Home 2020

Yearly Archives: 2020

ପାଠ ପଢା ବୟସରେ ଛେଳି ଚରାଇବାକୁ ବାଧ୍ୟ, ସରକାରୀ ସହାୟତା ସାତ ସପନ

ସଇଁନ୍ତଲା, ୨୫-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଏକ ହସ, ଖୁସିରେ ଦିନ ବିତୁଥିଲା। ବେଶ ଖୁସିରେ ବାପାମା’ଙ୍କ ସହିତ ଚାରି ଭାଇ ଭଉଣୀ ରହୁଥିଲେ। କୁଆଡ଼ୁ କେଜାଣି ମାଡି ଆସିଲା ସୁଖୀ ପରିବାର...

ଦୁଇ ବାଇକ ମୁହାଁ, ମୁହିଁ ଧକ୍କା, ଜଣେ ମୃତ, ଦୁଇ ଗୁରୁତର

ବଲାଙ୍ଗୀର, ୨୪-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ତଥା ଭବାନୀପାଟଣା-ଖଡିଆଳ ୧୬ ନମ୍ବର ରାଜ୍ୟ ରାଜପଥର ଚାନ୍ଦୋତରା ନିକଟରେ ଥିବା ଦୁଇ ବାଇକ ମୁହାଁମୁହିଁ ଧକ୍କା...

ବାଲିଘାଟ ନିଲାମକୁ କେନ୍ଦ୍ରକରି ସଂଘର୍ଷ, ୩ଆହତ

ହାଟଡ଼ିହି, ୨୫/ ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ବାଲିଘାଟ ନିଲାମକୁ କେନ୍ଦ୍ରକରି ହାବଳେଶ୍ୱର ପଞ୍ଚାୟତର ଶାଳବଣୀ ଗ୍ରାମରେ ସଂଘର୍ଷ ଘଟି ତିନିଜଣ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ବାଲିଘାଟ କୁ...

ଜିଲ୍ଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର, ୨୫-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସ୍ଥାନୀୟ ଶୈଳଶ୍ରୀ ପେଲେସ୍ ଠାରେ ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ନବ ନିଯୁକ୍ତ ରାଜ୍ୟ ବିଜୁ ଯୁବ ଜନତା ଦଳର ସମ୍ପାଦକ ଅଜିତ...

ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ସମେତ ୧୨ଦଫା ଦାବିରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ବିକ୍ଷୋଭ

0
ଅନୁଗୋଳ,୨୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ଦୃଢ଼ ବିରୋଧ କରିଛି ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ) । ଏଥିସହିତ ସମସ୍ତ କରୋନା ରୋଗୀମାନଙ୍କର ଉପଯୁକ୍ତ ଚିକିତ୍ସାର ଦାୟିତ୍ୱ ସରକାର ବହନ କରିବା ସହ...

ଦଧିବାବନପୁର- ସିଙ୍ଗଡୋବ ରାସ୍ତା ଅବସ୍ଥା ଶୋଚନୀୟ

ହାଟଡ଼ିହି, ୨୫/ ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ଦଧିବାବନପୁର-ସିଙ୍ଗଡୋବ ତିନି କିଲୋମିଟରରୁ ଉର୍ଦ୍ଧ ଆର.ଡି ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତା ସାରା ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଛି । ଖାଲ ଖମା ଗୁଡିକରରେ...

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖୁବ ଶୀଘ୍ର ସଚେତନତା ଜରିଆରେ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ପ୍ରକାଶ କଲେ ଜିଲ୍ଲା...

ବଲାଙ୍ଗୀର, ୨୪-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି, ବିଶେଷ କରି ବଲାଙ୍ଗୀର ଜିଲ୍ଲାରେ ଏହାର ସଂଖ୍ୟା ହୁ ହୁ ହୋଇ ବଢୁଛି। ଏହି କରୋନା ମହାମାରୀ ସବୁ...

