Home 2020
Yearly Archives: 2020
ଏସୟୁସିଆଇ ପକ୍ଷରୁ ହାଟଡିହି ବିଡିଓଙ୍କୁ ଦାବିପତ୍ର
ହାଟଡିହି, ୨୮ /୯: (ଓଡିଆପୁଅ/ବିକାଶ ବିଶ୍ୱାଳ) ଏସୟୁସିଆଇ ଦଳ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିବାଦ ସପ୍ତାହ ପାଳନ ଅବସରରେ ହାଟଡିହି ବ୍ଲକ କମିଟି ପକ୍ଷରୁ ବିଡିଓଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ...
ଓରାଳିରେ ବିଜେପିର ମିଶ୍ରଣ ପର୍ବ, ୫୦ରୁ ଉର୍ଦ୍ଧ ଭିନ୍ନଦଳର କର୍ମୀ ସାମିଲ
ହାଟଡ଼ିହି, ୨୮ । ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଓରାଳି ପଞ୍ଚାୟତରେ ଆଜି ୫୦ରୁ ଉର୍ଦ୍ଧ ଭିନ୍ନ ଭିନ୍ନ ଦଳର ଛାମୁଆନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି...
ଏ ଆଇ ଏସ୍ ଏଫ୍ ପକ୍ଷରୁ ଭଗତ୍ ସିଂଙ୍କ ୧୧୩ ତମ ଜୟନ୍ତୀ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ
ଭୁବନେଶ୍ୱର, ୨୮ା୯ (ଓଡ଼ିଆ ପୁଅ) : ଆଜି ଶହୀଦ ଏ ଆଜ କମ୍ରେଡ୍ ଭଗତ୍ ସିଂଙ୍କ ୧୧୩ତମ ଜନ୍ମବାର୍ଷିକୀରେ ଏ ଆଇ ଏସ୍ ଏଫ୍ ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ “ସାମ୍ପ୍ରତିକ ଶିକ୍ଷା...
ମୋଦି ସରକାରଙ୍କ ସଂସଂଦରେ କୃଷକ ମାରଣ ତିନିଗୋଟି ବିଧେୟକ ପାରିତ ପ୍ରତିବାଦରେ ପିସିସି ପକ୍ଷରୁ ପଦଯାତ୍ରା ଓ ରାଷ୍ଟ୍ରପତିଙ୍କ...
ଭୁବନେଶ୍ୱର ୨୮-୯ (ଓଡ଼ିଆ ପୁଅ) - ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓପିସିସି ପକ୍ଷରୁ ଗୋପବନ୍ଧୁ ଛକ ଠାରୁ ରାଜଭବନ ପର୍ଯ୍ୟନ୍ତ କଂଗ୍ରେସ ନେତୃମଣ୍ଡଳୀମାନେ ପଦଯାତ୍ରାରେ ଯାଇ ଅପରାହ୍ନ ଘ- ୧୧.୩୦...
ମୟୁରଝଲିଆ ଗ୍ରାମ୍ୟ ଉନ୍ନୟନ କାଜୁ କମିଟିର ମାଙ୍କଡା ଖଣି ନିଲାମକୁ ବିରୋଧ
ଓଡିଆ ପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)୨୮/୯- ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଝାରପଡା ରେଭେନ୍ୟୁ ସର୍କଲ ର ମୟୁରଝାଲିଆ ମୌଜାରେ ୪ଏକର ବିଶିଷ୍ଟ ଏକ ସରକାରୀ ଯାଗାରେ ମାଙ୍କଡା ପଥର ଖଣିର ନୂତନ ଉତ୍ସ...
ନକଲି ମାଓବାଦୀ ନାମରେ ଆକ୍ରମଣ ଘଟଣାରେ ୨ ଗିରଫ
ଯୋଡା, ୨୮/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାମେବାରୀ ଥାନା ଅନ୍ତର୍ଗତ ସିଲଯୋଡା ଗ୍ରାମରେ ଗତ ୨୫ ତାରିଖ ଦିନ ୧୨ ଘଟିକା ସମୟରେ ୨୫ ରୁ ୩୦ଜଣ...
