Home 2020

Yearly Archives: 2020

ନୂଆ କରୋନା ଆକ୍ରାନ୍ତ ୬୭, ନମୁନା ପରୀକ୍ଷା ୬୦ ହଜାର ଟପିଲା

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ନମୁନା ପରୀକ୍ଷା ୬୦ ହାଜର ଟିପଛି । ଆଜି ସୁଦ୍ଧା ମୋଟ ୬୦ହଜାର ୮୫୫ଜଣଙ୍କ ନମୁନା ପରୀକ୍ଷା ହେବା...

୭୦ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ – ଯୁବକ ଗିରଫ

0
ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) : ଉତ୍ତରପ୍ରଦେଶର ବାଲିଆରେ ଶନିବାର ଦିନ ୨୫ ବର୍ଷ ବୟସ୍କ ପୁରୁଷ, ଜଣେ ୭୦ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ କରିବା ସହିତ ମାଡ ମାରିଥିବା ଜଣାପଡ଼ିଛି।...

ଲୁହା ପଥର ପରିବହନକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ତୁମୁଳ ସଂଘର୍ଷ

0
ଯୋଡା, ୧୨/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଲୁହା ପଥର ପରିବହନକୁ କେନ୍ଦ୍ର କରି ବାଂଶପାଣି ଠାରେ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା ସମୟରେ ଏକ ଗୋଷ୍ଠୀ...

ଆଷ୍ଟ୍ରା ଜେନେକା ଅକ୍ସଫୋର୍ଡ କରୋନାଭାଇରସ୍ ଟିକା ପରୀକ୍ଷଣ ବ୍ରିଟେନରେ ପୁନଃ ଆରମ୍ଭ

0
ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) : ବ୍ରିଟେନର ଜଣେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଦେଖାଦେଇଥିବା ଗୁରୁତର ପ୍ରତିକୂଳ ପ୍ରତିକ୍ରିୟା ହେତୁ ଆଷ୍ଟ୍ରା ଜେନେଙ୍କା ଏବଂ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ COVID ଟିକା ପରୀକ୍ଷଣରେ...

ସୁସ୍ଥ ହେଲେ ୩୨୧୭ କରୋନା ଆକ୍ରାନ୍ତ

0
ଭୁବନେଶ୍ୱର ୧୨-୯ (ଓଡ଼ିଆ ପୁଅ) ସୁସ୍ଥ ହେଲେ ୩୨୧୭ କରୋନା ଆକ୍ରାନ୍ତ।୬୪୭ ଜଣ ଖୋର୍ଦ୍ଦା ଜିଲ୍ଲାରୁ,୨୮୧ ଜଣ ମୟୁରଭଞ୍ଜ ଜିଲ୍ଲାରୁ,୨୭୫ ଜଣ କଟକ ଜିଲ୍ଲାରୁ,୨୧୮ ଜଣ ବରଗଡ଼ ଜିଲ୍ଲାରୁ, ୨୦୬ ଜଣ ରାୟଗଡ଼ା...

ବାଙ୍ଗାଲୁରରେ ଶ୍ରମିକଙ୍କୁ ଉପଯୁକ୍ତ କରୋନା ଚିକିତ୍ସା ମିଳୁନଥିବା ଅଭିଯୋଗ

କେନ୍ଦ୍ରାପଡା ୧୨/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ପୋଇପାଟ ଗ୍ରାମର ସନ୍ତୋଷ କୁମାର ପ୍ରଧାନ ନାମକ ଜଣେ ଶ୍ରମିକ ବାଙ୍ଗାଲୁରରେ ଦୀର୍ଘ ୧୫ବର୍ଷ ଧରି ରହି ଶ୍ରମଜୀବି ଭାବରେ...