ପଢ଼ିଆରିପଲ୍ଲୀରେ ଭଙ୍ଗା ପୋଲ ଉପର ଦେଇ ଯାତାୟତ କରୁଛନ୍ତି ଲୋକେ

ହାଟଡ଼ିହି, ୨୫/ ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ପଢ଼ିଆରିପଲ୍ଲୀ ଗ୍ରାମ ରାସ୍ତାରେ ଏକ ପୋଲ ଭାଙ୍ଗି ପଡିଥିବାବେଳେ କେହି ସେଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ପଢ଼ିଆରିପଲ୍ଲୀ...

ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସୁଗା ୟୋଶିହିଦେଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ ଯୋଗେ ଜାପାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ସୁଗା ୟୋଶିହିଦେଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ ହୋଇଥିବାରୁ ସୁଗାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା...

ଅବକାରୀ ବିଭାଗର ଚଢ଼ାଉରେ ଚୋରାମଦ ଜବତ ସହ ୪ ଗିରଫ

0
ତାଳଚେର,୨୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଅବକାରୀ ଅଧିକ୍ଷକ କ୍ରୀଷ୍ଣା ନାୟକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଉପ ନିରୀକ୍ଷକ ପ୍ରଭାସ କୁମାର ଚୈାଧୁରୀଙ୍କ ନେତୃତ୍ୱରେ ତାଳଚେର ଅଂଚଳର ଅଙ୍ଗାରୁଆ,ତାଳଚେର ବସଷ୍ଟାଣ୍ଡ,ତାଳଚେର ଟାଉନ ଏବଂ ସନ୍ଥପଡ଼ା...

ମାଛ ପୋଖରୀରେ ବିଷ ପ୍ରୟୋଗ ଅଭିଯୋଗ ଏସଏଚଜି ମହିଳାଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି

ବାଲେଶ୍ୱର, ୨୪ା୯ (ଓଡ଼ିଆ ପୁଅ/ଅଭୟ ଦାସ) : ପୂର୍ବ ଶତ୍ରୁତାରୁ ଗ୍ରାମ ପଞ୍ଚାୟତରୁ ଲିଜ୍ ନେଇଥିବା ଏକ ପୋଖରୀରେ ବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ମାରି ନଷ୍ଟ କରି ଦେଇଥିବା ଅଭିଯୁକ୍ତଙ୍କ...

ବିପଣୀ ଉନ୍ନୟନ କମିଟି ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର, ୨୪ା୯ (ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ବିପଣୀ ଉନ୍ନୟନ କମିଟି ପକ୍ଷରୁ ସପ୍ତମ ବାର୍ଷିକ ୨ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମୋତିଗଞ୍ଜସ୍ଥିତ ଘୋଷ ମାର୍କେଟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର...

ଯୁବ କଂଗ୍ରେସ ପକ୍ଷରୁ ନୂତନ କୃଷିନୀତିକୁ ବିରୋଧ

ବାଲେଶ୍ୱର, ୨୫-୯ (ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ସଂସଦ ଅଧିବେଶନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ହୋଇଥିବା କୃଷି ସଂଶୋଧନ ବିଧେୟକକୁ ନେଇ ସମଗ୍ର ଦେଶରେ ବିରୋଧର ସ୍ୱର ଉଠିଥିବା ବେଳେ ବାଲେଶ୍ୱରରେ...

ଶୋଚନୀୟ ସହର ରାସ୍ତାର ନବୀକରଣ ଦାବି

ବାଲେଶ୍ୱର, ୨୫ା୯ (ଓଡ଼ିଆ ପୁଅ/ଅଭୟ ଦାସ): ମରଣଯନ୍ତା ପାଲଟି ଥିବା ବାଲେଶ୍ୱର ସହରର ଏକାଧିକ ରାସ୍ତାର ନବୀକରଣ ଦାବିରେ ଯୁବ ସଂଗଠକ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଗୁରୁବାରଦିନ...

କେନ୍ଦୁଝର: ସାର୍ଟିଫିକେଟରେ ଭୁଲ ତଥ୍ୟ ଯୋଗୁଁ ମେଟ୍ରିକ ପାଶ୍ ପରେ ବି ପାଠ ପଢିବାରୁ ବଂଚିତ ଆଦିବାସୀ ଛାତ୍ରୀ...

