Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : କଂଗ୍ରେସ ପ୍ରତିଷ୍ଠା ଦିବସ

ଭଣ୍ଡାରିପୋଖରୀ : କଂଗ୍ରେସ ପ୍ରତିଷ୍ଠା ଦିବସ

13

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ କଂଗ୍ରେସ ପ୍ରତିଷ୍ଠା ଦିବସ ସ୍ଥାନୀୟ ରାଜୀବ ଜବନ ପରିସରରେ ସୋମବାର ଅନୁଷ୍ଠିତ ହୋଇଥିଲା । ଦଳର ବ୍ଲକ ସଭାପତି ରଜନୀକାନ୍ତ ଚନ୍ଦ ଦଳୀୟ ପତାକା ଉତ୍ତୋଳନ କରି କଂଗ୍ରେସ ସଙ୍ଗଠନକୁ ମଜଭୁତ କରିବାକୁ ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ଯୁବ ନେତା ଦକ୍ଷିଣବାଡ ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ବ୍ରାବନାପୁର ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ରଣଜିତ ସରପଞ୍ଚ ମନୋଜ କୁମାର ନାୟକ, ରାଜୀବ ବିଶ୍ୱାଳ, କମଳାକାନ୍ତ ଜେନା, ଶ୍ରାମ ସୁନ୍ଦର ମହାପାତ୍ର, ଅକ୍ଷୟ ସ୍ୱାଇଁ, ରମାକାନ୍ତ ଜେନା, ଦୁଶ୍ମନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.