Home 2020

Yearly Archives: 2020

ପଳସିଂହା ପଂଚାୟତରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

କେନ୍ଦ୍ରାପଡା, ୫-୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ଗ୍ରାମପଂଚାୟତରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଏହି...

ଅବସରପ୍ରାପ୍ତ ଶିକ୍ଷକ ପଦ୍ମନାଭ ଦାଶଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା, ୫-୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ପଦ୍ମନାଭ ଦାଶଙ୍କ ଦ୍ୱାଦଶାହରେ ତାଙ୍କ ଗ୍ରାମ କୁଆଁରପାଳସ୍ଥିତ କଳ୍ପତରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁରାତନଛାତ୍ର ଓ ତାଙ୍କ ସହଯୋଗୀ ଶିକ୍ଷକମାନଙ୍କ ପକ୍ଷରୁ...

କ୍ଷେପଣାସ୍ତ୍ର ‘ସୌର୍ଯ୍ୟ’ର ପରୀକ୍ଷା ସଫଳ

0
ବାଲେଶ୍ୱର, ୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ସୌର୍ଯ୍ୟ ବା କେ-୧୫ର ଆଜି ସଫଳ ପରୀକ୍ଷା ହୋଇଯାଇଛି। ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ...

ରୋଟାରୀ କ୍ଲବ ପକ୍ଷରୁ ଆନ୍ତର୍ଜାତିକ ବୟସ୍କ ଜନ ଦିବସ

ବାଲେଶ୍ୱର, ୪-୧୦(ଓଡ଼ିଆ ପୁଅ/ଅଭୟ ଦାସ): ରୋଟାରୀ କ୍ଲବ ପକ୍ଷରୁ ଆନ୍ତର୍ଜାତିକ ବୟସ୍କ ଜନ ଦିବସ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସଭାପତି ଭାବଗ୍ରାହୀ ମହାନ୍ତି ଅଧ୍ୟକ୍ଷତା କରିବା ସହିତ...

କରୋନାରେ ନେସ୍କୋ କନିଷ୍ଠ ଯନ୍ତ୍ରୀଙ୍କ ବିୟୋଗକୁ ନେଇ ଶୋକ

ବାଲେଶ୍ୱର, ୪-୧୦(ଓଡ଼ିଆ ପୁଅ/ଅଭୟ ଦାସ): ନେସ୍କୋର ବାରିପଦା ଡିଭିଜନ୍ ଭଞ୍ଜପୁର ସେକ୍ସନ କନିଷ୍ଠ ଯନ୍ତ୍ରୀ ସୁଜିତ୍ କୁମାର ସାହୁଙ୍କର ଗତ ୧ ତାରିଖ ଦିନ କରୋନାରେ ହୋଇଥିବା ମୃତ୍ୟୁକୁ ନେଇ ଓଡ଼ିଶା ରାଜ୍ୟ...

ଦଳିତ କନ୍ୟା ମନୀଷା ଗଣଧର୍ଷଣ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବୀରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତ୍ତରପ୍ରଦେଶର ହାଥରସ୍ ଠାରେ ଦଳିତ କନ୍ୟା ମନୀଷାଙ୍କୁ ଗଣଧର୍ଷଣ ଓ ହତ୍ୟା କରାଯିବା ଘଟଣାର ଅଭିଯୁକ୍ତଙ୍କୁ ଫାଶିଦଣ୍ଡ ଦେବା ଦାବୀରେ ଆଜି...

ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୪କୁ ବୃଦ୍ଧି

ହାଟଡିହି, ୪ /୧୦- (ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇଦିନ ଭିତରେ ୪ଜଣ ଆକ୍ରାନ୍ତ ବାରିବାପରେ ଏବେ ସଂଖ୍ୟା ଯାଇ...

ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ମଥୁରାପୁର ପୋଲ ନିକଟରେ ସୋଲାର ଷ୍ଟ୍ରିଟ ଲାଇଟ ଲୋକାର୍ପିତ

ହାଟଡିହି, ୪ /୧୦- (ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ହାବଳେଶ୍ୱର ପଞ୍ଚାୟତର ମଥୁରାପୁର ବୈତରଣୀ ପୋଲ ନିକଟରେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଉଜ୍ଜଳ ସୋଲାର ଲାଇଟ ସ୍ଥାପନ କରାଯାଇଛି । ଏଠାରେ...

ସଦର ଉପ-ନିର୍ବାଚନକୁ ନେଇ ତତ୍ପରତା – ବିଜେଡି ସଭାପତିଙ୍କ ମାରାଥନ୍ କର୍ମୀ ସମ୍ମିଳନୀ

ବାଲେଶ୍ୱର, ୪-୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି। ପ୍ରମୁଖ ରାଜନୈତିକ ଦଳର ନେତାମାନେ ବିଭିନ୍ନ ପଞ୍ଚାୟତରେ ନିଜ...

ବିଷ୍ଣୁପ୍ରୀୟା ବୃଦ୍ଧାଶ୍ରମକୁ ସ୍ୱାସ୍ଥ୍ୟ ପରୀକ୍ଷଣ କିଟ ପ୍ରଦାନ

ହାଟଡିହି, ୪ /୧୦- (ଓଡିଆପୁଅ/ ବିକାଶ ବିଶ୍ୱାଳ) ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ହାଟଡିହି ବ୍ଲକ ବିଷ୍ଣୁପ୍ରୀୟା ବୃଦ୍ଧାଶ୍ରମକୁ ସ୍ୱାସ୍ଥ୍ୟ ପରୀକ୍ଷଣ କିଟ ପ୍ରଦାନ କରାଯାଇଛି...

