Home ଓଡ଼ିଶା କନ୍ୟା ସନ୍ତାନର ବାପା ହେଲେ ତଥାଗତ ଶତପଥୀ – ଟ୍ୱିଟ କରି ଦେଲେ ସୂଚନା

କନ୍ୟା ସନ୍ତାନର ବାପା ହେଲେ ତଥାଗତ ଶତପଥୀ – ଟ୍ୱିଟ କରି ଦେଲେ ସୂଚନା

376

ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) ଢେଙ୍କାନାଳର ପୂର୍ବତନ ବିଜେଡ଼ି ସାଂସଦ ତଥା ଧରିତ୍ରୀ ସମ୍ପାଦକ ତଥାଗତ ଶତପଥୀ (୬୪) ପୁଣି ଥରେ ବାପା ହୋଇଛନ୍ତି। ଗତକାଲି ସେ ଟ୍ୱିଟ କରି କନ୍ୟା ସନ୍ତାନ ଜନ୍ମ ହେବାର ଶୁଭ ସୂଚନା ଦେଇଛନ୍ତି।

ଝିଅ ଜନ୍ମ ହେବା ସେ ଟୁଇଟ କରି ପ୍ରତାଶ କରିଛନ୍ତି ଯେ, ‘‘ସୁନ୍ଦରୀ ସାରସଟିଏ ଆମ ଘରକୁ ଆସିଛି। ୧୨ ସେପ୍ଟେମ୍ବର ଦିନ ୪ ଟା ୪୨ ମିନିଟ ୫୭ ସେକେଣ୍ଡରେ ସେ ଭୂମିଷ୍ଠ ହୋଇଛି। ମା କାଳୀଙ୍କୁ ମୁଁ ପ୍ରାର୍ଥନା କରୁଛି ଅଭୟା ନନ୍ଦିନୀ ଶତପଥୀଙ୍କୁ ସେ ଆଶିଷ ପ୍ରଦାନ କରନ୍ତୁ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.