌.ଟି.ପି.ସି କଣିହାଁ ପକ୍ଷରୁ ସ୍ଥାନୀୟ ଅଂଚଳର ଅସହାୟ,ଗରିବମାନଙ୍କୁ ଖାଦ୍ୟସାମଗ୍ରୀ ପ୍ରଦାନ

0
ତାଳଚେର,୧/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା(କୋବିଡ଼-୧୯)ଯୋଗୁଁ ସାରା ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଏନ୍‌.ଟି.ପି.ସି ତାଳଚେର କଣିହାଁ ଏଭଳି ପରିସ୍ଥିତିରେ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସିଛି । ଏନ୍‌.ଟି.ପି.ସି...

କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା – ବର୍ତ୍ତମାନସୁଦ୍ଧା ଭାରତରେ ୧୬୩୭ କରୋନା ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ...

0
ଦେଶରେ କୋଭିଡ-୧୯ର ନିରାକରଣ, ପ୍ରତିରୋଧ ଓ ମୁକାବିଲା ପାଇଁ ଉଚ୍ଚସ୍ତରରେ ସମୀକ୍ଷା କରାଯାଉଛି ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶ ଗୁଡ଼ିକ ସହିତ ସହଭାଗିତାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଲକଡାଉନ କାର୍ୟ୍ୟା...

ମା ହିଙ୍ଗୁଳା ପାଠାଗାର ପକ୍ଷରୁ ବସ୍ତିରେ ରନ୍ଧାଖାଦ୍ୟ ବଣ୍ଟନ

0
ତାଳଚେର,୧/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କୋରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକଡାଉନ୍ କରାଯାଇଥିବାରୁ ଲୋକମାନେ ବାହାରକୁ ନଯାଇ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।...

ଏମ୍‌.ସି.ଏଲ୍ ପକ୍ଷରୁ ପୁନର୍ବାସ ଓ ଥଇଥାନ ଉପଭୋକ୍ତାଙ୍କ ମାସିକ ରାଶି ୧୨ରୁ ୨୧ ହଜାରକୁ ବୃଦ୍ଧି

0
ଅନୁଗୋଳ,୧/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାନଦୀ କୋଲ୍ ଫିଲଡ୍‌ସ (ଏମ୍‌.ସି.ଏଲ୍‌) ତରଫରୁ ପୁନର୍ବାସ ଓ ଥଇଥାନ ଉପଭୋକ୍ତା ଯେଉଁମାନେ ଚାକିରି ବଦଳରେ ଆନୁଇଟି ନେବାକୁ ଚୟନ କରିଥିବେ,ସେମାନଙ୍କ ପାଇଁ ଆନୁଇଟି ମାସିକ ୧୨...

ଗାଁ ଗାଁରେ ସୀମା ସିଲ

0
ହାଟଡ଼ିହି-୧/୪, (ଓଡିଆପୁଅ) ଗତକାଲି ରାଜ୍ୟର ୪ର୍ଥ କରୋନା ପଜେଟିଭ ଆକ୍ରାନ୍ତ ଭଦ୍ରକର ବୋଲି ଜଣାପଡିବାପରେ ହାଟଡିହି ଅଞ୍ଚଳରେ ଲୋକମାନେ ବେଶି ସତର୍କ ହୋଇ ପଡିଛନ୍ତି ।  ହାଟଡିହି ଅଞ୍ଚଳର ଲୋକମାନଙ୍କର କାରବାର ଭଦ୍ରକ...

ଯୋଡା : ପ୍ରଶାସନ ପକ୍ଷରୁ ମିଳୁନି ରନ୍ଧା ଖାଦ୍ୟ, ସାମାଜିକ ଅନୁଷ୍ଠାନ ହିଁ ଗରିବଙ୍କୁ ଭରସା

ଯୋଡା, ୧ା ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଲକ୍ ଡାଉନର ୯ଦିନପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ବସ୍ତି ମାନଙ୍କରେ ରହୁଥିବା ଗରିବ ଦିନ ମଜୁରୀଆ...

ଛାତ୍ରଛାତ୍ରୀଙ୍କ ଚାଉଳ କୁପନ ସଂଗ୍ରହ ନିମନ୍ତେ ୧୧ କିଲୋମିଟର ପାଦରେ ଚାଲିଲେ ଅଭିଭାବକ, ସରକାରଙ୍କ ଲକ୍ ଡାଉନ ନିୟମକୁ...

0
ହରିଚନ୍ଦନପୁର, ତା ୦୧ ଅପ୍ରେଲ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ପେଟରେ ଭୋକ ମୁଣ୍ଡରେ ଝାଳ, ମନରେ ପୋଲିସର ଭୟ ରଖି ଭିଷଣ ଖରାରେ ଚାଉଳ କୁପନ ନିମନ୍ତେ ଦୂରଦୁରାନ୍ତରୁ ପାଦରେ ଚାଲିଚାଲି ବିଦ୍ୟାଳୟକୁ ଆସିଲେ...