ଯୋଡାର ଗୌରବ ଅନ୍ତରୀକ୍ଷଙ୍କ ପ୍ରକଳ୍ପ ଇସ୍ରୋ ଦ୍ୱାରା ଉଚ୍ଚ ପ୍ରଶଂସିତ
ଯୋଡା, ୨୮/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡାସ୍ଥିତ ଟାଟା ଡିଏଭି ସ୍କୁଲର ଛାତ୍ର ଅନ୍ତରୀକ୍ଷ ଦାସଙ୍କ ନିର୍ମିତ ଏକ ମଡେଲ ଭାରତୀୟ ମହାକାଶ ଗବେଶଣା ସଂଗଠନ (ଇସ୍ରୋ)...
ଭଡାଟିଆଙ୍କ ମାଡରେ ମାଲିକାଣୀଙ୍କ ମୃତ୍ୟୁ
ଯୋଡା, ୨୮/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ରବିବାର ସନ୍ଧ୍ୟାରେ ଯୋଡା ପୌରାଞ୍ଚଳର ଅନ୍ତର୍ଗତ ୯ନଂ ୱାର୍ଡସ୍ଥିତ କମାରସାହି ଭଡାଟିଆଙ୍କ ଫୁଙ୍କନଳୀ ଆକ୍ରମଣରେ ମାଲିକାଣୀ ଶାନ୍ତି ରୁଣ୍ଡା (୫୦)ଙ୍କର...
ମୃତ୍ୟୁ ପରେ କ’ଣ ହୁଏ ? କ୍ଲିନିକାଲି ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କର ଅନୁଭୂତି
ନୂଆ ଦିଲ୍ଲୀ ୨୮, ସେପ୍ଟେମ୍ବର (ଓଡ଼ିଆ ପୁଅ) ଧାର୍ମିକ ପାଠ୍ୟପୁସ୍ତକ ଉପରେ ନଜର ପକାଇଲେ ଆଧ୍ୟାତ୍ମିକବାଦୀମାନେ ପ୍ରାୟତଃ ଯୁକ୍ତି ବାଢ଼ନ୍ତି ଯେ, ମାନବ ଜୀବନ, ଏହାର ଶାରୀରିକ ରୂପରେ, କେବଳ ଅସ୍ଥାୟୀ ଅଟେ,...
ଆଜି ରାଜ୍ୟରେ ୩୨୩୫ ନୂଆ କରୋନା ଆକ୍ରାନ୍ତ, ୧୬ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ...
ଭୁବନେଶ୍ୱର ୨୮-୯ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୩୨୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୨୧୨୬୦୯ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୧୫ ଜଣ ନୂଆ...
ଆଜି କରୋନା ନେଲା ୧୬ ମୁଣ୍ଡ – ମୋଟ ମୃତ୍ୟୁ ୮୧୩ କୁ ବୃଦ୍ଧି
ଭୁବନେଶ୍ୱର ୨୮-୯ (ଓଡ଼ିଆ ପୁଅ) ଆଜି ରାଜ୍ୟେରେ କରୋନା ନେଇଛି ୧୬ ମୁଣ୍ଡ। ତେଣୁ ମୋଟ ମୃତ୍ୟୁ ସଂଖ୍ୟା ୮୧୩ କୁ ବୃଦ୍ଧି ପାଇଛି। ତେବେ ଜାଣନ୍ତୁ କେଉଁ ଜାଲ୍ଲାରୁ କେତେ
ବାଲେଶ୍ୱର ଜିଲ୍ଲାରୁ...
ଆଜି ରାଜ୍ୟରେ ୩୨୩୫ ନୂଆ ଆକ୍ରାନ୍ତ- ମୋଟ ଆକ୍ରାନ୍ତ ୨୧୨୬୦୯ କୁ ବୃଦ୍ଧି
ଭୁବନେଶ୍ୱର ୨୮-୯ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୩୨୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୨୧୨୬୦୯ କୁ ବୃଦ୍ଧି ପାଇଛି।
- ନୂଆ ଆକ୍ରାନ୍ତ: ୩୨୩୫
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୯୧୫
-...
