Home 2020
Yearly Archives: 2020
ଗୁଳି ଫୁଟାଇ ଲୁଟିନେଲେ ୩ ଲକ୍ଷ, ନମ୍ବର ବିହୀନ ବାଇକରେ ଆସି ଛଡ଼ାଇ ନେଲେ ଟଙ୍କା ବ୍ୟାଗ୍
ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ବାଲେଶ୍ୱର ସହର ସମେତ ଆଖପାଖ ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ କ୍ରମଶଃ ବଢ଼ିବାରେ ଲାଗିଛି। ବ୍ୟାଙ୍କରେ ଟଙ୍କା ଜମା ଦେବାକୁ ଯାଉଥିବା ବେଳେ ଜାତୀୟ ରାଜପଥର...
ମୁସଲିମ ୱେଲଫେଅର ସୋସାଇଟି ପକ୍ଷର ୟୁନାନି ସ୍ୱାସ୍ଥ୍ୟ ଶିବିର
ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରର ମୁସଲିମ ୱେଲଫେୟାର ସୋସାଇଟିର ପକ୍ଷରୁ ସହରର ଅବଦୁଲଗାନି ଷ୍ଟ୍ରିଟ୍ ସ୍ଥିତ ବିଦେ ଉର୍ଦ୍ଦୁ ସରକାରୀ ପ୍ରାଇମେରୀ ସ୍କୁଲ ଠାରେ ଏକ ୟୁନାନୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ...
ରାଜ୍ୟ ଉପଭୋକ୍ତା ମହିଳା କଲ୍ୟାଣ ମହାସଂଘ ପକ୍ଷରୁ ସଚେତନତା
ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଗ୍ରାହକ ସଚେତନତା ସପ୍ତାହ ପାଳନ ଅବସରରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ଅନୁବନ୍ଧିତ ରାଜ୍ୟ ଉପଭୋକ୍ତା ମହିଳା କଲ୍ୟାଣ ମହାସଂଘର ବାଲେଶ୍ୱର ଶାଖା ପକ୍ଷରୁ ଏକ...
ସାପ୍ତାହିକ ସମ୍ବାଦପତ୍ର ଅଭିନନ୍ଦନର ଦ୍ୱାଦଶ ସ୍ୱନକ୍ଷତ୍ର
ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରରୁ ପ୍ରକାଶିତ ସାପ୍ତାହିକ ସମ୍ବାଦପତ୍ର ଅଭିନନ୍ଦନର ଦ୍ୱାଦଶତମ ସ୍ୱନକ୍ଷତ୍ର ଓ ବାର୍ଷିକ ଉତ୍ସବ ସ୍ଥାନୀୟ ଶିଳ୍ପାଂଚଳସ୍ଥିତ ଉଦ୍ୟୋଗ ଭବନରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ସଦାନନ୍ଦ ଦୀକ୍ଷିତଙ୍କ ପୌରହିତ୍ୱରେ...
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ଯୁବକ କେଉଁ ଅଞ୍ଚଳର ତାଙ୍କର ପରିଚୟ ମିଳି ପାରି ନାହିଁ
ବାହାନଗା,୨୮ା୧୨(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ନଂ ଜାତୀୟ ରାଜପଥ ଓଳିଆପାଟଣା ଡାଇଭରସନ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇ ଥିବାରେ...
ଚିଟ୍ଫଣ୍ଡ ଅନୁସନ୍ଧାନରେ ସ୍ଥାଣୁତା ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ସିବିଆଇ ଅଫିସ ଘେରାଉ
ଭୁବନେଶ୍ୱର ତା ୨୮.୧୨ (ଓଡ଼ିଆ ପୁଅ) – କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଓଡିଶା ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଭୁବନେଶ୍ୱର ଠାରେ...
