Home 2020
Yearly Archives: 2020
ଡାକ୍ତର ବିଜୟ ରାଉତ କରୋନା ଆକ୍ରାନ୍ତ
ହାଟଡିହି ୧୩ । ୯ : ହାଟଡିହି ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ନିଜକୁ ନିୟୋଜିତ କରି ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଡାକ୍ତର ବିଜୟ ନାରାୟଣ ରାଉତ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।...
ପ୍ଲାଜମା ଦାନକଲେ କୋଭିଡ ଯୋଦ୍ଧା
ହାଟଡିହି ୧୩ । ୯ : ଶାସଙ୍ଗ ଶିଖରେଶ୍ୱର ଯୁବକସଂଘର ସକ୍ରୀୟ ସଦସ୍ୟ ସନ୍ତୋଷ ବିଶ୍ୱାଳ ଆଜି ପ୍ଲାଜମା ଦାନ କରିଛନ୍ତି । ଶାସଙ୍ଗ ଗ୍ରାମର ରମାକାନ୍ତ ବିଶ୍ୱାଳଙ୍କ ପୁଅ ସନ୍ତୋଷ କରୋନା...
ଶିଖରେଶ୍ୱର ଯୁବକସଂଘର ନୁତନଗୃହ ଉଦଘାଟନ
ହାଟଡିହି ୧୩ । ୯ : (ଓଡିଆପୁଅ) ଶାସଙ୍ଗ ଶିଖରେଶ୍ୱର ଯୁବକସଂଘର ନୁତନ ଗୃହ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ...
ସାମ୍ଭାବ୍ୟ ଛଟେଇକୁ ନଜରରେ ରଖି ନିଜକୁ ପ୍ରସ୍ତୁତ କରିବାର ୫ ଟି ଉପାୟ
ନୂଆ ଦିଲ୍ଲୀ ୧୩, ସେପ୍ଟେମ୍ବର (ଓଡ଼ିଆ ପୁଅ) ମହାମାରୀ ପରିସ୍ଥିତିରେ, ଯେକୌଣସି ବ୍ୟକ୍ତି ସମ୍ଭାବ୍ୟ ଛଟେଇ ପାଇଁ ପ୍ରସ୍ତୁତ ରହିବା ଚତୁରତାର କାମ। ବର୍ତ୍ତମାନ ସମୟରେ ଚାକିରି ଯେତେ ସୁରକ୍ଷିତ ଦେଖାଯାଉନା କାହିଁକି,...
ବିବାହର ପ୍ରତିଶ୍ରୁତି ଦେଇ ମାସମାସ ଧରି ଯୁବତୀଙ୍କୁ ଦୁଷ୍କର୍ମ, ୬ମାସର ଗର୍ଭବତୀ ପରେ ସଂପୃକ୍ତ ଯୁବକ ଫେରାର, ପୋଲିସ...
ହରିଚନ୍ଦନପୁର, ତା ୧୩ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ବିବାହର ପ୍ରତିଶ୍ରୁତି ଓ ବିଭିନ୍ନ ପ୍ରଲୋଭନ ଦେଖାଇ ମାସମାସ ଧରି ଯୁବତୀଙ୍କ ସହ ଦୁଷ୍କର୍ମ, ୬ମାସର ଗର୍ଭବତୀ ହେବା ପରେ ସଂପୃକ୍ତ ଯୁବକ...
ଭଲକୁ ଭଲ କହିବାଟା କଣ ଭୁଲ୍? ଭେ ଏ ଏ ..
ମୋ ମାମୁଁ ଘର ହଜ। କଳାପ୍ରେମୀ ଦର୍ଶକରେ ଭରପୂର ଗାଁ'ଟିଏ। ପ୍ରତି ବର୍ଷ କାଜୁ ଅମଳ ଟାଇମକୁ ସେ ଗାଁ'ର ଯୁବକ ସଂଘ ବଡ଼ ଅପେରା ପାର୍ଟି ଖେଳାଇଥାନ୍ତି। ଅବିଭକ୍ତ ପୁରୀ ଜିଲ୍ଲାରେ...
କନ୍ୟା ସନ୍ତାନର ବାପା ହେଲେ ତଥାଗତ ଶତପଥୀ – ଟ୍ୱିଟ କରି ଦେଲେ ସୂଚନା
ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) ଢେଙ୍କାନାଳର ପୂର୍ବତନ ବିଜେଡ଼ି ସାଂସଦ ତଥା ଧରିତ୍ରୀ ସମ୍ପାଦକ ତଥାଗତ ଶତପଥୀ (୬୪) ପୁଣି ଥରେ ବାପା ହୋଇଛନ୍ତି। ଗତକାଲି ସେ ଟ୍ୱିଟ କରି କନ୍ୟା ସନ୍ତାନ...
ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଏ ଚେଲ୍ଲା କୁମାର କରୋନା ଆକ୍ରାନ୍ତ
ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) : ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ଡଃ ଏ ଚେଲ୍ଲା କୁମାର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ନମୁନା ଟେଷ୍ଟ କରିବା ପରେ ସେ ପଜିଟିଭ୍ ଥିବା...
