Home ଜଗତସିଂହପୁର ତିର୍ତ୍ତୋଲର ୨୧ ପଞ୍ଚାୟତରେ ବିଜେଡ଼ି ସଭାପତିଙ୍କ ନାମ ଘୋଷଣା

ତିର୍ତ୍ତୋଲର ୨୧ ପଞ୍ଚାୟତରେ ବିଜେଡ଼ି ସଭାପତିଙ୍କ ନାମ ଘୋଷଣା

94

ତିର୍ତ୍ତୋଲ, ୨୫/୯ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ୨୧ଟି ପଞ୍ଚାୟତରେ ବିଜେଡ଼ି ତରଫରୁ ପଞ୍ଚାୟତ ସଭାପତିଙ୍କ ନାମ ଘୋଷଣା କରାଯାଛି। ତିତ୍ତେର୍ତ୍ତାଲ ନିର୍ବାଚନ ମଣ୍ଡଳୀ ଯୁବସଭାପତି ସୁବ୍ରତ କୁମାର ଦାଶଙ୍କ ଉପସ୍ଥିତିରେ ବ୍ଲକ ବିଜେଡ଼ି ସଭାପତି ଗଙ୍ଗାଧର ବିଶ୍ୱାଳଙ୍କ କାର୍ଯ୍ୟାଳୟ ଚିଠି ଦ୍ୱାରା ୨୧ ଟି ପଞ୍ଚାୟତର ବିଜେଡ଼ି ସଭାପତିଙ୍କ ନାମ ଘୋଷଣା କରାଯାଇଛି। କନିମୂଳ ପଞ୍ଚାୟତର ରାଜେନ୍ଦ୍ର ପ୍ରସାଦ ସାହୁ, ବିଷନପୁର ପଞ୍ଚାୟତର ଦିଲ୍ଲିପ କୁମାର ମହାନ୍ତି, କୃଷ୍ଣାନନ୍ଦପୁର ପଞ୍ଚାୟତର ସେକ୍ କଲ୍ଲିମୁଲ୍ଲା, ଦାଇଁଲୋର ଅଶୋକ କୁମାର ସାହୁ, ଗୋପାଳପୁର(ଶଙ୍ଖେଶ୍ୱର)ର ନିଲୁ ଚରଣ ଜେନା, ତରଜଙ୍ଗାର ରଞ୍ଜିତ କୁମାର ପରିଜା, ତିର୍ତ୍ତୋଲର ଦେବେନ୍ଦ୍ର ମହାପାତ୍ର, ତେନ୍ତୁଲିପଦା ସୁଦର୍ଶନ ପଣ୍ଡା, ସଅଂରାର ବସନ୍ତ ମହାରଣା, ଗୋବିନ୍ଦପୁର ର ରଞ୍ଜନ କୁମାର ଖୁଣ୍ଟିଆ, ଗୋପାଳପୁର ପଞ୍ଚାୟତର ମୃଣମୟ କୁମାର ସ୍ୱାଇଁ, ବିରିତୋଳ ର ଅଶୋକ କୁମାର ଦାସ, ମୁଳିସିଂହର ରମେଶ ଦାସ, କନକପୁର ର ଅକ୍ଷୟ କୁମାର ସ୍ୱାଇଁ, କୋଷ୍ଠି ମଲ୍ଲିକାପୁର କୃଷ୍ଣ ଚନ୍ଦ୍ର ନାୟକ, ପଟିଲୋର ସଞ୍ଜୟ କୁମାର ମଲ୍ଲିକ, କଟରା ର ଗାୟତ୍ରୀ ଆଚାର୍ଯ୍ୟ, ଗରାମ କିଶୋର କୁମାର ସାହୁ, ତୁଳଙ୍ଗର ବାବାଜି ଚରଣ ରାଉତ, ଜଗନ୍ନାଥପୁର ଝାଟୁ କାଣ୍ଡି, ଇବ୍ରିସିଂ ପଞ୍ଚାୟତର ବୈରାଗି ଚରଣ ବାରିକ ପ୍ରମୁଖଙ୍କୁ ପଞ୍ଚାୟତ ବିଜେଡ଼ି ସଭାପତିଭାବେ ମନୋତୀତ କରାଯାଇ ନାମ ଘୋଷଣା କରାଯାଇଛି। ଏଥିରେ ତିର୍ତ୍ତୋଲ ପଞ୍ଚାୟତସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବୀର କୁମାର ରାୟ, ଲିପାଲି ରାଉଳ, ପ୍ରଦୀପ୍ତ କୁମାର ନାୟକ, ରଞ୍ଜିତ କୁମାର ପରିଜା, ସିଦ୍ଧାର୍ଥ ଶଙ୍କର ରାଉଳଙ୍କ ସମେତ ଆଗଧାଡ଼ିର କର୍ମୀମାନେ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.