Home Coronavirus Outbreak ଆଜି ୩୦ ଜିଲ୍ଲାରୁ ୪୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ୨୦୧୦୯୬

ଆଜି ୩୦ ଜିଲ୍ଲାରୁ ୪୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ୨୦୧୦୯୬

137

ଭୁବନେଶ୍ୱର ୨୫-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ୪୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୧୦୯୬ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

– ନୂଆ ଆକ୍ରାନ୍ତ: ୪୨୦୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୪୬୨
– ସ୍ଥାନୀୟ ଅଞ୍ଚଳରୁ୧୭୪୬
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୯୪
୨- ବାଲେଶ୍ୱର ଜିଲ୍ଲାରୁ – ୧୧୮
୩- ବରଗଡ଼ ଜିଲ୍ଲାରୁ – ୧୧୪
୪- ଭଦ୍ରକ ଜିଲ୍ଲାରୁ – ୪୮
୫- ବଲାଙ୍ଗୀର ଜିଲ୍ଲାରୁ – ୭୬
୬- ବୌଦ୍ଦ ଜିଲ୍ଲାରୁ – ୨୯
୭- କଟକ ଜିଲ୍ଲାରୁ – ୪୬୫
୮- ଦେବଗଡ଼ ଜିଲ୍ଲାରୁ – ୨୦
୯- ଢେଙ୍କାନାଳ ଜିଲ୍ଲାରୁ – ୬୮
୧୦- ଗଜପତି ଜିଲ୍ଲାରୁ – ୧୩
୧୧- ଗଞ୍ଜାମ ଜିଲ୍ଲାରୁ – ୬୩
୧୨- ଜଗତସିଂହପୁର ଜିଲ୍ଲାରୁ – ୧୮୧
୧୩- ଯାଜପୁର ଜିଲ୍ଲାରୁ – ୨୩୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୮୧
୧୫- କଳାହାଣ୍ଡି ଜିଲ୍ଲାରୁ – ୧୧୬
୧୬- କନ୍ଧମାଳ ଜିଲ୍ଲାରୁ – ୧୦୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧୦
୧୮- କେନ୍ଦୁଝର ଜିଲ୍ଲାରୁ – ୮୨
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୭୨୫
୨୦- କୋରାପୁଟ ଜିଲ୍ଲାରୁ – ୭୨
୨୧- ମାଲକାନଗିରି : ୬୧
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୫୪
୨୩- ନବରଙ୍ଗପୁର ଜିଲ୍ଲାରୁ : ୧୩୧
୨୪- ନୟାଗଡ଼ ଜିଲ୍ଲାରୁ – ୫୨
୨୫- ନୂଆପଡ଼ା ଜିଲ୍ଲାରୁ – ୧୭୫
୨୬- ପୁରୀ ଜିଲ୍ଲାରୁ – ୧୯୯
୨୭- ରାୟଗଡ଼ା ଜିଲ୍ଲାରୁ – ୬୧
୨୮- ସମ୍ବଲପୁର ଜିଲ୍ଲାରୁ – ୧୩୧
୨୯- ସୋନପୁର ଜିଲ୍ଲାରୁ – ୨୬
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୮୦
୩୧- State Pool: ୨୨୪
ଗତକାଲି ସୁସ୍ଥ ହୋଇଥିଲେ: ୩୭୭୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୦୦୯୧୮୩
– ମୋଟ ଆକ୍ରାନ୍ତ ୨୦୧୦୯୬
– ମୋଟ ସୁସ୍ଥ ହେଲେଣି  
– ସକ୍ରୀୟ ଆକ୍ରାନ୍ତ – ୩୯୨୩୨

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.