Home 2020
Yearly Archives: 2020
ଦେଶରେ କୋଭିଡ-୧୯ ନମୁନା ପରୀକ୍ଷଣରେ ନୀରବଚ୍ଛିନ୍ନ ଅଗ୍ରଗତି – ଗତ ୨୪ ଘଣ୍ଟା ମଧ୍ୟରେ ୧୧.୫୦ ଲକ୍ଷରୁ ଉର୍ଦ୍ଧ୍ଵ...
ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ଦେଶରେ କରୋନା ସଂକ୍ରମିତଙ୍କ ଦୈନିକ ଆରୋଗ୍ୟ ସଂଖ୍ୟା ପାଖାପାଖି ୭୫ ହଜାର ହୋଇଥିବା ବେଳେ ନମୁନା ପରୀକ୍ଷାରେ ମଧ୍ୟ ରେକର୍ଡ ସୃଷ୍ଟି ହୋଇଛି। କେବଳ ଗତ...
ଗୋ- ହତ୍ୟା ହେବ ନିଷେଧ: ଜାଣନ୍ତୁ; କେଉଁଠି ଆଉ କେବେ?
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଗୋ- ହତ୍ୟାକୁ ଖୁବ ଶୀଘ୍ର ନିଷେଧ କରାଯାଇ ପାରେ। ଶ୍ରୀଲଙ୍କାର ଶାସକ ଦଳ ଶ୍ରୀଲଙ୍କା ପୋଦୁଜାନା ପେରମୁନା (ଏସଏଲପିପି) ଏହାର ଗୋଟିଏ ସଭାରେ ଗୋ- ବଧ ଉପରେ ପ୍ରତିବନ୍ଧ ଲଗାଇବା...
କିଷାନ ରେଳକୁ ସ୍ୱାଗତ କରିବାକୁ ଦିଲ୍ଲୀ ପ୍ରସ୍ତୁତ – ଦକ୍ଷିଣ ଭାରତର ପ୍ରଥମ କିଷାନ ରେଳ ଆନ୍ଧ୍ରର ଅନନ୍ତପୁରରୁ...
- କୃଷି ଉତ୍ପାଦନ ସମ୍ଭାବ୍ୟ ସର୍ବାଧିକ ବଜାର ଓ ଲାଭ ଲୋଡ଼େ। ଭାରତୀୟ ଶ୍ରମିକ ପ୍ରମାଣିତ କରିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ସେମାନେ କେବେ ଦବି ଯିବେ ନାହିଁ
- କୃଷିଜାତ ସାମଗ୍ରୀକୁ...
ଦିନକରେ ଚିହ୍ନଟ ୧୦୩ ପଜିଟିଭ୍ ୪୬୩୦କୁ ବୃଦ୍ଧି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ଓଡ଼ିଶାରେ ବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କ ପାଇଁ ଉଦ୍ବେଗର ବିଷୟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩, ୭୪୮ ଜଣ...
‘କଳିଙ୍ଗ ଟ୍ୟୁଟରିଆଲ’ପକ୍ଷରୁ କୃତଷ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): କଳିଙ୍ଗ ଏଜୁକେସନାଲ ଏଣ୍ଡ ଚେରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିିତ ‘କଳିଙ୍ଗ ଟ୍ୟୁଟରିଆଲ’ପକ୍ଷରୁ ଯୁକ୍ତଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟଡିସେଣ୍ଟର...
ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ ପ୍ରଦାନକୁ ନେଇ ଅସନ୍ତୋଷ
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ବିଦ୍ୟୁତ୍ ବିତରଣ ସଂସ୍ଥା ନେସ୍କୋ କର୍ତ୍ତୃପକ୍ଷଙ୍କ ବିଲ୍ ଆଦାୟରେ ତ୍ରୁଟିପୂର୍ଣ୍ଣ ନୀତିକୁ ନେଇ ଜନ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କରୋନା...
ପୋଷ୍ଟମାଷ୍ଟର ଉମାକାନ୍ତ ଲେଙ୍କାଙ୍କ ବିୟୋଗରେ ଶୋକ
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ଉମାକାନ୍ତ ଲେଙ୍କାଙ୍କ ବିୟୋଗରେ ଏକ ଶୋକସଭା ସ୍ଥାନୀୟ ପ୍ରଧାନ ଡାକଘର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱରର ପୋଷ୍ଟମାଷ୍ଟର ଗୋପାଳଚନ୍ଦ୍ର...
ପୂର୍ତ୍ତ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟର ପରିଣାମ: ପେନସନରୁ ବଞ୍ଚିତ ୮୦ରୁ ଊର୍ଦ୍ଧ୍ୱ ୱାର୍କଚାର୍ଜ୍ଡ କର୍ମଚାରୀ
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟଧାରା ଯୋଗୁଁ ପୂର୍ତ୍ତ ବିଭାଗରୁ ଅବସର ନେବାର ଦୀର୍ଘଦିନ ପରେ ବି ବରିଷ୍ଠ କର୍ମଚାରୀମାନେ ଇପିଏଫ ପେନସନ ପାଇବାକୁ ବଞ୍ଚିତ ହୋଇଛନ୍ତି।...
ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ(ଦିଶା)
ନୟାଗଡ଼, ତା- ୦୯-୦୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ଅପରାହ୍ନ ଘ-୦୩.୩୦ମି- ସମୟରେ ଶ୍ରୀ ଭର୍ତ୍ତୃହରି ମହତାବ, ମାନ୍ୟବର ସାଂସଦ କଟକଙ୍କ ଅକ୍ଷତାରେ ଭିଡିଓ କନଫରେସିଂ ମାଧ୍ୟମରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା...