ଓଡ଼ିଉଡ୍ ରୁ ପୁଣି ଦୁଃଖ ଖବର – ଓଡିଆ ଅଭିନେତା ଅଜିତ ଦାସଙ୍କ ନିଧନ
picturenewsଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) : ଭେଟେରାନ ଓଲିଉଡ ଅଭିନେତା ଅଜିତ ଦାସ ଆଜି ଭୁବନେଶ୍ୱରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧...
ଜିଲ୍ଲା ସାମ୍ବାଦିକ ୟୁନିୟନର କାର୍ଯ୍ୟକାରିଣୀ ବୈଠକ
କୁଚିଣ୍ଡା ୧୩/୦୯ (ଓଡିଆ ପୁଅ ତନୟ କୁମାର ମହାପାତ୍ର ) ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନ( ଓୟୁଜେ)ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜମନକିରା କଲେଜ ଅଡିଟରିୟମରେ ଜିଲ୍ଲା ସଭାପତି ଶିବପ୍ରସାଦ ମେହେରଙ୍କ ଅଧକ୍ଷତାରେ...
ଚାଷୀଙ୍କ ଫସଲବୀମା ଟଙ୍କା ପ୍ରଦାନ ନେଇ ବି ଜେ ପି ଦଳ ତରଫରୁ ଦାବି
ବଲାଙ୍ଗୀର ୧୩-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସରକାର ଗତ ବର୍ଷ ସମସ୍ତ ଚାଷୀଙ୍କ ମନରେ ଆଘାତ ଦେଇଥିବା ଓ ଗତ ବର୍ଷର ଫସଲ ବୀମା ଟଙ୍କାକୁ ନେଇ ସଇଁନ୍ତଲା ବ୍ଳକ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ...
ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମାଇକ୍ରୋ ସ୍ତରୀୟ ଇ ଲୋକ ଅଦାଲତ ଅନୁଷ୍ଠିତ
ବଲାଙ୍ଗୀର, ୧୨-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର କୋର୍ଟ ପରିସରରେ ଆଜି ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ୟାମସୁନ୍ଦର ଦାଶଙ୍କ ଅଧ୍ୟକ୍ଷତାରେ ମାଇକ୍ରୋ ସ୍ତରୀୟ ଇ-ଲୋକ ଅଦାଲତ...
କଣ୍ଟାବାଞ୍ଜି ଏନଏସିରେ ବ୍ୟାପକ ଦୁର୍ନୀତି ନେଇ ସାମ୍ବାଦିକ ସମ୍ମିଳନୀ
ବଲାଙ୍ଗୀର / କଣ୍ଟାବାଞ୍ଜି, ୧୩-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) କଣ୍ଟାବାଞ୍ଜି ଏନଏସି ରେ ବିଭିନ୍ନ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସୂଚନା ଅଧିକାର କର୍ମୀ ସୁରଥ ବେହେରା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହା...
ଲୋୟର ସୁକତେଲ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବ
ବଲାଙ୍ଗିର, ୧୨-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଗତ କିଛିଦିନ ତଳେ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବଲାଙ୍ଗିରର ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି...
ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ, ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହେବ ପୂଜା
ବଲାଙ୍ଗୀର ୧୩-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ୪୪ ତମ ପଞ୍ଚାୟତ ସ୍ତରୀୟ ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କମିଟୀ...
ଫୁଲବାଣୀ ତହସିଲର ଅଜବ ନୀତି : ଆଗରେ ସରକାରୀ ନାଲି ବୋର୍ଡ, ପଛରେ ଜବରଦଖଲ
କନ୍ଧମାଳ, ୧୩/୯-(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଏବେ ସରକାରୀ ଜମିକୁ ଜବର ଦଖଲକାରୀଙ୍କୁ ସଂଖ୍ୟା ବଢିବାରେ ଲାଗିଛି। ସହରର ବିଭିନ୍ନ ଯାଗାରେ ଲୋକଙ୍କର ଜବର ଦଖଲ ଚାଲିଛି।...
ଆନ୍ଧ୍ର ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ – ଏହି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷିବ
ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) ଆନ୍ଧ୍ରପ୍ରଦେଶ ତଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ସର୍କ୍ୟୁଲେସନ ପ୍ରଭାବରେ ଆଜି ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି।...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୧୦ ମୃତ୍ୟୁ – ଜାଣନ୍ତୁ ଆପଣଙ୍କ...
ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୯୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୫୦୮୦୭ କୁ ବୃଦ୍ଧିପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୬ ଜଣ...
ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କ ନିଧନ
ନୂଆଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂ ପରଲୋକ ଗମନ କରିଛନ୍ତି। କିଛି ଦିନ ପୂର୍ବେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ରୁ ଇସ୍ତଫା ଦେଇଥିବା ପୂର୍ବତନ କେନ୍ଦ୍ର...
ରାଜ୍ୟରେ ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୬୨୬ କୁ ବୃଦ୍ଧି
ଭୁବନେଶ୍ୱର ୧୩-୦୯ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୬୨୬ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ବାଲେଶ୍ୱର ଜିଲ୍ଲାରୁ...