ପାରିବାରିକ କଳହର କରୁଣ ପରିଣତି, ଦୁଇ ପୁଅଙ୍କୁ ବିଷ ପିଆଇଲା ମା

ହାଟଡ଼ିହି-୧/୪, (ଓଡିଆପୁଅ) ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ପାରିବାରିକ କଳହରୁ ଜଣେ ମା ତାର ଦୁଇ ପୁଅଙ୍କୁ ବିଷ ଖୁଆଇ ଦେଇଥିବା ଅଭିଯୋଗ ହୋଇଛି । ଦୁଇ ଛୁଆଙ୍କ ବାପା ସୁଶାନ୍ତ କୁମାର...

ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଚଲିଛି ରନ୍ଧାଖାଦ୍ୟ ବଣ୍ଟନ

ହାଟଡ଼ିହି-୧/୪, (ଓଡିଆପୁଅ) କରୋନା ପାଇଁ ସମଗ୍ର ଭାରତବର୍ଷରେ ଲକଡାଉନ ଚାଲିଥିବାବେଳେ ଗାଁ ଗଣ୍ଡାରେ ରହିଥିବା ଅସହାୟ, ଭିକାରୀ, ନିରାଶ୍ରୟ ଓ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ମାନଙ୍କୁ ଓଡିଶା ସରକାର ରନ୍ଧା ଖାଦ୍ୟ...

ଚାଷକାମ ଯାହାର କି ଆନନ୍ଦ ତାହାର

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୪-କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାହାର ସେ ଦୁନିଆକୁ ଯୋଗାଉଛି ଆହାର । ଚାଷୀ ପୁଅ ବର୍ଷା, ଖରା, କାକର, ଶୀତ କୁ ବେଖାତିର କରି...

ଲକ୍‌ଡାଉନ୍ ଅଷ୍ଟମ ଦିନରେ ଗୋଟିଏ ମାମଲା ଋଜୁ ଆଦର୍ଶ ହୋଇଲେ ଶଙ୍ଖଯୋଡି ଗ୍ରାମବାସୀ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୪-ରଣପୁରର ଘଂଚ ରିଜର୍ଭ ଜଙ୍ଗଲ ମଧ୍ୟରେ ବନ୍ଧମୁଣ୍ଡା ଗ୍ରାମ ପଂଚାୟତର ଶଙ୍ଖଯୋଡି ଗ୍ରାମବାସୀ । ରଣପୁରର ଅନ୍ୟ ଗ୍ରାମାଂଚଳ ପାଇଁ ଆଦର୍ଶ ପାଲଟିଛନ୍ତି ଶଙ୍ଖଯୋଡି ଗ୍ରାମବାସୀ । ମହାମାରୀ କରୋନା...

କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇଁ ଆତ୍ମସମର୍ପଣ କରିବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଲା ସଚେତନ ନାଗରିକ ମଂଚ

କଳାହାଣ୍ଡି – ୦୧.୦୪.୨୦୨୦ (ଓଡିଆପୁଅ) କୋରୋନା ଭାଇରସ ବର୍ତମାନ ସମଗ୍ର ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ସମଗ୍ର ଭାରତରେ ଏହା ୧୬୩୭ ଜଣ ଆକ୍ରାନ୍ତ ହୋଇଥିବା ସହିତ ୩୮ ଟି...

ଲକ୍ ଡାଉନ୍ ଭିତରେ ମୋବାଇଲ୍ ହେଉଛି କି ହ୍ୟାଙ୍ଗ୍? ଜାଣନ୍ତୁ, କିଛି ଟିପ୍ସ୍ ..

ଭୁବନେଶ୍ୱର: କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ କାରଣରୁ ଲୋକେ ଏବେ ଘରେ ରହୁଛନ୍ତି। ମୋବାଇଲ ଅଧିକ ବ୍ୟବହାର କରୁଛନ୍ତି। ୱାର୍କ ଫର୍ମ ହୋମ୍ (ଘରୁ କାମ ହେତୁ) ମୋବାଇଲ୍, ନେଟ୍ ବ୍ୟବହାର...

ତିଆରି ହୋଇଗଲା କରୋନା ଭାଇରସ୍ ଭ୍ୟାକ୍ସିନ୍! କେବେ ମିଳିବ, ଆଉ ଦାମ୍ କେତେ? ଜାଣନ୍ତୁ ..

ଭୁବନେଶ୍ୱର: କରୋନା ଭାଇରସ୍ ସହିତ ଲଢ଼ିବା ପାଇଁ ଏବେ ଦୁନିଆରେ ଅନେକ ଦେଶର ସରକାର ଏବଂ ବଡ଼ବଡ଼ କମ୍ପାନୀ କାମ ଆରମ୍ଭ କରି ଦେଇଛନ୍ତି। ଏହା ଭିତରେ ଅନ୍ତର୍ଜାତୀୟ କମ୍ପାନୀ ଜନସନ୍ ଆଣ୍ଡ...

ନୀଳାଚଳ ଇସ୍ପାତ କାରଖାନାରେ ତାଲା

ଯାଜପୁର ୩୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଏମଏମଟିସି ଅଧିକାରୀ କଳିଙ୍ଗନଗର ଇସ୍ପାତ ରାଜଧାନୀର ଏକମାତ୍ର ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାକୁ କୋଇଲା ଦେବା ବନ୍ଦ କରିଦେବା ଫଳରେ ଚାଲୁରହିଥିବା କୋ‌କ୍ ‌ଓଭେନକୁ ଆଜି...