Home ଜିଲ୍ଲା ପରିକ୍ରମା ନେହୁର ଯୁବକେନ୍ଦ୍ରର ଫିଟଇଣ୍ଡିଆ କାର୍ଯ୍ୟକ୍ରମ

ନେହୁର ଯୁବକେନ୍ଦ୍ରର ଫିଟଇଣ୍ଡିଆ କାର୍ଯ୍ୟକ୍ରମ

53

ମାଲକାନଗିରି,୯ା୯(ଓଡିଆ ପୁଅ ) ମାଲାକାନଗିରି ଜିଲ୍ଲା କାଲିମେଳା ନେହୁର ଯୁବକେନ୍ଦ୍ର ପରିସରରେ ଯୁବଗୋଷ୍ଟି ମାନଙ୍କୁ ନେଇ ଫିଟଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କୋଭିଡ ନାୟମ ପାଳନକରି ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷାକରାଯାଇ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡାଅଧିକାରୀ କୁଳମଣି ନିଆଲ,ନେହୁର ଯୁବକକେନ୍ଦ୍ର ର ଜିଲ୍ଲା ଯୁବଅଧିକାରୀ ହରିଶ ରୁପାଲ,ଯୁବ ସମାଜସେବୀ ବିନାଶକୁମାର ମିଶ୍ର ପ୍ରମୁଖ ଯୋଗଦେଇ ଫିଟଇଣ୍ଡିଆ ବିଷୟରେ ସଚେତନକରିଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ ପଡିଆ,କାଲିମେଳା ବ୍ଲକର ନେହୁର ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ ଅଶିତ ବରାଇ,ସୁମିତ ମଣ୍ଡଳ ପ୍ରମୁଖ ଯୁବ ଗୋଷ୍ଠି ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.