Home 2020

Yearly Archives: 2020

ବଦଳିଲା ବ୍ୟାଙ୍କ କାର୍ଯ୍ୟ ସମୟ ସକାଳ ୮ଟାରୁ ଅପରାହ୍ନ ୨ଟା – ଗ୍ରାହାକ ସେବା ସମୟ ଗୋଟାଏ ପର୍ଯ୍ୟନ୍ତ

0
ଭୁବନେଶ୍ୱର ୨୩-୪ (ଓଡ଼ିଆ ପୁଅ) : କରୋନା କଟକଣା ଏବଂ ଗ୍ରୀଷ୍ମକୁ ନେଇ ବ୍ୟାଙ୍କ ସମୟ ପରିବର୍ତ୍ତନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ। ଭୁବନେଶ୍ବର, କଟକ, ପୁରୀ, ଛତ୍ରପୁର, ବ୍ରହ୍ମପୁର ଓ...

ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀରଙ୍କ ଘରେ ଆୟା ଭାବେ କାମ କରୁଥିବା ଓଡ଼ିଆଙ୍କର ମୃତ୍ୟୁ – ଅନ୍ତିମ ସଂସ୍କାର...

0
ନୂଆ ଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) : ପୂର୍ବତନ କ୍ରିକେଟ ତାରକା ଏବଂ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଘରେ ଆୟା ଭାବରେ କାମ କରୁଥିବା ଯାଜପୁରର ସରସ୍ୱତୀ ପାତ୍ରଙ୍କର ମୃତ୍ୟୁ...

୮୩ ନମ୍ବର କରୋନା ସଂକ୍ରମିତଙ୍କର ଗସ୍ତ ବିବରଣୀ – ଛଅ ଦିନ ଗାଁରେ ବୁଲିଛନ୍ତି,  ବ୍ୟାଙ୍କ ଯାଇଛନ୍ତି, ଘର...

ଭୁବନେଶ୍ୱର ୨୩-୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ୮୩ ନମ୍ବର କରୋନା ସଂକ୍ରମିତଙ୍କର ବି।ୟରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି। ସେ ହେଉଛନ୍ତି ଯାଜପୁର ଜିଲ୍ଲାର। ୩୮ ବର୍ଷିୟ। ଗତ ମାର୍ଚ୍ଚ ୩୦ ତାରିଖରେ...

୬୦ ଘଣ୍ଟା ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ – ରାଜ୍ୟ ସରକାରଙ୍କ ନିଷ୍ପତିକୁ ସଠିକ୍...

0
ଭୁବନେଶ୍ବର, ଏପ୍ରିଲ ୨୩ (ଓଡ଼ିଆ ପୁଅ) - କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତିନୋଟି ଜିଲ୍ଲା ବାଲେଶ୍ବର, ଭଦ୍ରକ ଓ ଯାଜପୁରକୁ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ କରିବାକୁ...

ନିଖୋଜ ବିଧବା ମହିଳା ନିର୍ମଳାଙ୍କ ସନ୍ଧାନ ମିଳିଲା : ୭୨ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ହାଡ...

ବାଲିଗୁଡ଼ା : ୨୪-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଂଚାୟତ ଅନ୍ତର୍ଗତ ଗୋବରକୁଟୀ ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା...

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସଂପୂର୍ଣ୍ଣ ସିଲ୍ ହେବ – ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର ୨୩-୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  : ଓଡ଼ିଶାକୁ ଏବେ ପଶ୍ଚିମବଙ୍ଗରୁ ଫେରୁଥିବା ଓଡ଼ିଆଙ୍କର ଚିନ୍ତା। କେବଳ ୫ ଦିନ ମଧ୍ୟରେ ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ୨୯ କରୋନା ଆକ୍ରାନ୍ତ ଚିହ୍ନଟ...

ଦୀର୍ଘ ଦଶନ୍ଧି ହେଲା ବିକାଶ ଅପହଞ୍ଚ, ଲକ୍‌ଡାଉନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଆଦିମ ଜନଜାତି କୁଟିଆ କନ୍ଧ

ବାଲିଗୁଡା, ୨୪/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ବିକାଶ ବାଟବଣା ଏବେ ଲକଡାଉନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଆଦିମ ଜନଜାତି କୁଟିଆ କନ୍ଧ...