ବିଜେପି ନାଁ ବିଜେଡି,ମହିଳାଙ୍କ ପାଇଁ କିଏ ଚିନ୍ତିତ? ପ୍ରଣବଙ୍କୁ ଜବାବ୍ ଦେଉଛନ୍ତି ବିଜେପି ନେତାନେତ୍ରୀ: କିନ୍ତୁ,ଜଣେ ମହିଳା ନେତ୍ରୀଙ୍କର...
ଭୁବନେଶ୍ୱର: ମହିଳାଙ୍କ ପାଇଁ କିଏ ଅଧିକ ଚିନ୍ତିତ, ବିଜେପି ନାଁ ବିଜେଡି? ବିଜୁ ଜନତା ଦଳ (ବିଜେଡି)ର ୨୪ ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଂରକ୍ଷଣ ପ୍ରସଙ୍ଗ...
ସରକାରଙ୍କ ସ୍ଥାନ ସଂରକ୍ଷଣକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରଶଂସା
ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଇ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ପାଇଁ ଆଜି କ୍ୟାବିନେଟ୍ରେ...
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଭଦ୍ରକ ସାମ୍ବାଦିକଙ୍କ ପକ୍ଷରୁ ନିନ୍ଦା
ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ଛୁଟି ବାତିଲ ଥିବାବେଳେ ବାହାନଗା ବିଡିଓ ଏବଂ ତାଙ୍କ ସମର୍ଥକମାନେ ବିଶେଶ୍ୱରୀ ପାହାଡ ଉପରେ ମଦମାଂସର ଭୋଜି କରୁଥିବାର ଖବର...
ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଯାପିତ: ଶ୍ରେଷ୍ଠ ଓଡିଶା ଗଠନ ପାଇଁ ବଜ୍ର ଶପଥର ଘୋଷଣା
କାଲିଫର୍ଣ୍ଣିଆ/ ଭୁବନେଶ୍ୱର/ ନୂଆଦିଲ୍ଲୀ, ୨୮.୧୨ (ଓଡ଼ିଆ ପୁଅ) : ପ୍ରବାସୀ ଓଡ଼ିଆ ମାନଙ୍କ ତରଫରୁ ନିଜର ମାତୃ ପ୍ରଦେଶର ହୃତ ଗୌରବ, ସୁପ୍ତ ସୌରଭ ଏବଂ ଲୁପ୍ତ ବୈଭବକୁ ଉଜ୍ଜୀବିତ କରି ସ୍ବର୍ଣ୍ଣାଭ...
ନୟାଗଡ଼ରେ ନୂଆ ଏସ୍ ପି ଯୋଗଦେଲେ
ନୟାଗଡ଼, ୨୭ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ନୂଆ ପୁଲିସ ଅଧୀକ୍ଷକ ଭାବେ ସିଦ୍ଧାର୍ଥ କଟାରିଆ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ନୟାଗଡ଼ରେ ଏସ୍ ପି ଥିବା ପ୍ରତ୍ୟୁଷ ଦିବାକରଙ୍କୁ ପୁଲିସ ମୁଖ୍ୟ...
ସେଣ୍ଢତିରାରେ ମୋ ସ୍କୁଲ ଅଭିଯାନ କମିଟି ଗଠିତ
ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠ ସେଣ୍ଢତିରା ଠାରେ ଆଜି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ...
ବିଜେଡ଼ିରେ ମିଶିଲେ ତୃଣମୂଳ ସାଂସଦ ପ୍ରାର୍ଥିନୀ
ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତ ସାଧାରଣ ନିର୍ବାଚନରେ ଭଦ୍ରକରୁ ସାଂସଦ ପ୍ରାର୍ଥିନୀ ହୋଇଥିବା ତୃଣମୂଳ କଂଗ୍ରେସର ତିଳୋତ୍ତମା ଜେନା ବିଜୁ ଜନତାଦଳରେ ସାମଲି ହୋଇଛନ୍ତି । ଦଳରେ...
