Home 2020
Yearly Archives: 2020
ମନୀଷାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ଦାବିରେ କ୍ୟାଣ୍ଡଲ ଶୋଭାଯାତ୍ରା
ହାଟଡିହି, ୩ /୧୦-(ଓଡିଆପୁଅ/ ବିକାଶ ବିଶ୍ୱାଳ) ଉତ୍ତର ପ୍ରଦେଶ ହାଥରସ ଠାରେ ମନିଷାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମାନଙ୍କୁ କଠୋରରୁ କଠୋରତ୍ତମ ଦଣ୍ଡ ଦେବା ଦାବିରେ ହାଟଡିହି ବ୍ଲକ ଇଞ୍ଚୋଳ...
ସଢ଼ା ପଞ୍ଚାୟତରେ ଗାନ୍ଧୀଜୟନ୍ତୀ ଓ ସ୍ୱତନ୍ତ୍ର ଗ୍ରାମସଭା
ହାଟଡିହି, ୩ /୧୦-(ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଓ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଜୟନ୍ତୀ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ...
ବିହାର ନିର୍ବାଚନ : ମହାଗଠବନ୍ଧନରେ ଆସନ ବୁଝାମଣା, ଜାଣନ୍ତୁ କାହାର କେତେ
ପାଟନା, ୦୩ ଅକ୍ଟୋବର ୩-୧୦ (ଓଡ଼ିଆ ପୁଅ) ବିହାର ବିଧାନସଭା ନିର୍ବାଚନ ପାଇଁ ମହାଗଠବନ୍ଧନରେ ଆସନ ବୁଝାମଣା ହୋଇଛି।
ଆରଜେଡି ୧୪୪, କଂଗ୍ରେସ ୭୦ ଏବଂ ବାମ ୨୯ ଟି ଆସନରେ ନିର୍ବାଚନ ଲଢ଼ିବେ।...
ସାବାସ୍: ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ଧର୍ମେନ୍ଦ୍ର ଆଜି ତାଙ୍କର ପ୍ଲାଜମା ଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବେ ଧର୍ମେନ୍ଦ୍ର ପ୍ରଧାନ କରୋନା ଆକ୍ରାନ୍ତ ହୋଇଥିଲେ। କରୋନାରୁ...
ରଣପୁର ରେ ଅଙ୍ଗନୱାଡି ଡ୍ରେସ୍ ପ୍ରଦାନରେ ଅନୀୟମିୟତା ଓ ଶୁଖିଲା ଖାଦ୍ୟ ଦେବା ବନ୍ଦ୍
ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୦୩/୧୦- ନୟାଗଡ ଜିଲ୍ଲାରେ ସମନ୍ନିତ ଶିଶୁ ବିକାଶ ଯୋଜନାରେ ଚାଲୁଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ପିଲା ମାନଙ୍କ ଡ୍ରେସ୍ ବଣ୍ଟନରେ ଅନିୟମିୟତା ଦେଖାଦେଇଥିବା ଅଭିଯୋଗ ହୋଇଆସୁଅଛି । ସେଥିରୁ ବାଦ୍...
ଗାନ୍ଧୀ ଜୟନ୍ତୀ ଅବସରରେ ଜେଏସପିଏଲ ପକ୍ଷରୁ ସ୍ୱଚ୍ଛତା ଅଭିଯାନ
ଯୋଡା, ୦୩-୧୦ (ଓଡିଆ ପୁଅ ଦ ସେକ୍ ଜାବିର ମହମ୍ମଦ) - ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କର ୧୫୧ ତମ ଜନ୍ମ ବାର୍ଷିକୀ କୁ ଚିର ସ୍ମରଣୀୟ କରିବା ପାଇଁ ଜିନ୍ଦଲ...
ବାଇକ୍ ଉପରେ ଚଢ଼ିଗଲା ୧୨ଚକିଆ ଟ୍ରକ, ବାଇକ୍ ଆରୋହୀଙ୍କ ସହ ଜଣେ ମୃତ
ହରିଚନ୍ଦନପୁର,ତା ୩ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାର ଭଗାମୁଣ୍ଡା ଆଶ୍ରମ ସ୍କୁଲ୍ ନିକଟରେ ବାଇକ୍ ଉପରେ ଚଢ଼ିଗଲା ୧୨ଚକିଆ ଟ୍ରକ ବାଇକ୍ ଆରୋହୀ...
ବଡ଼ ଭୂମିକା ହାସଲ ପାଇଁ ବିଜେପିରେ ଲମ୍ବା ଇନିଂସ୍ ଖେଳି ପାରିବେ କି ବୈଜୟନ୍ତ ଆଉ ଅପରାଜିତା? ଏକ...
ଭୁବନେଶ୍ୱର: ଅନେକ ନେତା ବିଜେପିରେ ଯୋଗ ଦିଅନ୍ତି କିନ୍ତୁ, ଫେରିବା ପାଇଁ ଏକ ଉପାୟ ମଧ୍ୟ ଖୋଜନ୍ତି। ଅନେକ ନେତା ବିଜେପିକୁ ଆସନ୍ତି, କିନ୍ତୁ ବିଜେପିରେ ତିଷ୍ଠି ନପାରି ପୁଣି ଫେରି ଯାଆନ୍ତି।...
ଆଜି ୩୦୫୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୭ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ –
ଭୁବନେଶ୍ୱର ୩-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୦୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୨୯୩୮୭ କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଓ...
ଆଜି ରାଜ୍ୟରେ କରୋନା ନେଲା ୧୭ ମୁଣ୍ଡ – ମୋଟ ମୃତ୍ୟୁ ୮୯୨ କୁ ବୃଦ୍ଧି
ଭୁବନେଶ୍ୱର ୩-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ କରୋନା ନେଲା ୧୭ ମୁଣ୍ଡ - ମୋଟ ମୃତ୍ୟୁ ୮୯୨ କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା...
ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୦୫୩ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୨୯୩୮୭ କୁ ବୃଦ୍ଧି
ଭୁବନେଶ୍ୱର ୩-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୦୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। - ମୋଟ ଆକ୍ରାନ୍ତ ୨୨୯୩୮୭ କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଓ...
କିଶୋର ନଗର ବ୍ଲକ ବିଜେଡି ପକ୍ଷରୁ ଜନସଚେତନତା ଅଭିଯାନ
ଆଠମଲ୍ଲିକ,୩/୧0(ଓଡ଼ିଆ ପୁଅ/ଜିତେନ୍ଦ୍ର ସାହୁ): ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ବିଜେଡି ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ବ୍ୟାପି ଅକ୍ଟୋବର ଦୁଇ...
ଅନଲାଇନ ଖେଳ କବଳରେ ଯୁବ ପୀଢି, ‘ଫ୍ରୀ ଫାୟାର’ ଖେଳ ନେଲା ୮ମ ଶ୍ରେଣୀ ଛାତ୍ରର ଜୀବନ
ଯୋଡା, ୦୨/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଲକ୍ ଡାଉନକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡିକ ସରକାର ବନ୍ଦ କରିବା ପରେ ଅନ୍ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଏବେ କୋମଳମତି...
କରୋନା ସଂକ୍ରମଣ ଭୟରେ ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ବିଚାରପତି
ନୂଆ ଦିଲ୍ଲୀ ୨-୧୦ (ଓଡ଼ିଆ ପୁଅ) ଆନ୍ଧ୍ରପ୍ରଦେଶର ମିଆପୁର ଥାନା ଅଞ୍ଚଳରୁ ଏକ ଦୁଃଖ ଖବର ଆସିଛି। ଜଣେ ଅବସରପ୍ରାପ୍ତ ବିଚାରପତି କରୋନା ସଂକ୍ରମଣ ହୋଇଥିବା ଆଶଶଙ୍କା କରି ଆତ୍ମହତ୍ୟା କରିଛନ୍ତି।
ସୂଚନା ଅନୁଯାୟୀ,...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହସ୍ପିଟାଲରେ ଭର୍ତ୍ତି
ନୂଆ ଦିଲ୍ଲୀ ୩-୧୦ (ଓଡ଼ିଆ ପୁଅ) ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହସ୍ପିଟାସରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଏ ନେଇ ସେ ଏକ ଭିଡ଼ିଓ ସେୟାର କରିଛନ୍ତି। ସେ ସୁସ୍ଥ ଅଛନ୍ତି। ଫାଷ୍ଟ...
ସ୍ୱଚ୍ଛତମ, ସୁସ୍ଥତମ ଭାରତର ସଂକଳ୍ପକୁ ଦୋହରାଇବାର ସମୟ ଉପନୀତ : ହରଦୀପ ସିଂ ପୁରୀ
- ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ(ସହରାଞ୍ଚଳ)ର ଗୌରବମୟ ୬ ବର୍ଷ ପୂର୍ତ୍ତି ପାଳନ
- ‘ସ୍ୱଚ୍ଛତା କେ ୬ ସାଲ ବେମିସାଲ’ ଶୀର୍ଷକ ୱେବିନାର ଆୟୋଜିତ- ଶ୍ରୀ...
ଦିନକରେ ୧୦୭ ପଜିଟିଭ୍ ଚିହ୍ନଟ – ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ୭୮୦୧ କୁ ବୃଦ୍ଧି
ବାଲେଶ୍ୱର, ୨ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦମୟ ସ୍ଥିତି ସୃଷ୍ଟି କରିଛି। ଭାରତ ଭଳି ଜନବହୁଳ ରାଷ୍ଟ୍ରରେ କରୋନା...
କ୍ରମାଗତ ଭାବେ ୧୧ ଦିନ ପାଇଁ କରୋନା ସକ୍ରିୟ ମାମଲା ସଂଖ୍ୟା ୧୦ ଲକ୍ଷରୁ କମ- ୧୨ ଦିନରେ...
କ୍ରମାଗତ ୧୧ ଦିନ ଧରି ଭାରତରେ କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ କମ ରହିଛି।
ଆଜି କରୋନା ସକ୍ରିୟ ମାମଲାର ସଂଖ୍ୟା ରହିଛି ୯, ୪୨, ୨୧୭।
ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ସୁସ୍ଥ...
ନଡିଆ ସଢେଇରେ ମାସ୍କ
ପୁରୀ, ୨/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ବଜାରରେ ବିଭିନ୍ନ ପ୍ରକାର ମାସ୍କ ମିଳୁଛି। ସୁନା, ରୂପା ଓ ଅନ୍ୟାନ୍ୟ ଧାତୁରେ ମଧ୍ୟ ମାସ୍କ ମିଳୁଛି। ଶ୍ରୀ ଜଗନ୍ନାଥ ଧାମ ରେ ଏବେ ସେବାୟତ...
ରାହୁଲ ଗାନ୍ଧୀଙ୍କୁ ଉତରପ୍ରଦେଶ ପୋଲିସ୍ର ବର୍ବୋରୋଚିତ ଆକ୍ରମଣ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ
ଭୁବନେଶ୍ୱର ତା ୨-୧୦ (ଓଡ଼ିଆ ପୁଅ)– ରାହୁଲ ଗାନ୍ଧୀଙ୍କୁ ଉତରପ୍ରଦେଶ ପୋଲିସ୍ର ବର୍ବର ଆକ୍ରମଣ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରାକ୍ତନ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ୱରେ ଆଜି...









