Home 2020
Yearly Archives: 2020
ସର୍ଭେରୁ ଖୁଲାସା- ୬୫% ଲୋକଙ୍କର ଆୟ ହ୍ରାସ, ୧୬%, କହିଲେ ଆୟ ଶୂନ୍ୟ, ୨୮%ଙ୍କର ଆୟ ଅଧା, ଦିଲ୍ଲୀ...
ନୂଆ ଦିଲ୍ଲୀ ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆର୍ଥିକ ମାମଲା ସମ୍ବନ୍ଧିତ ୱେବସାଇଟ୍ "ପଇସାବଜାର ଡଟ କମ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ରିପୋର୍ଟରୁ ଜଣାପଡ଼ିଛିଯେ, ୬୫ ପ୍ରତିଶତ ଲୋକ କୋଭିଡ୍-19...
ରାମଧାରୀ ସିଂହ ଦିନକରଙ୍କ ୧୨୮ ତମ ଜୟନ୍ତୀ ପାଳିତ
ପୁରୀ, ୨୫/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ସ୍ଥାନୀୟ ସର୍ବୋଦୟ ନଗର ସ୍ଥିତ ମୈତ୍ରୀ ପରିସରରେ ରାମଧାରୀ ସିଂହ ଦିନକର ଙ୍କ ୧୨୮ ତମ ଜୟନ୍ତୀ ସୃଜନୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସଂସଦର ଅଧ୍ୟକ୍ଷ ପ୍ରଫେସର...
ମାସ୍କ ନପିନ୍ଧିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ପୁରୀ, ୨୫/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ଜିଲାରେ କରୋନା ସ୍ଥିତି ଏବେ ଅଣାୟତ ହେବାକୁ ବସିଲାଣି। ଗତ କାଲି ସୁଦ୍ଧା ୨୪ ଘଂଟା ମଧ୍ୟରେ ଜିଲାରେ ୨୦୩ ଟି କୋଭିଡ୍...
ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଛେଦ ପ୍ରକ୍ରିୟା ଆରମ୍ଭ
ପୁରୀ, ୨୫/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଦୀର୍ଘଦିନର ବିରତି ପରେ ଆରମ୍ଭ ହେଲା ଶ୍ରୀମନ୍ଦିର ଐତିହ୍ୟ କରିଡର ଉଛେଦ କାର୍ଯ୍ୟ। ଆଜି ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଥିବା ନେପାଳ ଭବନର ବଳକା ଅଂଶ...
୨୫ ବର୍ଷ ପରେ ଚଳିତ ବର୍ଷ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ଦଶହରା ଠାରୁ ବେଶ ପ୍ରସ୍ତୁତି କାର୍ଯ୍ୟ...
ପୁରୀ, ୨୫/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ କାର୍ତିକ ମାସରେ ପଂଚୁକ ୬ ଦିନ ପଡୁଥିବାରୁ ମହାପ୍ରଭୁଙ୍କ ଅନନ୍ୟ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ।...
ତିର୍ତ୍ତୋଲର ୨୧ ପଞ୍ଚାୟତରେ ବିଜେଡ଼ି ସଭାପତିଙ୍କ ନାମ ଘୋଷଣା
ତିର୍ତ୍ତୋଲ, ୨୫/୯ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ବ୍ଲକ ୨୧ଟି ପଞ୍ଚାୟତରେ ବିଜେଡ଼ି ତରଫରୁ ପଞ୍ଚାୟତ ସଭାପତିଙ୍କ ନାମ ଘୋଷଣା କରାଯାଛି। ତିତ୍ତେର୍ତ୍ତାଲ ନିର୍ବାଚନ ମଣ୍ଡଳୀ ଯୁବସଭାପତି ସୁବ୍ରତ କୁମାର ଦାଶଙ୍କ...
ଦେଶରେ ଗ୍ୟାସ ଭିତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର ପ୍ରଧାନ
ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନାଦ୍ୱିପାକ୍ଷିକ ସାମରିକ ଉର୍ଜା ଉପରେ ଗୁରୁତ୍ୱାରୋପଚଳିତବର୍ଷ ଆରମ୍ଭ ହୋଇଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାର କର୍ପୋରେସନର ସମୀକ୍ଷା
ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୪ (ଓଡ଼ିଆ ପୁଅ) – ଭାରତରେ...
ପ୍ରଖ୍ୟାତ ଗାୟକ ଏପି ବାଳସୁବ୍ରମଣ୍ୟମଙ୍କ ନିଧନ
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ପ୍ରଖ୍ୟାତ ଗାୟକ ଏପି ବାଳସୁବ୍ରମଣ୍ୟମଙ୍କ ନିଧନ ହୋଇଯାଇଛି। ମୃତ୍ୟୁ ବୋଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।
ବାଳ ସୁବ୍ରମଣ୍ୟମ ଜଣେ କିମ୍ବଦନ୍ତୀ ଗାୟକ ଯିଏ ୧୬...
ବିହାର ବିଧାନସଭା ନିର୍ବାଚନ- ବାଜିଲା ବିଗୁଲ୍, ତାରିଖ ଘୋଷଣା – ତିନୋଟି ପର୍ଯ୍ୟାୟ, ୨୮ ଅକ୍ଟୋବର,୩ ଏବଂ ୭...
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ବିହାରରେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି। କରୋନା ସଙ୍କଟ ସମୟରେ ଦେଶରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ। ପୁଣିଥରେ ଏନଡିଏ ବନାମ...
SBI କଲା ଆଲର୍ଟ୍: ଗ୍ରାହକମାନେ କୃପୟା ଧ୍ୟାନ ଦିଅନ୍ତୁ; ନଚେତ୍ ହୋଇପାରେ ବଡ଼ କ୍ଷତି ..
ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଠକମାନେ ନୂଆ ନୂଆ ଉପାୟରେ ଲୋକଙ୍କୁ ନିଜର ଠକାମୀର ଶିକାର କରୁଛନ୍ତି। ଏଭଳି ଠକେଇକୁ ଏଡ଼ାଇବା ପାଇଁ ଦେଶର...
ଆଜି ୩୦ ଜିଲ୍ଲାରୁ ୪୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୫ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର...
ଭୁବନେଶ୍ୱର ୨୫-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ୪୨୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୧୦୯୬ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ...
ଆଜି କରୋନା ନେଲା ୧୫ ମୁଣ୍ଡ, ମୋଟ ୭୬୭
ଭୁବନେଶ୍ୱର ୨୫-୯ (ଓଡ଼ିଆ ପୁଅ) ଆଜି କରୋନା ନେଲା ୧୫ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୭୬୭ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ତେବେ ଜାଣନ୍ତୁ କେଉଁ...
ଆଜି ୩୦ ଜିଲ୍ଲାରୁ ୪୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ୨୦୧୦୯୬
ଭୁବନେଶ୍ୱର ୨୫-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ୪୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୧୦୯୬ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ...
ସମବାୟ ବ୍ୟାଙ୍କଗୁଡିକ ପାଇଁ ସାଇବର ସୁରକ୍ଷା ଉପରେ ଆରବିଆଇର ଗୁରୁତ୍ତ୍ୱ
ମୁମ୍ବାଇ ୨୫-୯ (ଓଡ଼ିଆ ପୁଅ) : ସହରାଞ୍ଚଳ ସମବାୟ ବ୍ୟାଙ୍କ (UCB) ପାଇଁ ସାଇବର ସୁରକ୍ଷା ଭିତ୍ତିଭୂମି ସୁଦୃଢ଼ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅଣ୍ଟା ଭିଡ଼ିଛି।
ସମବାୟ ବ୍ୟାଙ୍କଗୁଡ଼ିକ ଉପରେ...
ଫିଟ୍ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଫିଟ୍ ଇଣ୍ଡିଆ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ: ଜାଣନ୍ତୁ...
ନୂଆଦିଲ୍ଲୀ: ଏକ ଅଭିନବ ପ୍ରୟାସ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି, ୨୪ ସେପ୍ଟେମ୍ବର ୨୦୨୦ ଦିନ ଫିଟ୍ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବର୍ଷପୂର୍ତ୍ତି ଅବସରରେ ଦେଶବ୍ୟାପୀ ଅନଲାଇନ୍ ଫିଟ୍ ଇଣ୍ଡିଆ ଭାବ...
କୋଭିଡ଼-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା – ନୂତନ ସଂକ୍ରମିତ ମାମଲା ମଧ୍ୟରୁ ୭୫ ପ୍ରତିଶତ ୧୦ଟି ରାଜ୍ୟ କିମ୍ବା...
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) କ୍ରମାଗତ ଷଷ୍ଠ ଦିନ ପାଇଁ, ନୂତନ ଆରୋଗ୍ୟଙ୍କ ଅପେକ୍ଷା ସୁନିଶ୍ଚିତ ହୋଇଥିବା ନୂତନ ସଂକ୍ରମିତଙ୍କ ମାମଲା ସଂଖ୍ୟା କମ୍ ରହିଛି।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ...
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଭର୍ଚୁଆଲ ଦ୍ଵିପାଖିକ ଶିଖର ବୈଠକ
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଶ୍ରୀ ମହିନ୍ଦା ରାଜପକ୍ଷଙ୍କ ମଧ୍ୟରେ ସେପ୍ଟେମ୍ବର ୨୬, ୨୦୨୦ ତାରିଖ ଦିନ ଭର୍ଚୁଆଲ ମୋଡ଼ରେ ଶିଖର...
ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଫିଟ୍ନେସ ଉତ୍ସାହୀଙ୍କ ସହ ପିଏମ୍ ମୋଦିଙ୍କ ମତ ବିନିମୟ
- ବୟସ ଉପଯୋଗୀ ଫିଟ୍ନେସ ପ୍ରୋଟକଲ ଉନ୍ମୋଚନ କଲେ ପିଏମ୍ ମୋଦି
- ଫିଟ୍ ଇଣ୍ଡିଆ ଡାଇଲଗ୍ ପ୍ରତ୍ୟେକ ବୟସ ବର୍ଗର ଫିଟ୍ନେସ ଉପରେ ଗୁରୁତ୍ୱ ଦେଉଛି ଏବଂ ଫିଟ୍ନେସ ରକ୍ଷା କ୍ଷେତ୍ରରେ ନବଦିଗନ୍ତ...
ରାଜ୍ୟ ଯୁବ ବିଜେଡିରେ କେନ୍ଦୁଝର ଜିଲ୍ଲାର ତିନି ଯୁବ ନେତା: ଅଞ୍ଜନ ରାଜ୍ୟ ସାଧାରଣ ସମ୍ପାଦକ
କେନ୍ଦୁଝର, ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ରାଜ୍ୟ ଯୁବ ବିଜେଡିର ପୁର୍ନଗଠନରେ କେନ୍ଦୁଝର ଜିଲ୍ଲାର ତିନି ଯୁବ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ଏବଂ ଜିଲ୍ଲା ଯୁବ ବିଜେଡି...
କେନ୍ଦୁଝର: କାମ ଯୋଗାଇ ଦେବାକୁ ଦାବି କରି ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କଲେ କିନ୍ନର
କେନ୍ଦୁଝର, ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ରେ ବସବାସ କରୁଥିବା କିନ୍ନର ମାନଙ୍କୁ କାମ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ଗୁରୁବାର ଦିନ ଏ ସଂପର୍କରେ...