ଲକ୍ଷ୍ମୀନାରାୟଣ ଯୁବ ପରିଷଦ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା

କେନ୍ଦ୍ରାପଡା ୧୨/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ବନ୍ୟା ପରି ଦୁର୍ଦ୍ଦିନ ସମୟରେ କେତେକ ସମାଜସେବୀ ଯୁବକମାନେ ବନ୍ୟା ବିପନ୍ନଙ୍କୁ ସହାୟତା ଯୋଗାଇଦେବାକୁ ଅଂଟାଭିଡିଥିବା ଦେଖାଯାଇଛି। ଚଳିତ ବ୍ରାହ୍ମଣୀ ନଦୀ ବନ୍ୟାରେ ତରଡିପାଳସ୍ଥିତ ଲକ୍ଷ୍ମୀନାରାୟଣ ଯୁବ...

କେନ୍ଦ୍ରାପଡା ଜିଲ୍ଲା ଭକ୍ତ ସମିତି ପକ୍ଷରୁ ସ୍ମୃତିଚାରଣ ସଭା

କେନ୍ଦ୍ରାପଡା ୧୨/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଜିଲ୍ଲା ଆଶ୍ରମ ପରିସରରେ ଜିଲ୍ଲା ଭକ୍ତ ସମିତି ପକ୍ଷରୁ ଏକ ସ୍ମୃତି ଚାରଣ ସଭା ସେବକ ଅଭୟ ଦାସଙ୍କ...

ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତି ମୁତିକାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

0
ଭୁବନେଶ୍ୱର ୧୨/୦୯ (ଓଡ଼ିଆ ପୁଅ) : ପୂର୍ବତନ ଗୁଣୁପୁର ବିଧାୟକ ତଥା ରାୟଗଡା ଜିଲ୍ଲା ରାମଣାଗୁଡା ବ୍ଲକର ୨ଥର ଅଧ୍ୟକ୍ଷ ଶ୍ରୀ ରାମମୂର୍ତି ମୁତିକାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି...

ଲୋକପ୍ରିୟ ଓ ବରିଷ୍ଠ ଯାତ୍ରା କଳାକାର ମହେନ୍ଦ୍ର ଦାସ (ଭିକୁ ସେଠ୍‌)ଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

0
ଭୁବନେଶ୍ୱର, ୧୨/୦୯ (ଓଡ଼ିଆ ପୁଅ) : ଲୋକପ୍ରିୟ ଓ ବରିଷ୍ଠ ଯାତ୍ରା କଳାକାର ଶ୍ରୀ ମହେନ୍ଦ୍ର ଦାସଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳନ କରିବ ବିଜେପି

0
ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ସେବା ସପ୍ତାହ - ସେବା ସପ୍ତାହରେ ବିଜେପି କାର୍ଯ୍ୟକର୍ତାମାନେ ବିଭିନ୍ନ ପ୍ରକାରର ସେବାକାର୍ଯ୍ୟମାନ କରି ମାନନୀୟ ପ୍ରଧାନମନ୍ତ୍ରୀଙ୍କର ନିରାମୟ ଓ ଦୀର୍ଘଜୀବନ କାମନା କରିଥାନ୍ତି - ପ୍ରତ୍ୟେକ...

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି : ରାଜ୍ୟରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା...

0
- ଆୟୁଷ୍ମାନ ଭାରତରେ ରାଜ୍ୟର ୬୦ ଲକ୍ଷ ହିତାଧିକାରୀ ହେବେ ଉପକୃତ - ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ରାଜ୍ୟର ଅଧକରୁ ଅଧିକ ଲୋକଙ୍କୁ ଲାଭ ଦେବ - ରାଜ୍ୟର ବାହାରେ ଥିବା ପ୍ରବାସୀଙ୍କ ସମେତ...

ବିନୋଭା ପ୍ରତିମୂର୍ତ୍ତି ଉନ୍ମୋଚିତ

ପୁରୀ, ୧୨ା୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ମହାତ୍ମାଗାନ୍ଧୀଙ୍କ ଆଧ୍ୟାତ୍ମିକ ଶିଷ୍ୟ ବିନୋଭା ଭାବେଙ୍କର ୧୨୫ତମ ଜୟନ୍ତୀ ଅବସରରେ ପୁରୀ ସର୍ବୋଦୟ ନଗର ଠାରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ବିଧାୟକ ଜୟନ୍ତ କୁମାର...

