Home 2020
Yearly Archives: 2020
ଗ୍ରାମାଞ୍ଚଳରେ ଲକଡାଉନ କଡାକଡି: ଗାଁ ରୁ ବାହାରିଲେ ମାସ୍କ : ବରିଷ୍ଠଙ୍କୁ ବଜାର ବାରଣ
ବାଲିଗୁଡା, ୨୫-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା ମହାମାରୀ ଲାଗି କରାଯାଉଥିବା ଯୁଦ୍ଧରେ ସାମିଲ ହୋଇଛନ୍ତି ମାଲିପଡା ଗ୍ରାମର ୩0ଜଣ ଶିକ୍ଷିତ ଯୁବକ। ଗାଁ ଲୋକଙ୍କୁ ସଚେତନ କରିବା ସହ ଗାଁ...
ଗଣଶିକ୍ଷା ବିଭାଗ ଓ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ପାଇଁ କଣ ଭିନ୍ନ ନିୟମ କି? ମଙ୍ଗଳ...
ବାଲିଗୁଡା, ୨୫-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କେନ୍ଦ୍ର ସରକାରଙ୍କ ସର୍ବଶିକ୍ଷା ଅଭିଯାନ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ସ୍କୁଲ ମୁହାଁ କରିବାକୁ ନେଇ ମଧ୍ୟାହ୍ନ ଭୋଜନ...
ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ନୀତି ନେଇ ପ୍ରସ୍ତୁତି ଆରମ୍ଭ
ପୁରୀ ୨୫-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଅକ୍ଷୟ ତୃତୀୟା ନୀତିକୁ ନେଇ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଭିତରେ ଚାହାଣୀ ମଣ୍ଡପ ନିକଟରେ ନୀତି ହେବ। ରଥ କାଠ ଅନୁକୂଳ ପର୍ବ...
କାଳବୈଶାଖୀରେ କନ୍ଧମାଳ କଦଳୀ ଚାଷ କ୍ଷତିଗ୍ରସ୍ତ
ବାଲିଗୁଡା, ୨୫-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଲାକଡାଉନ ସମୟରେ କଦଳୀ ଚାଷ କରିଥିବା ଚାଷୀଙ୍କ ଦୁଃଖ ନ ସରୁଣୁ ଏବେ ଦାଉ ସାଜିଛି କାଳବୈଶାଖୀ। ଲାକଡାଉନ ସମୟରେ ଉତ୍ପାଦନ କଦଳୀ କୁ...
ଦିବାଧ୍ୟାୟୀ ଛାତ୍ରଛାତ୍ରୀଙ୍କୁ ମିଳୁନି ମଧ୍ୟାନ୍ନ ଭୋଜନ ଚାଉଳ
ବାଲିଗୁଡା, ୨୫-୪ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) ଲକ୍ଡାଉନ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ଆଦି ବନ୍ଦ ରହିଛି। ଏପ୍ରିଲ ଠାରୁ...
କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ବରୂପ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ...
କରୋନା ମହାମାରୀରୁ ଆମେ ଆତ୍ମ ନିର୍ଭରଶୀଳ ଏବଂ ସ୍ୱୟଂସମ୍ପୂର୍ଣ୍ଣ ହେବାର ମହାଶିକ୍ଷା ଲାଭ କରିଛୁ: ପ୍ରଧାନମନ୍ତ୍ରୀ
- କୋଭିଡ-19 ବିରୋଧରେ ସଂଗ୍ରାମ ଲାଗି ଗ୍ରାମାଞ୍ଚଳ ଭାରତର ମନ୍ତ୍ର ହେଉଛି- “ଦୁଇ ଗଜ ଦୂରତା” : ପ୍ରଧାନମନ୍ତ୍ରୀ- ଇ-ଗ୍ରାମ ସ୍ୱରାଜ ଆପ୍ଏବଂ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀନୂଆ ଦିଲ୍ଲୀ ୨୪-୪...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ହୋଇଛନ୍ତି। ଉଭୟ ନେତା ସ୍ୱାସ୍ଥ୍ୟ ଓ ଆର୍ଥିକ ଅବସ୍ଥା...
ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ କରୋନାର ମୁକାବିଲା ପାଇଁ ଗବେଷଣା ସ୍କିମ
- ମନୋନୀତ ଗବେଷକଙ୍କୁ 10 ଲକ୍ଷର ଆର୍ଥିକ ସହାୟତାନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) କରୋନା ମୁକାବିଲା କ୍ଷେତ୍ରରେ ଆୟୁଷ ଚିକିତ୍ସା ବ୍ୟବସ୍ଥା ଓ ଔଷଧ ପ୍ରୟୋଗ ଆଦି ସମ୍ପର୍କରେ ସ୍ୱଳ୍ପମିଆଦୀ ଗବେଷଣା...
ତିନିବାହିନୀର କୋଭିଡ-19 ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ସେନା ସହାୟତା କାର୍ଯ୍ୟକୁ ପ୍ରଶଂସା ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନି ବାହିନୀର ସାମରିକ ଏବଂ କୋଭିଡ-19 ମୁକାବିଲା ପ୍ରସ୍ତୁତିର...
କରୋନା ସଂକ୍ରମଣ ସରକାରୀ ନିଦ୍ଦେର୍ଶକୁ ମାନୁନାହିଁ ନେସ୍କୋ
ଭୁବନେଶ୍ୱର/ଯାଜପୁର ୨୫ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ର) କରୋନା ସଂକ୍ରମଣକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ୩ଟି ଜିଲ୍ଲା ଯାଜପୁର,ଭଦ୍ରକ ଓ ବାଲେଶ୍ୱର କୁ ୬୦ ଘଣ୍ଟା ସଟ୍ ଡାଉନ କରିଛନ୍ତି। ସଟ୍...
ଧର୍ମଗଡ ବ୍ରାହ୍ମଣ ସମାଜ ନାମରେ ପିଏମପିଏମ କେଆରସ/ ସିଏମଆରଏଫ କୁ ସହେଯାଗ ରାଶି ଦାଖଲ
କଳାହାଣ୍ଡି – ତା.୨୫.୦୪.୨୦୨୦ (ଓଡିଆପୁଅ) ସାଂପ୍ରତିକ ସ୍ଥିତିରେ ସମଗ୍ର ଦେଶ କୋଭିଦ-୧୯ ସହ ସଂଗ୍ରାମ ଜାରି ରଖିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ବିପର୍ଯ୍ୟୟ ପାଣ୍ଠିରୁ ଅନେକ ଯୋଜନା...
ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶକୁ ନେଇ ତାତ୍ସଲ୍ୟ ..
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଏହି ତିନୋଟି ଜିଲ୍ଲାରେ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରିଛନ୍ତି।...
କଳାହାଣ୍ଡି ଇଂଜିନିୟରିଂ କଲେଜରେ ରେ କାର୍ଯ୍ୟକ୍ଷମ ହେଲା କୋଭିଦ-୧୯ ଡାକ୍ତରଖାନା
କଳାହାଣ୍ଡି – ତା.୨୫.୦୪.୨୦୨୦ (ଓଡିଆପୁଅ) କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଦ-୧୯ ଡାକ୍ତରଖାନା । ଭବାନୀପାଟଣା-ଜୁନାଗଡ ରାସ୍ତା...
ଯୋଡା ପୌରପାଳିକାରେ କଣ୍ଟ୍ରୋଲ ସାମଗ୍ରୀ ହେରଫେର, ସନ୍ଦେହ ଘେରରେ ଯୋଗାଣ ନିରିକ୍ଷକ ଅଧିକାରୀ, ବାୟୋମେଟ୍ରିକ ମେସିନରେ ବର୍ଷେ ଟିପ...
