Home କେନ୍ଦୁଝର ଡାକ୍ତର ବିଜୟ ରାଉତ କରୋନା ଆକ୍ରାନ୍ତ

ଡାକ୍ତର ବିଜୟ ରାଉତ କରୋନା ଆକ୍ରାନ୍ତ

536

ହାଟଡିହି ୧୩ । ୯ : ହାଟଡିହି ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ନିଜକୁ ନିୟୋଜିତ କରି ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଡାକ୍ତର ବିଜୟ ନାରାୟଣ ରାଉତ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ତାଙ୍କ ରିପୋର୍ଟ ପଜଟେିଭ ଆସିବାପରେ ତାଙ୍କୁ ଭୁବନେଶ୍ୱର ଅଶ୍ୱିନୀ ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ଗତ କିଛିଦିନ ମଧ୍ୟରେ ତାଙ୍କ ସଂଷ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ସେମନଙ୍କ ସ୍ୱାବ ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.