ଭାରତର କୃଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ନୂଆ ଦିଲ୍ଲୀ ୨୮-୯ (ଓଡ଼ିଆ ପୁଅ) ନିଜର ମନ୍ କୀ ବାତ୍ ଉଦବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କୋଭିଡ-୧୯ ସଙ୍କଟ ସମୟରେ ଦେଶର କୃଷକମାନେ ଅସାଧାରଣ ସହନଶୀଳତାର ପ୍ରଦର୍ଶନ କରିଛନ୍ତି।
ପ୍ରଧାନମନ୍ତ୍ରୀ...
କାହାଣୀ କହିବା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ମନ କୀ ବାତ ଉଦବୋଧନର ସଦ୍ୟତମ ସଂସ୍କରଣରେ କାହାଣୀ କହିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କାହାଣୀର ଇତିହାସ ସେତିକି ପୁରୁଣା ଯେତିକି...
ଜିଏସଟି ଚୋରୀକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ
ଭୁବନେଶ୍ୱର ୨୮-୯ (ଓଡ଼ିଆ ପୁଅ) - ଦେଶରେ ଜିଏସଟିକୁ ନେଇ ଏକ ଲଜ୍ଜ୍ୟାଜନକ ସ୍ଥିତି ଦେଖାଦେଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ଏକ ପ୍ରେସବାର୍ତ୍ତାରେ...
କୁକୁଡା ଚୋର ଗିରଫ
ହାଟଡିହି, ୨୭ /୯:(ଓଡିଆପୁଅ/ବିକାଶ ବିଶ୍ୱାଳ) ବିଦ୍ୟାଧରପୁର ବଜାରରୁ କୁକୁଡା ଚୋରୀ ଅଭିଯୋଗରେ ସୋସୋ ପୁଲିସ କମଳ ଲୋଚନ ଯେନା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଖବରରୁ ଜଣାଯାଇଛି ଯେ ଗତ...
ଯୁବନେତା ପ୍ରକାଶଜ୍ୟୋତି ମହାକୁଡ ହେଲେ ଯୁବ ଯାଦବ ମହାସଭାର ସଭାପତି
ଯୁବନେତା ପ୍ରକାଶଜ୍ୟୋତି ମହାକୁଡ ହେଲେ ଯୁବ ଯାଦବ ମହାସଭାର ସଭାପତି
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଜିଲା ଯାଦବ ଭବନ, କଲେଇ ପଂଚାୟତ ଠାରେ ଜିଲା ଯାଦବ...
ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ହଦଗଡରେ ପର୍ଯ୍ୟଟକଙ୍କ ଭିଡ
ହାଟଡ଼ିହି, ୨୭/୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ପ୍ରମୁଖ ପର୍ୟ୍ୟଟନ ସ୍ଥଳୀ ହଦଗଡରେ ଆଜି ବିଶ୍ୱପର୍ୟ୍ୟଟନ ଦିବସ ଉପଲକ୍ଷେ ପର୍ୟ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । କୋଭିଡ କଟକଣା...
ବିଜେଡି ଯୁବ ଏବଂ ଛାତ୍ର ସଙ୍ଗଠନ ସଭାପତି ଘୋଷିତ: ବ୍ୟମୋକେଶଙ୍କୁ ଯୁବ; ଦେବୀ ରଞ୍ଜନଙ୍କୁ ଛାତ୍ର ଦାୟିତ୍ୱ
ଭୁବନେଶ୍ୱର: ବିଜୁ ଜନତା ଦଳର ଯୁବ ଏବଂ ଛାତ୍ର ସଙ୍ଗଠନ ସଭାପତି ଘୋଷଣା କରାଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାୟକ ଡଃ ବ୍ୟମୋକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଭାବରେ...
ବାଲିବୋଝଇ ଟ୍ରାକ୍ଟର ଜବଦ
ହାଟଡିହି, ୨୭ /୯: (ଓଡିଆପୁଅ/ବିକାଶ ବିଶ୍ୱାଳ) ଓରାଳି-ଶାଳଣିଆଁ ରାସ୍ତାର ଶାଳକଣିଆଁ ନିକଟରେ ପୁଲିସ ଏକ ବାଲି ବୋଝେଇ ଟ୍ରାକ୍ଟର ଜବଦ କରିଛି । ପୁଲିସ ଏସ.ଆଇ ବିଶ୍ୱଜିତ ବେହେରା ଏହି ରାସ୍ତାଦେଇ ଯାଉଥିବା...