ଯୋଡା, ୨୪ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ୍ ଡାଉନ ପ୍ରକ୍ରିୟା ଜାରି ରଖିଥିବା ବେଳେ ଗରିବ ଲୋକ...
ପୁଅର ଅନ୍ତିମ ସଂସ୍କାର ସାରି ବାପା, ମା କଲେ ଆତ୍ମହତ୍ୟା
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରରେ ଜଣେ ଭାରତୀୟ ଯବାନ ନିଜ ପତ୍ନୀଙ୍କ ସହ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଯବାନ ଜିତେନ୍ଦ୍ର ସିଂ ଜାମ୍ମୁ କାଶ୍ମୀର ରାଇଫଲରେ ପୋଷ୍ଟିଂ ଥିଲେ। ଅସୁସ୍ଥତା କାରଣରୁ...
ଉଲ୍ଲେଖନୀୟ ଘଟଣାକ୍ରମ : ଶସ୍ତା ଯାଞ୍ଚମୁକ୍ତ କୋଭିଡ19 ପରୀକ୍ଷଣ କିଟ ବିକଶିତ କଲା ଆଇଆଇଟି ଦିଲ୍ଲୀ
- ଯାଞ୍ଚ ମୁକ୍ତ କୋଭିଡ 19 ଚିହ୍ନଟ କିଟ ବିକାଶରେ ସମ୍ପୃକ୍ତ ଆଇଆଇଟି ଦିଲ୍ଲୀର ବୈଜ୍ଞାନିକମାନଙ୍କୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
- ଏହି ପରୀକ୍ଷଣ କିଟ ସ୍ବାସ୍ଥ୍ୟସେବାକୁ ସଶକ୍ତ କରିବା...
କୋଭିଡ-19 ମହାମାରୀ ସମୟରେ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ...
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ସମ୍ପ୍ରତି ଦେଶରେ ଦେଖା ଦେଇଥିବା ବୈଶ୍ୱିକ ମହାମାରୀ କୋଭିଡ-19 ସତ୍ତ୍ୱେ ଜାତୀୟ ଯକ୍ଷ୍ମା ଉନ୍ମୁଳନ କାର୍ଯ୍ୟକ୍ରମ (ଏନଟିଇପି) ଯେଭଳି ଜାରି ରହେ ତାହା ସୁନିଶ୍ଚିତ କରିବା...
ପ୍ରଭାବୀ ଢଙ୍ଗରେ କୋଭିଡ-19 ସଂକ୍ରମଣ ମୁକାବିଲା ଓ ପ୍ରତିରୋଧ ପାଇଁ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଗଠନ କଲେ କେନ୍ଦ୍ର...
- ସ୍ଥିତି ଆକଳନ କରିବା ଓ ରାଜ୍ୟଗୁଡ଼ିକର ପ୍ରୟାସକୁ ବୃଦ୍ଧି କରିବା ଦିଗରେ ନିଆଯିବ ପଦକ୍ଷେପ
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) ଦେଶର କେତେକ ଜିଲ୍ଲାରେ ଲକଡାଉନ ପଦକ୍ଷେପର ଉଲ୍ଲଙ୍ଘନ କରାଯାଉଥିବାର ଖବର...
ବଲାଙ୍ଗିର ଜିଲ୍ଲାର ଚାନ୍ଦିଲ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ ସହ ଗୁଳି ବିନିମୟ ପରେ ଏକ କ୍ୟାମ୍ପରୁ ମାଓ ସାମଗ୍ରୀ...
ବଲାଙ୍ଗୀର ୨୪-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଚାନ୍ଦିଲ ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରିଥିବା ସୂଚନା ପାଇ ଏସଓଜି (ସ୍ପେଶାଲ ଅପରେସନ ଗ୍ରୁପ୍)ର ଦୁଇଟି ୟୁନିଟ ଗତକାଲି ସକାଳ ୯ଟା ବେଳେ କମ୍ବିଂ...