ଆଶିର୍ବାଦ ଫାଉଣ୍ଡେସନ ପକ୍ଷରୁ କୃଷ୍ଠ କଲୋନୀରେ କମ୍ବଳ ବଣ୍ଟନ
ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନୂତନବର୍ଷ ଅବସରରେ ନାଚଗୀତ ଭୋଜିଭାତରେ ମସଗୁଲ ରହନ୍ତି ସାଧାରଣ ଜନତା । ମାତ୍ର ଏହି ଅବସରରେ ଏକ ନିଆରା ଢଙ୍ଗରେ କେତେକ...
ଭଣ୍ଡାରିପୋଖରୀ : କଂଗ୍ରେସ ପ୍ରତିଷ୍ଠା ଦିବସ
ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ କଂଗ୍ରେସ ପ୍ରତିଷ୍ଠା ଦିବସ ସ୍ଥାନୀୟ ରାଜୀବ ଜବନ ପରିସରରେ ସୋମବାର ଅନୁଷ୍ଠିତ ହୋଇଥିଲା । ଦଳର...
ଗେଲଟୁଆରେ ଯୁବ ଫେଡେରେସନ୍ର ବୈଠକ
ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତ ବର୍ଷର ମୂଳ ଅଧିବାସୀମାନଙ୍କୁ ନେଇ ଭାରତୀୟ ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିୱାଇଏଫ୍ଆଇ) ପକ୍ଷରୁ ଭଦ୍ରକର ଗେଲଟୁଆରେ ଏକ ସାଧାରଣ ବୈଠକ...
କାର ଧକ୍କାରେ ବ୍ୟବସାୟୀ ଆହତ; ୩୦ହଜାରଟଙ୍କା ଆଦାୟ, ଲୋକଙ୍କ ମାଡରେ କାର ଚାଳକ ଆହତ!
ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାର ମାଳଦା ଜଗନ୍ନାଥବଜାରର ଚାହା ଦୋକାନୀ ବୈକୁଣ୍ଠ ଦାସ(୫୫) ସୋମବାର ସକାଳେ କାର ଧକ୍କାରେ ଆହତ...
ଭଦ୍ରକର ଫେକର ଚାର୍ଜକ୍ରୋମ୍ ପ୍ଲାଣ୍ଟ ବେଦାନ୍ତ ହାତକୁ ଗଲା , ଯୁବଗୋଷ୍ଠୀଙ୍କ ମଧ୍ୟରେ ନିଯୁକ୍ତି ସମ୍ଭାବନ ନେଇ ଆଶା...
ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଇତିମଧ୍ୟରେ ଭଦ୍ରକର ଫେକର ଚାର୍ଜକ୍ରୋମ୍ ପ୍ଲାଣ୍ଟ ବେଦାନ୍ତ ହାତକୁ ଯାଇଛି । ତେବେ ଏଥିନେଇ ଜିଲାର ଯୁବଗୋଷ୍ଠୀଙ୍କ ମଧ୍ୟରେ ନିଯୁକ୍ତି ସମ୍ଭାବନା...
ଜିଲ୍ଲାସ୍ତରୀୟ ଆଇ.ସି.ଟି ଓ ୫ଟି କମ୍ପୁଟରିକରଣ ସମୀକ୍ଷା
ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ଆଇ.ସି.ଟି. ଓ ସରକାରଙ୍କ ୫ଟି ଯୋଜନା ଅନ୍ତର୍ଗତ କମ୍ପୁଟରିକରଣ କାର୍ଯ୍ୟର ସମୀକ୍ଷା ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ...
ତୃତୀୟ ଅମୃତ ପାର୍କ ଲୋକାର୍ପିତ, ଗରଦପୁର-ଦୁର୍ଗାପୁର ରାସ୍ତାର ଶିଳାନ୍ୟାସ
ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରାଞ୍ଚଳ ୩୦ ନମ୍ବର ୱାର୍ଡ଼ ଗରଦପୁର ଠାରେ ମଙ୍ଗଳବାର ଅପରାହ୍ନରେ ତୃତୀୟ ଅମୃତ ପାର୍କ ଲୋକାର୍ପିତ ହୋଇଛି । ଭଦ୍ରକ...