ଅନ୍ଧ ବିଶ୍ୱାସରୁ ମୁକୁଳି ପାରୁନାହାଁନ୍ତି ଗ୍ରାମବାସୀ : ଦାଣ୍ଡଦୁଆର ମୁକୁଳା ପଡିଛି

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୁଆର ଅଛି ହେଲେ କବାଟ ନାହିଁ । ଜଣେ ଅଥବା ଦୁଇଜଣଙ୍କର କଥା ନୁହେଁ ଗାଁ ଟା ସାରା ସଭିଙ୍କ ଦାଣ୍ଡ...

ବେଆଇନ୍ ବାଲି ଚାଲାଣ ଚଢ଼ଉ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ’ – ମାଫିଆଙ୍କ ସହ ସଦର ଅତିରିକ୍ତ ତହସିଲଦାରଙ୍କ...

ବାଲେଶ୍ୱର, ୪-୧୦(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବାଲି ଚୋରା ଚାଲାଣରୁ ଉପାର୍ଜିତ ଅର୍ଥରେ ମାଫିଆମାନଙ୍କ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇ ଚାଲିଥିବା ବେଳେ ସଦର ତହସିଲ ପକ୍ଷରୁ ଧରପଗଡ଼ ନଆଁରେ ହେଉଥିବା...

ପ୍ରବାସୀଙ୍କ ଯାତନାରେ ପଡ଼ୁନି ପୂର୍ଣ୍ଣଛେଦ : ମହାରାଷ୍ଟ୍ରରେ ଫସିଥିବା ଜିଲ୍ଲାର ୧୪ ପ୍ରବାସୀ ଘରକୁ ଫେରିଲେ

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତଥାପି ସରୁନି କରୋନା ସମୟରେ ପ୍ରବାସୀଙ୍କ ଯାତନା । ୨ମାସ ପୂର୍ବେ ପ୍ରବାସୀଙ୍କ ସମସ୍ୟାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ...

ଚରମ୍ପାରେ ଡଃ. ନରହରି ବେହେରାଙ୍କ ପାଇଁ ଶୋକସଭା

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଖ୍ୟାତ ସାହିତ୍ୟିକ ତଥା ଦକ୍ଷ ପ୍ରଶାସକ ଡଃ. ନରହରି ବେହେରାଙ୍କ କରୋନା ଯୋଦ୍ଧାଭାବେ ଅକାଳ ବିୟୋଗରେ ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ...

ଜୀବନ ବୀମା ଅଭିକର୍ତ୍ତା ସଂଘର ୫୬ତମ ପ୍ରତିଷ୍ଠା ଉତ୍ସବ

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ମହାସଂଘର ୫୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଏହି ଉତ୍ସବ ମହାଡମ୍ବରରେ...

ଆଦିବାସୀଙ୍କ ଜମିରୁ ବେଆଇନ ମୋରମ ମାଟି ଖନନ : ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହାନି, ପ୍ରଶାସନ ନୀରବଦ୍ରଷ୍ଟା, ପ୍ରତିବାଦ...

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅନ୍ତର୍ଗତ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାର ସୀମାବର୍ତ୍ତୀ ମହାନ୍ତିପଡ଼ା ପଞ୍ଚାୟତ ପତଡ଼ା ଗ୍ରାମଟି ନିକଟସ୍ଥ ଗିରି...

ରାଣୀତାଲ ସାହିତ୍ୟ ସଂସ୍କୃତି ପରଷଦ ପକ୍ଷରୁ ରକ୍ତଦାନ ଶିବିର, ୭୩ ୟୁନିଟ ରକ୍ତ ସଂଗ୍ରହ

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୋଭିଡ ମହାମାରୀ ସମୟରେ ରକ୍ତ ଭଣ୍ଡାରର ଆବଶ୍ୟକତା ଅନୁଭବ କରି ପରିଷଦର ସଦସ୍ୟ ତିଳୋତ୍ତମା ନାୟକ , ସମାଜ ସେବୀ ତଥା...

ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ଲାଗି ଆରମ୍ଭ ହୋଇଛି ପ୍ରୟାସ

ପୁରୀ, ୪/୧୦(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ କୁ ବିଶ୍ୱସ୍ତରୀୟ ସହର କରିବା ଲାଗି ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ସାକାର କରିବା ଲାଗି ଆରମ୍ଭ ହୋଇଛି ପ୍ରୟାସ। ମାଳତିପାଟପୁର ବାଇପାସ ରୋଡରୁ...

ସହରାଞ୍ଚଳ ଥାନା ପକ୍ଷରୁ ୪ ପେଟି ଆସ୍କା ଫଟି ଓ ୫୦ ଲିଟର ଦେଶୀ ମଦ ଜବତ

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ୪ ପେଟି ଆସ୍କା ଫଟି ସହ ୫୦ ଲିଟର ଦେଶୀ ମଦ ଜବତ କରିଛି ଭଦ୍ରକ ସହରାଞ୍ଚଳ ପୁଲିସ୍ ।...

ଆଉ ୩୬ ପଜିଟିଭ୍‌ରେ ବୃଦ୍ଧି, ମୋଟ ସଂଖ୍ୟା ୫୫୦୬

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାରୁ ଆଜି ନୂଆ ଆକ୍ରାନ୍ତ ୩୬ଜଣ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୫୫୦୬ରେ । ସେହିପରି...