Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ଲାଗି ଆରମ୍ଭ ହୋଇଛି ପ୍ରୟାସ

ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ଲାଗି ଆରମ୍ଭ ହୋଇଛି ପ୍ରୟାସ

153

ପୁରୀ, ୪/୧୦(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ କୁ ବିଶ୍ୱସ୍ତରୀୟ ସହର କରିବା ଲାଗି ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ସାକାର କରିବା ଲାଗି ଆରମ୍ଭ ହୋଇଛି ପ୍ରୟାସ। ମାଳତିପାଟପୁର ବାଇପାସ ରୋଡରୁ ଶ୍ରୀଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଶ୍ରୀସେତୁ ନିର୍ମାଣ ନିମନ୍ତେ ମାପଚୁପ ଚାଲିଥିବା ବେଳେ ୯୦ ପ୍ରତିଶତ ରୁ ଅଧିକ ଜମି ଅଧିଗ୍ରହଣ ଶେଷ ହୋଇଛି। ସେହିପରି ମାର୍କେଟ ଛକରେ ବହୁତଳ ବିଶିଷ୍ଟ ମାର୍କେଟ ବିଲଡିଂ ନିର୍ମାଣ ପାଇଁ ପାଇଲିଙ୍ଗ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.