କେନ୍ଦୁଝର, ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଶିକ୍ଷା ବିଭାଗର ତ୍ରୁଟି ଯୋଗୁଁ ଦଣ୍ଡ ଭୋଗୁଛନ୍ତି କେନ୍ଦୁଝର ଜିଲ୍ଲାର ଜଣେ ନିରୀହ ଆଦିବାସୀ ଛାତ୍ରୀ। ମେଟ୍ରିକ ପାଶ୍ ପରେ ଆଗ୍ରହ ଥାଇ...

କୃଷି ବିଲ୍ କୁ ବିରୋଧ, ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ

0
ହରିଚନ୍ଦନପୁର,ତା ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦ୍ର ସରକାରଙ୍କ କୃଷି କ୍ଷେତ୍ର ସଂକ୍ରାନ୍ତ ବିଧେୟକ ସଂସଦରେ ଗୃହୀତ ହେବା ପ୍ରତିବାଦରେ ଭାରତୀୟ କିଶାନ ୟୁନିୟନ, ଅଲଇଣ୍ଡିଆ କୃଷକ ସଂଗଠନ, ଅଖିଳ ଭାରତ କିଶାନ...

କେନ୍ଦ୍ର କୃଷି ଆଇନ୍ ୨୦୨୦କୁ ବାତିଲ୍ ଦାବିରେ ରଣପୁର ଚାଷିଙ୍କ ପ୍ରତିରୋଧ ଓ ପ୍ରତିବାଦ

0
ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୨୫/୯- କେନ୍ଦ୍ର ସରକାରଙ୍କର କୃଷକ ଓ କୃଷି ସର୍ବନାଶକାରି ତିନିଗୋଟି କୃଷି ଆଇନ୍ ୨୦୨୦ବାତିଲ୍ ଦାବିରେ ରଣପୁର ବ୍ଲକ କୃଷକସଭାର ଚାଷିମାନେ ସେପ୍ଟେମ୍ବର ୨୫ ତାରିଖରେ ପ୍ରତିବାଦ ଓ ପ୍ରତିରୋଧ...

କୃଷି ବିଲ୍ ପ୍ରସଙ୍ଗରେ ବରିଷ୍ଠ ନେତା ଶ୍ରୀ ଦିଗବିଜୟ ସିଂହଙ୍କ ବକ୍ତବ୍ୟ କଂଗ୍ରେସ ଦଳର ଚାଷୀ ବିରୋଧୀ ମନୋଭାବକୁ...

0
- ୨୦୧୩ ମସିହାରେ ରାହୁଲ ଗାନ୍ଧୀଙ୍କ ବିବୃତି ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ଇସ୍ତହାରର ଘୋଷଣାକୁ ଭୁଲିଯାଇଥିବା କଂଗ୍ରେସ ଦଳର ରାଜନୀତି ଦିଶାହୀନ ହୋଇପଡିଛି - କୃଷି ବିଲ୍ ଦ୍ୱାରା ଚାଷୀ ସାମଗ୍ରୀର...

ବେକରେ ଓଢ଼ଣୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

0
ହରିଚନ୍ଦନପୁର,ତା ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କାଦୁଅଡିହା ଗ୍ରାମର ମଳୟ ସାହୁଙ୍କ ଝିଅ ମହେଶ୍ୱତା ସାହୁ(୧୮) ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି...

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଓ ଏକାତ୍ମ ମାନବ ଦର୍ଶନ

0
୨୫ ସେପ୍ଟେମ୍ବର ( ଦୀନଦୟାଲ ଜୟନ୍ତୀ ଉପଲକ୍ଷେ) ବିଶେଷ ଡଃ ସମନ୍ୱୟ ନନ୍ଦ ଜନସଂଘର ପୂର୍ବତନ ସଭାପତି ପଣ୍ଡିତ ଦୀନୟାଲଙ୍କ ସ୍ଥାନ ଭାରତୀୟ ଚିନ୍ତନ ପରମ୍ପରାରେ ଖୁବ ଗୁରୁତ୍ୱପୂର୍ଣ ବୋଲି ମନେ କରାଯାଇଥାଏା କାରଣ ସେ...