Home 2020

Yearly Archives: 2020

ହରିଚନ୍ଦନପୁର ବ୍ଲକ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ସଫଳ

0
ହରିଚନ୍ଦନପୁର,ତା ୨୬ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ଓ ଏକଛତ୍ରବାଦ ଶାସନ ବିରୋଧରେ ଆଜି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା...

ହରିଚନ୍ଦନପୁର ଠାରେ ଶୁଭ ଉଦ୍ଘାଟନ ହେଲା ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ

ହରିଚନ୍ଦନପୁର,ତା ୨୬ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଏକ ପୁରୁଷ ବନ୍ଧ୍ୟାକରଣ ରଥ ପରିକ୍ରମା ଆରମ୍ଭ କରିଛି । ଖବର ମୁତାବକ ଏହି...

ଅର୍ଥଲୁଟ କରିବା ଘଟଣାରେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ

କେନ୍ଦ୍ରାପଡା, ୨୬/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜନୈକ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ଠାରୁ ୩୨ହଜାର ଟଙ୍କା ଲୁଟ ହୋଇଥିବା ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ କାଇପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ...

ନୁତନ ତହସିଲଦାରଙ୍କ ଯୋଗଦାନ

ହାଟଡ଼ିହି, ୨୬/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲରେ ନୁତନ ତହସିଲଦାର ଭାବେ କିର୍ତ୍ତନ ବିହାରୀ ଓଝା କାର୍ଯ୍ୟରେ ଯୋଗଦେଇଛନ୍ତି । ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଡେପୁଟି କଲେକ୍ଟର...

ଫସଲକ୍ଷତି ବୀମା ପ୍ରଦାନରେ ବିଳମ୍ବ ନେଇ ଚାଷିମାନଙ୍କ ଆନ୍ଦୋଳନ ଚେତାବନୀ

କେନ୍ଦ୍ରାପଡା ୨୪/୧୧ (ଓଡ଼ିଆ ପୁଅ) – ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ବନ୍ୟାଞ୍ଚଳର ତରଡିପାଳ, ଅଳପୁଆ, ପେଣ୍ଠପାଳ ଗ୍ରାମର ଚାଷୀ ମାନଙ୍କର ୨୦୧୯ ବନ୍ୟା ଓ ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ...

ହିଙ୍ଗୁଳା ପୀଠରେ ୩୫ତମ ମହାଚଣ୍ଡୀ ଯଜ୍ଞ

0
ତାଳଚେର,୨୬/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର କାର୍ତିକ ପଂଚକର ଅବସରରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠରେ ୫ ଦିନ ବ୍ୟାପୀ ୩୫ତମ ମହାଚଣ୍ଡୀ ଯଜ୍ଞ ଆରମ୍ଭ ହୋଇଯାଇଛି ।...

ସମ୍ବିଧାନ ଦିବସ’କୁ ସାମାଜିକ ଉତ୍ସବ ଭାବେ ପାଳନ କରାଯାଉ- ଧର୍ମେନ୍ଦ୍ର ପ୍ରଧାନ

0
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ଦିନକୁ ସମ୍ବିଧାନ ଦିବସ ଭାବରେ ନାମିତ କରିଥିଲେ - ବିଜେପି ସମ୍ବିଧାନ ଦିବସକୁ ସାମାଜିକ ଉତ୍ସବ ଭାବରେ ପାଳନ କରୁଛି ଭୁବନେଶ୍ୱର, ନଭେମ୍ବର ୨୬ (ଓଡ଼ିଆ ପୁଅ) –...

ଭାରତ ବନ୍ଦ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା କୁମ୍ଭୀର କାନ୍ଦଣା କାନ୍ଦିବା ସହ ବିରୋଧ କରିବା ପାଇଁ ବିରୋଧ କରୁଛି...

0
- କଂଗ୍ରେସର ଛଳନାକୁ ଦେଶବାସୀ ବିଶ୍ୱାସ କରିବେନି - କୌଣସି ରାଜନୈତିକ ପ୍ରସଙ୍ଗ ନଥାଇ କେବଳ ବାଚାଳାମୀ କରୁଛି କଂଗ୍ରେସ - କଂଗ୍ରେସ ଦେଶକୁ ବହୁତ ପଛକୁ ନେଇଯାଇଛି - କୃଷି ଆଇନରେ ଅଣାଯାଇଥିବା ସଂସ୍କାର ଦ୍ୱାରା...

ପଞ୍ଚୁକ ପାଇଁ ବଡ଼ଦାଣ୍ଡରେ ଟ୍ରାଫିକ କଟକଣା, ପୁଷ୍କରଣୀ ଓ ମହୋଦଧିରେ ଡ଼ଙ୍ଗା ଭସାଇବା ଉପରେ କଟକଣା ଜାରୀ

ପୁରୀ, ୨୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପଞ୍ଚୁକ ବ୍ରତ ପାଇଁ ବଡ଼ଦାଣ୍ଡରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ଆଜିଠାରୁ କୌଣସି ଯାନବାହନ ଶ୍ରୀମନ୍ଦିର ଅଭିମୁଖେ ଛଡ଼ାଯାଉ ନାହିଁ। ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର...

ପାଣିରେ ପଡୁଛି ଖଣିଜ ପାଣ୍ଠି, ରକ୍ଷଣା ବେକ୍ଷଣ ଅଭାବରୁ ଅଚଳ ପାନୀୟ ଜଳ ପ୍ରକଳ୍ପ ଓ ଷ୍ଟ୍ରିଟ ଲାଇଟ

0
ଯୋଡା, ୨୬/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଖଣି ଅଞ୍ଚଳବାସୀଙ୍କ ବିକାଶ ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କା ଖଣି ଅଞ୍ଚଳ ବିକାଶ ନିମନ୍ତେ ଖର୍ଚ୍ଚ...

ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ

0
ପୁରୀ, ୨୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲାକୁ ଜିଲ୍ଲା ପ୍ରଶାସନ ଏକ ସ୍ୱଚ୍ଛ ସହର ଭାବେ ପରିଚିତ କରାଇବା ପାଇଁ ଜୋରସୋରରେ ଲାଗି ପଡ଼ିଛି। ଜିଲ୍ଲାରେ ଥିବା ସାମ୍ବାଦିକମାନଙ୍କ ମଧ୍ୟରେ...

ମହା-ପଞ୍ଚୁକ ବ୍ରତ ଆରମ୍ଭ

ପୁରୀ, ୨୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀକ୍ଷେତ୍ର ତଥା ପୁର ପଲ୍ଲୀରେ ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି। ବ୍ରତଚାରୀଣୀମାନେ ଆଜି ଭୋରରୁ ବିଭିନ୍ନ ତୀର୍ଥ ପୁଷ୍କୋରଣୀ ଓ ସମୁଦ୍ରରେ ଶୁଦ୍ଧପୁତ୍ତ ଭାବେ...

କୋରୋନା ଯୋଗୁଁ ଚୂଡ଼ା-ଘଷାର ମହକ ଫିକା ପଡ଼ିଗଲା

ପୁରୀ, ୨୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସତ୍ୟବାଦୀର ଗୋପିନାଥଜୀଙ୍କ ମନ୍ଦିରରେ ଏକାଦଶୀ ଅବସରରେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିର ପରିସରରେ ଚୂଡ଼ାଘଷା ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ କରିଥାନ୍ତି। କିନ୍ତୁ,...

ଆଜି ଦିଲ୍ଲୀରେ କୃଷକଙ୍କ ବିରୋଧ ପ୍ରଦର୍ଶନ, ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ନୋଏଡା-ଗୁରୁଗ୍ରାମକୁ ଯିବ ନାହିଁ ମେଟ୍ରୋ, ହରିୟାଣା ସୀମା...

0
ନୂଆ ଦିଲ୍ଲୀ ୨୬-୧୧ (ଓଡ଼ିଆ ପୁଅ) ଆଜି ଦିଲ୍ଲୀରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ଏ ନେଇ ହରିୟାଣା ସୀମାକୁ ସିଲ୍ କରାଯାଇଛି। ଦିଲ୍ଲୀ ମେଟ୍ରୋ ନୋଏଡା-ଗୁରୁଗ୍ରାମରେ ଅପରାହ୍ନ ୨ ଟା...

ନୟାଗଡ଼ରେ କୋଭିଡ୍ ପରବର୍ତ୍ତୀ ସମୀକ୍ଷା ବୈଠକ

ନୟାଗଡ଼ ୨୫-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସୃଜନ ଠାରେ ଦିବା ୧୨ଘଟିକା ସମୟରେ ଜିଲ୍ଲାପାଳ ଡାଃ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ କୋଭିଡ୍ ପରବର୍ତ୍ତୀ ସମୟର ବିଭିନ୍ନ...

‘ପରୀ’ ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ: ଅରୁଣ ସାହୁଙ୍କୁ ମନ୍ତ୍ରୀ ମଣ୍ଡଳରୁ ତୁରନ୍ତ ବହିଷ୍କାର ଦାବୀ

0
ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା 'ପରୀ' ଘଟଣାକୁ ନେଇ ଆଜି ବିକ୍ଷୋଭ ଶୋଭାଯାତ୍ରା କରିବା ସହ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ନେଇ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ଦାବି...

ରାଜପଥରେ ଓଲଟିଲା ବାଲିବୋଝେଇ ହାଇୱା

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବଜାର ୧୬ନଂ ଜାତୀୟ ରାଜପଥରେ ବୁଧବାର ଦିନ ପ୍ରାୟ ୩ଟା ସମୟରେ ଏକ ବାଲିବୋଝେଇ ହାଇୱା ଓଲଟିପଡି ଗାଡିଚଳାଚଳ ବ୍ୟାହତ...

ଲାୟନ୍ସ କ୍ଲବ୍ ପକ୍ଷରୁ ଗରିବ ଓ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏବେ ସମଗ୍ର ଭଦ୍ରକ ଜିଲା ଶୀତର ଲହରିରେ ଥରୁଛି । ତେବେ ଏହି ଥଣ୍ଡା ଯୋଗୁଁ ରାସ୍ତା ପାଶ୍ୱର୍ ଓ ବିଭିନ୍ନ...

କୁରାଳ ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛଭାରତ ଅଭିଯାନ

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି କୁରାଳ ଫାଉଣ୍ଡେସନ ପକ୍ଷରୁ ଭଦ୍ରକ ବ୍ଲକ୍‌ର କଲେଇ ପଂଚାୟତସ୍ଥିତ କ୍ଷେତ୍ରବାସୀ ସାହି ଚୁନିଦା ଗାଁ ରାସ୍ତା ମେଡିକାଲ ପରିସର, ବଜାର ଓ...

ସର୍ବଭାରତୀୟ ଧର୍ମଘଟ ସଫଳ ପାଇଁ ଭଦ୍ରକ ଓ ଚାନ୍ଦବାଲିରେ ଶୋଭାଯାତ୍ରା

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନଭେମ୍ବର ୨୬ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ସିଆଇଟିୟୁ, ଏଆଇଟିୟୁସି, ଆଇଏନ୍‌ଟିୟୁସି ଓ ଓଡ଼ିଶା କୃଷକ ସଭା ପକ୍ଷରୁ...