Home ଓଡ଼ିଶା ୩୦ଲିଟର ଦେଶିମଦ ଜବତ, ଜଣେ ଗିରଫ

୩୦ଲିଟର ଦେଶିମଦ ଜବତ, ଜଣେ ଗିରଫ

210

ମୋହନା,୨୩।୦୪ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲାର ମୋହନା ପୋଲିସ ପକ୍ଷରୁ ମୋହନା ଥାନା ଅନ୍ତର୍ଗତ ନୁଣ୍ଡୁଗୁଡା ଗ୍ରାମ ରେ ଚଢାଉ କରି ବେଆଇନ ଭାବେ ବିକ୍ରୀ ହେଉଥିବା ୩୦ଲିଟର ଦେଶିମଦ ଜବତ କରିବା ସହ ସେହି ଗ୍ରାମର ରାମ ମଲିକ ର ପୁଅ ପାଟୁ ମଲ୍ଲିକ କୁ ଗିରଫ କରାଯାଇ ମୋହନା ଜେ.ଏମ୍.ଏଫ୍ସ.ସି କୋର୍ଟ ଚାଲାଣ କରାଯାଇଛି। ଏନେଇ ମୋହନା ଥାନା ରେ କେସ୍ ନଂ-୭୦/୨୦୨୦ ମାମଲା ରୁଜୁ କରାଯାଇଥିବା ମୋହନା ଥାନା ଅଧିକାରୀ ସୁଜିତ ନାୟକ ଦର୍ଶାଇଛନ୍ତି। ଚନ୍ଦ୍ରଗିରି ଥାନା ଅଧିକାରୀ ନିରଞ୍ଜନ ପାଣିଗ୍ରାହୀ, ଏ.ଏସ.ଆଇ ପରୀକ୍ଷିତ ସାହୁ ଓ ଷ୍ଟାଫ୍ ଏହି ଚୋରାମଦ କାରବାର ଉପରେ ଚଢାଉ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.