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ – ସର୍ବସାଧାରଣ ଦର୍ଶନ ଲାଗି କଟକଣା

ପୁରୀ, ୧୨ା୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସ୍ଥାନୀୟ ସଦ୍ଭାବନାଗୃହଠାରେ ଦୁର୍ଗାପୂଜା ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁର୍ଗାପୂଜା ପାଳନ ନିମନ୍ତେ...

କାରାଗାର ବୁଲି ଦେଖିଲେ ଜିଲ୍ଲା ଓ ଦୌରାଜଜ୍

ପୁରୀ, ୧୨ା୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦିନକୁଦିନ ମହାମାରୀ ‘କରୋନା’ କାୟା ବିସ୍ତାର କରୁଥିବାରୁ ବିଭିନ୍ନ ଜେଲ୍ରେ ଥିବା ଅନ୍ତେବାସୀମାନେ ମଧ୍ୟ ସଂକ୍ରମଣର ଶିକାର ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଉଚ୍ଚନ୍ୟାୟାଳାୟଙ୍କ ନିର୍ଦ୍ଦେଶ କ୍ରମେ,...

ଆଜି ୨୩୭ ପୁରୀରୁ ଚିହ୍ନଟ

0
ପୁରୀ, ୧୨ା୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲାରେ ଆଜି ପୁଣି ୨୩୭ ନୂତନ ଚିହ୍ନଟ ହୋଇଛନ୍ତି। ଫଳରେ ପୁରୀ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୫ରେ ପହଞ୍ଚିଛି। ଅଦ୍ୟାବଧି ଜିଲ୍ଲାରେ...

ସମାଜସେବୀ ପ୍ରଶାନ୍ତ ନାୟକଙ୍କ ଅକାଳ ବିୟୋଗ

ହାଟଡିହି ୧୨ । ୯ : ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମର ସମାଜସେବୀ ତଥା ନାୟକ ପରିବାରର ଜ୍ୟେଷ୍ଠପୁତ୍ର ପ୍ରଶାନ୍ତ ନାୟକଙ୍କ ୬୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ...

ରାସ୍ତାକାମକୁ ନେଇ ଭାତକରୁଆରେ ଉତ୍ତେଜନା,

ହାଟଡିହି ୧୨ । ୯ : ରାସ୍ତା ନିର୍ମାଣକୁ କେନ୍ଦ୍ରକରି ଭାତକରୁଆ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ ଗୋଷ୍ଠୀ ସଂଘର୍ଷ ଘଟିଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ...

ଲୁଟେରାକୁ ଧରି ପୁଲିସ ଜିମା ଦଲେ ଲୋକେ

0
ହାଟଡିହି ୧୨ । ୯ : (ଓଡିଆପୁଅ)ଏବେ ଗତ କିଛିଦିନ ଧରି ଲୁଟେରାମାନେ ସକ୍ରୀୟ ହୋଇ ଉଠିଛନ୍ତି । ପୁଲିସ ସେମାନଙ୍କ ସମ୍ବନ୍ଧରେ କୌଣସି ସାମାନ୍ୟତମ ସୁରାକ ପାଇପାରୁ ନଥିବାରୁ ଦିନକୁ ଦିନ...

ବିଜେପି କୃଷକ ମୋର୍ଚ୍ଚାର ବାଲିକୁଦା ଜଳସଂପଦ ଅଫିସ୍ ଘେରାଉ

0
ଜଗତସିଂହପୁର-୧୨/୯ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) - ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବାଲିକୁଦା ଜଳସଂପଦ ଅଫିସ୍ ଘେରାଉ କରାଯାଇଥିଲା। ସ୍ଥାନୀୟ ଚାଷୀଙ୍କ ଧାନ ଜମିକୁ କେନାଲ ଜଳ...