ଭଦ୍ରକ ଆଇସୋଲେସନରୁ ବାଇକ ଯୋଗେ ସନ୍ଦିଗ୍ଧ ଫେରାର, ଟିଟିଲାଗଡ଼ରେ ସ୍ବେଚ୍ଛାସେବୀଙ୍କ ସହାୟତାରେ କାବୁ କଲା ପ୍ରଶାସନ

ବଲାଙ୍ଗୀର ୨୩-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସାରା ରାଜ୍ୟରେ କରୋନାକୁ ନେଇ ଭଦ୍ରକ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରାଯାଇଥିବା ବେଳେ, ଏହି ସମୟରେ ଭଦ୍ରକରୁ ସନ୍ଦିଗ୍ଧ ହୋଇ ଆଇସୋଲେସନରେ ଥିବା ଜଣେ...

୬୭୯୫ ବାହାର ଫେରନ୍ତାଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଶିବିର ପ୍ରସ୍ତୁତି

ହାଟଡ଼ିହି-୨୩/୪, ରାଜ୍ୟ ବାହାରେ ରହୁଥିବା ହାଟଡିହି ବ୍ଲକର ୬୭୯୫ଜଣଙ୍କ ମଧ୍ୟରୁ ଲକଡାଉନ ପରେ ଯଦି ଘରକୁ ଫେରନ୍ତି ତେବେ ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ନିର୍ମାଣ କରାଯାଇଥବବା କ୍ୱାରେଣ୍ଟାଇନ ଗୃହରେ ରଖାଯିବାକୁ ବ୍ୟବସ୍ଥା କରିବାକୁ...

ଦୁଇଦିନ ଚାଲିଚାଲି ଆସିଥିବା ଶ୍ରମିକଙ୍କୁ ସରପଞ୍ଚଙ୍କ ଜିମା ଦେଲେ

ହାଟଡ଼ିହି-୨୩/୪, ସମଗ୍ର ଦେଶରେ କରୋନା ସଂକ୍ରମଣକୁ ରୋକିବାପାଇଁ ଲକଡାଉନ ଚାଲିଥିବାବେଳେ ଏଥିପାଇଁ ଗାଡି ଚଳାଚଳ ବନ୍ଦ ହୋଇଯାଇଛି । ଏପରିକି ବାହାରେ କାମଧନ୍ଦା କରି ପେଟ ପୋଷୁଥିବା ଲୋକମାନେ କାମଦାମ ବନ୍ଦ ହୋଇଯିବାରୁ...

ସର୍ବଫର ପିପୁଲ ପକ୍ଷରୁ ଖାଦ୍ୟ ବଣ୍ଟନ

ହାଟଡ଼ିହି-୨୩/୪, ସମଗ୍ର ଆନନ୍ଦପୁର ଉପଖଣ୍ଡରେ କେଉଁଠିଁ ଘରଟିଏ ପୋଡିଗଲେ କି କିଏ ବେମାରରେ ପଡିଲେ କିମ୍ବା କିଏ ଅସହାୟ ଅବସ୍ଥାରେ ଥିବା ଶୁଣିଲେ ରାତି ରାତି ପହଞ୍ଚିଯାଇଥାନ୍ତି ସର୍ଭ ଫର ପିପୁଲର ସଦସ୍ୟମାନେ...

ତାମିଲନାଡୁରୁ ଓଡିଶା ଫେରୁଥିବା ୨୩ଯୁବକଙ୍କୁ ଅଟକ ରଖିଲା ଆନ୍ଧ୍ର ପୁଲିସ

0
ହାଟଡ଼ିହି-୨୩/୪ (ଓଡ଼ିଆ ପୁଅ) ସମଗ୍ର ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଚାଲୁଥିବାବେଳେ ଅନେକ ଶିଳ୍ପ ସଂସ୍ଥା ବନ୍ଦ ହୋଇଯାଇଛି। କମ୍ପାନୀ କର୍ତ୍ତୁପକ୍ଷ ଶ୍ରମିକମାନଙ୍କୁ ଉପଯୁକ୍ତ ସହଯୋଗ ନକରିବାରୁ ଶ୍ରମିକମାନେ ଘରମୁହାଁ ହୋଇ...

ଆଜି ରାତି ୧୦ଟାରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ୬୦ ଘଣ୍ଟିଆ ସଟଡାଉନ୍ – ଘୋଷଣା କଲେ...

0
ଭୁବନେଶ୍ୱର ୨୩-୪ (ଓଡ଼ିଆ ପୁଅ) : ପଶ୍ଚିମବଙ୍ଗ କନେକ୍ସନ ଓଡ଼ିଶାର ଚିନ୍ତା ବଢ଼େଇ ଦେଇଛି। ଏ ନେଇ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ...

