Home ଅନୁଗୁଳ ଆଜି ରାଜ୍ୟରେ ୩୨୩୫ ନୂଆ ଆକ୍ରାନ୍ତ- ମୋଟ ଆକ୍ରାନ୍ତ ୨୧୨୬୦୯ କୁ ବୃଦ୍ଧି

ଆଜି ରାଜ୍ୟରେ ୩୨୩୫ ନୂଆ ଆକ୍ରାନ୍ତ- ମୋଟ ଆକ୍ରାନ୍ତ ୨୧୨୬୦୯ କୁ ବୃଦ୍ଧି

124

ଭୁବନେଶ୍ୱର ୨୮-୯ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୩୨୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୨୧୨୬୦୯ କୁ ବୃଦ୍ଧି ପାଇଛି।
– ନୂଆ ଆକ୍ରାନ୍ତ: ୩୨୩୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୯୧୫
– ସ୍ଥାନୀୟ ଅଞ୍ଚଳରୁ୧୩୨୦
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୭୯
୨- ବାଲେଶ୍ୱର ଜିଲ୍ଲାରୁ – ୧୦୦
୩- ବରଗଡ଼ ଜିଲ୍ଲାରୁ – ୧୩୭
୪- ଭଦ୍ରକ ଜିଲ୍ଲାରୁ – ୬୭
୫- ବଲାଙ୍ଗୀର ଜିଲ୍ଲାରୁ – ୧୦୧
୬- ବୌଦ୍ଦ ଜିଲ୍ଲାରୁ – ୪୨
୭- କଟକ ଜିଲ୍ଲାରୁ – ୩୧୮
୮- ଦେବଗଡ଼ ଜିଲ୍ଲାରୁ – ୧୨
୯- ଢେଙ୍କାନାଳ ଜିଲ୍ଲାରୁ – ୬୯
୧୦- ଗଜପତି ଜିଲ୍ଲାରୁ – ୩୧
୧୧- ଗଞ୍ଜାମ ଜିଲ୍ଲାରୁ – ୨୮
୧୨- ଜଗତସିଂହପୁର ଜିଲ୍ଲାରୁ – ୮୬
୧୩- ଯାଜପୁର ଜିଲ୍ଲାରୁ – ୧୧୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୭୧
୧୫- କଳାହାଣ୍ଡି ଜିଲ୍ଲାରୁ – ୪୨
୧୬- କନ୍ଧମାଳ ଜିଲ୍ଲାରୁ – ୬୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୩
୧୮- କେନ୍ଦୁଝର ଜିଲ୍ଲାରୁ – ୮୬
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୫୦୬
୨୦- କୋରାପୁଟ ଜିଲ୍ଲାରୁ – ୫୯
୨୧- ମାଲକାନଗିରି : ୨୧
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୧୮
୨୩- ନବରଙ୍ଗପୁର ଜିଲ୍ଲାରୁ : ୧୨୪
୨୪- ନୟାଗଡ଼ ଜିଲ୍ଲାରୁ – ୪୩
୨୫- ନୂଆପଡ଼ା ଜିଲ୍ଲାରୁ – ୧୦୬
୨୬- ପୁରୀ ଜିଲ୍ଲାରୁ – ୭୯
୨୭- ରାୟଗଡ଼ା ଜିଲ୍ଲାରୁ – ୧୦୧
୨୮- ସମ୍ବଲପୁର ଜିଲ୍ଲାରୁ – ୧୨୦
୨୯- ସୋନପୁର ଜିଲ୍ଲାରୁ – ୬୫
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୧
୩୧- State Pool: ୧୪୮
ଗତକାଲି ସୁସ୍ଥ ହୋଇଥିଲେ : ୩୩୭୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୧୫୯୪୦୦
– ମୋଟ ଆକ୍ରାନ୍ତ ୨୧୨୬୦୯
– ମୋଟ ସୁସ୍ଛ ହୋଲେଣି ୧୭୩୫୭୧
ସକ୍ରୀୟ ଆକ୍ରାନ୍ତ : ୩୮୧୭୨

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.