ବଢୁଛି କରୋନା ନାହିଁ କିଛି ପ୍ରତିବନ୍ଧକ
ବାହାନଗା,୯ା୯(ଭାରତୀ ଦାସ / ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ କରୋନା ସଂଖ୍ୟା ବଢି ବଢି ଚାଲିଥିବା ବେଳେ ସବୁ ଏଠି ମେଲା । କିଛି ରହୁ ନାହିଁ ସାମାଜିକ...
ଜାଗାବାଡ଼ିକୁ କେନ୍ଦ୍ରକରି ଗାଁ ଦାଣ୍ଡରେ ମୁଣ୍ଡ ଗଡ଼ିଲା
ନୟାଗଡ଼, ୯ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ମାଳିସାହିରେ ଦେବୋତ୍ତର ଜାଗାବାଡ଼ିକୁ କେନ୍ଦ୍ରକରି ଗାଁ ଦାଣ୍ଡରେ ମୁଣ୍ଡ ଗଡ଼ିଛି। ଯାହାକୁ ନେଇ ଗାଁରେ ଉତ୍ତେଜନା...
ଦୁର୍ଗମ ଆଦିବାସୀ ଗ୍ରାମରେ ଯୋଗ ଶିକ୍ଷା ପ୍ରଶିକ୍ଷଣ ଶିବିର
ମାଲକାନଗିରି,୯ା୯(ଓଡିଆ ପୁଅ) ସମଗ୍ର ବିଶ୍ୱରେ କରୋନା ମହାମାରିର ଆତଙ୍କ ଚାଲିଥିବା ବେଳେ ଦେହ ଓ ମନକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ମିୟମିତ ଯୋଗ ଅଭ୍ୟାସର ଆବଶ୍ୟକତା ରହିଛି । ଏହି...
କୋଭିଡ ମୁକାବିଲା : ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: କଟକ-ଭୁବନେଶ୍ବରରେ ଅଧିକ ଆମ୍ବୁଲାନସ୍ ମୁତୟନ, ଅଧିକ ICU Bed ସହିତ ନିୟମର...
ଭୁବନେଶ୍ବର, ୯-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡର ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧...
ଜଣେ କୋଭିଡ ଯୋଦ୍ଧାଙ୍କ ସହ ୨୧ ଜଣ ନୂଆ ପଜିଟିଭ ଚିହ୍ନଟ,ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ୨୬୨୮ଜଣ, ସୁସ୍ଥହେଲେ...
ମାଲକାନଗିରି,୯ା୯(ଓଡିଆ ପୁଅ ) ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସପାଇବାରେ ଲାଗିଛି,ଆଜି ଜଣେ କୋଭିଡ ଯୋଦ୍ଧାଙ୍କ ସହ ୨୧ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ମାଲକାନଗିରି...
ନେହୁର ଯୁବକେନ୍ଦ୍ରର ଫିଟଇଣ୍ଡିଆ କାର୍ଯ୍ୟକ୍ରମ
ମାଲକାନଗିରି,୯ା୯(ଓଡିଆ ପୁଅ ) ମାଲାକାନଗିରି ଜିଲ୍ଲା କାଲିମେଳା ନେହୁର ଯୁବକେନ୍ଦ୍ର ପରିସରରେ ଯୁବଗୋଷ୍ଟି ମାନଙ୍କୁ ନେଇ ଫିଟଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କୋଭିଡ ନାୟମ ପାଳନକରି ମାସ୍କ ପରିଧାନ ସହ ସାମାଜିକ...
ଭଦ୍ରକ-ଆଖଣ୍ଡଳମଣି ରାସ୍ତାରେ ଫାଟ
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ୟା ଯୋଗୁଁ ଧାମନଗର ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବିଭିନ୍ନ ରାସ୍ତା ମଧ୍ୟ ନଷ୍ଟ ହୋଇଛି । ଧାମନଗର-ଫଳପୁର, ବୟାଙ୍ଗଡିହ-କୋଠାର,...
ଧାମନଗର କୋଭିଡ କେୟାର ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ:ବିଡିଓ କରୋନା ସଂକ୍ରମିତ
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ଏବେ ମହାମାରୀର ରୂପ ନେଲାଣି । ହେଲେ ସରକାର ଲୋକଙ୍କ ଆର୍ଥିକ ପରିସ୍ଥିତିକୁ ଲକ୍ଷ୍ୟ କରି କରୋନା ଜନିତ କଟକଣା...
ଆଖୁଆପଦାରେ ବ୍ୟାରେଜ ନିର୍ମାଣ ଦ୍ୱାରା ବନ୍ୟା ନିୟନ୍ତ୍ରଣ ଓ କୃଷି ବିକାଶ ସମ୍ଭବ ହେବ: ବିଜେପି
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଧବାର ପରିଦର୍ଶନ ପରେ ବିଜେପି ପକ୍ଷରୁ ଆଖୁଆପଦା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧି ଦଳ...
ବିଜେଡି ‘ମା’ଙ୍କୁ ସମ୍ମାନ ବିଫଳ, ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅନୁଭବଙ୍କ କୁଶପୁତ୍ତଳା ଦାହ
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପୂର୍ବାହ୍ନ ୧୦ଟା ସମୟରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ହରିପ୍ରିୟା ସାହୁଙ୍କ...
ଧାମନଗର ବିଡିଓ ସମେତ ୪୬ ଆକ୍ରାନ୍ତ
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୪୬ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଧାମନଗର ବିଡିଓ...