ଲକଡାଉନରେ ରୋଜଗାର ଯୋଗାଉଛି ବରିଡା ଶାଗ

ବାଲିଗୁଡା, ୨୪ /୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ବରିଡା ଶାଗର ସ୍ବାଦ ନିଆରା। ଏହାର ଚାହିଦା କନ୍ଧମାଳ ଜିଲ୍ଲା ରେ ଅଧିକ ରହିଛି। ଏପ୍ରିଲ ଓ ମେ’ ମାସରେ ବହୁଳ ଭାବେ...

ପାରିବାରିକ କଥାକୁ ନେଇ ଯୁକ୍ତି ତର୍କ :ପୁଅ ଉପରକୁ ବାପା ପିଙ୍ଗିଲା ଏସିଡ୍‌

ବାଲିଗୁଡା, ୨୩/୪.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ର କଇଁଝର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ କେନ୍ଦ୍ର କରି...

୩୦ଲିଟର ଦେଶିମଦ ଜବତ, ଜଣେ ଗିରଫ

0
ମୋହନା,୨୩।୦୪ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲାର ମୋହନା ପୋଲିସ ପକ୍ଷରୁ ମୋହନା ଥାନା ଅନ୍ତର୍ଗତ ନୁଣ୍ଡୁଗୁଡା ଗ୍ରାମ ରେ ଚଢାଉ କରି ବେଆଇନ ଭାବେ ବିକ୍ରୀ ହେଉଥିବା ୩୦ଲିଟର ଦେଶିମଦ ଜବତ...

କରୋନା ସଚେତନତା ପାଇଁ ଅଟୋ ରିକ୍ସାକୁ କରୋନା ଭାଇରସ୍‌ର ରୂପ ଦେଲେ କଳାକାର

0
ଚେନ୍ନାଇ ୨୩-୪ (ଓଡ଼ିଆ ପୁଅ) ଚେନ୍ନାଇର ଜଣେ କଳାକାରଙ୍କର ଏକ ଅଭିନବ ପ୍ରୟାସ। ସେ କରୋନା ଭାଇରସ୍ ରୋଗ ବିଷୟରେ ସଚେତନତା ସୃଷ୍ଚି କରିବା ପାଇଁ ଏକ ଅଟୋରିକ୍ସାକୁ କରୋନା ଥିମ୍‌ରେ ପରିବର୍ତ୍ତନ...

ଜାଣନ୍ତୁ ଆଜିର ୬ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର ୨୩ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  ଆଜି ଯାଜପୁରରୁ ଆଉ ୪ କୋରୋନା ପଜିଟିଭ ଚିହ୍ନଟ ହେବାପରେ ବାଲେଶ୍ୱରରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ...

ରାଜ୍ୟଫେରନ୍ତା ୨୨ଜଣ ଶ୍ରମିକଙ୍କୁ ପଡିଆ ପୁଲିସ ଉଦ୍ଧାର କରି କ୍ୱାରେଟାଂଇନ ଗୃହକୁ ପଠାଇଲେ

0
ମାଲକାନଗିରି,୨୨/୪(ଓଡିଆ ପୁଅ ) ଲକ ଡାଉନ ସମୟରେ ଯାନବାହନ ଚଳାଚଳ କରୁନଥିବାରୁ ବିଭିନ୍ନ ରାଜ୍ୟକୁ କାମକରିବାକୁ ଯାଇଥିବା ଶ୍ରମିକ ମାନେ ବିଭିନ୍ନ ଉପାୟରେ ନିଜ ନିଜ ଘରକୁ ପଳାଇଆସୁଥିବାର ଜଣାପଡିଛି । ଏମିତି...

ବିଧାନ ସଭା ପ୍ରଶ୍ନର ଭୁଲ୍ ଉତ୍ତର – ଟ୍ରାନ୍ସମିଟର ବସିଛି ହେଲେ ବିଦ୍ୟୁତ୍ ସଂଯୋଗ ହେଉନି

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୦୪-ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କର ବିଧାନ ସଭା ପ୍ରଶ୍ନର ଭୁଲ୍ ଉତ୍ତର ଦେଇଥିବା ନଜରକୁ ଆସିଛି । ବନ୍ଧମୁଣ୍ଡା ପଂଚାୟତର ନୁଆଗାଁକୁ ବିଦ୍ୟୁତ୍ ସଂଯୋଗ...