Home 2020
Yearly Archives: 2020
କଟକ; ୨୨ ଦିନ ଧରି ନାବାଳିକା ସହ ଦୁଷ୍କର୍ମ ଘଟଣା: ମହିଳାଙ୍କୁ ସୁରକ୍ଷା ନ’ଦେଇ ପାରିଲେ ଗାଦି ଛାଡ଼-...
ଭୁବନେଶ୍ୱର: ରାଜ୍ୟରେ ନାବାଳିକା ଏବଂ ମହିଳାମାନେ ସଂପୂର୍ଣ୍ଣ ଭାବେ ଅସୁରକ୍ଷିତ। ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ,ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ବୃଦ୍ଧି ପାଇବାରେ ଲାଗିଛି। ମହିଳାଙ୍କୁ ଅଶାଳୀନ...
ଠକେଇ ଅଭିଯୁକ୍ତ କାହ୍ନୁ ବିଧାୟକଙ୍କ ପାଖରେ ମଂଚାସୀନ ନେଇ ଚର୍ଚ୍ଚା ଚାଲିଛି
ରଣପୁର ୧୪/୧୦ (ଓଡ଼ିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ଚାନ୍ଦପୁର ଥାନାର ଜଣେ ଠକେଇ ଅଭିଯୁକ୍ତ ବହୁରୂପା ଏଣ୍ଡୁଅ ଭଳି ଅନେକ ଯାଗାରେ ନିଜର ପ୍ରାଧାନ୍ୟ ବିସ୍ତାର କରି ଲୋକମାନଙ୍କୁ...
ଅଟଳ ମିଶନ ‘ଅମୃତ’ ଯୋଜନାରେ ଓଡ଼ିଶା ପାଇଁ କେନ୍ଦ୍ରୀୟ ଅନୁଦାନ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତ ସରକାର ‘ଅମୃତ’ ଯୋଜନା ମାଧ୍ୟମରେ ଓଡ଼ିଶାକୁ ୨୦୧୫ ରୁ ୨୦୨୦ ମଧ୍ୟରେ ୮୮୫.୫୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅଟଳ ମିଶନ ‘ଅମୃତ’ ଯୋଜନା...
ପେଟ୍ରୋଲ ପମ୍ପ ପାଇଖାନାରୁ ମିଳିଲା ଟ୍ରକ ଡ୍ରାଇଭରଙ୍କ ମୃତ ଦେହ
ବାହାନଗା,୧୩ା୧୦(ଭାରତୀ ଦାସ/ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରିକପୁର ନିକଟରେ ଥିବା ଆଦିରୁପା ପେଟ୍ରୋଲ ପମ୍ପର ପାଇଖାନାରରୁ ଜଣେ ଟ୍ରକ ଡ୍ରାଇଭରର ମୃତ ଦେହ ମିଳିଛି । ମୃତକ...
ରାଜ୍ୟରେ ଆଜି ୨୬୦୪ ନୂଆ ଆକ୍ରାନ୍ତ –୧୫ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ –
ଭୁବନେଶ୍ୱର ୧୪-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୬୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୫୯୫୪୧ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୫୧୧ ଜଣ ନୂଆ ଆକ୍ରାନ୍ତ...
ରାଜ୍ୟରେ ଆଜି କୋରନା ନେଲା ୧୫ ମୁଣ୍ଡ- ମୋଟ ମୃତକଙ୍କ ସଂଖ୍ୟା ୧୦୭୨ କୁ ବୃଦ୍ଧି
ଭୁବନେଶ୍ୱର ୧୪-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କୋରନା ନେଲା ୧୫ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୦୭୨ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।ଜାଣନ୍ତୁ କେଉଁ...
ରାଜ୍ୟରେ ଆଜି ୨୬୦୪ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୫୯୫୪୧ କୁ ବୃଦ୍ଧି
ଭୁବନେଶ୍ୱର ୧୪-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୫୯୫୪୧ କୁ ବୃଦ୍ଧି ପାଇଛି - ନୂଆ ଆକ୍ରାନ୍ତ : ୨୬୦୪- କ୍ୱାରେଣ୍ଟାଇନ୍ ସେଣ୍ଟରରୁ:...
ନଭେମ୍ବରରୁ ଆସାମରେ ସମସ୍ତ ମଦ୍ରାସା ଏବଂ ସଂସ୍କୃତ ସ୍କୁଲରେ ପଡ଼ିବ ତାଲା – ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ ୧୪ ଅକ୍ଟୋବର (ଓଡିଆ ପୁଅ) ଆସାମର ବିଜେପି ବିଧାୟକ ତଥା ରାଜ୍ୟ ଶିକ୍ଷା ମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ, ନଭେମ୍ବରରେ ସମସ୍ତ ରାଜ୍ୟ ମଦ୍ରାସା ବନ୍ଦ ସମ୍ପର୍କରେ...
ଜନ ଧନ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରନ୍ତୁ, ମିଳିବ ୫ ହଜାର ଟଙ୍କା
ନୂଆ ଦିଲ୍ଲୀ ୧୪ ଅକ୍ଟୋବର (ଓଡିଆ ପୁଅ) ଆପଣ ଆପଣଙ୍କ ଜନ ଧାନ ଆକାଉଣ୍ଟକୁ ଆପଣଙ୍କ ଆଧାର କାର୍ଡ ସହିତ ସଂଯୁକ୍ତ କରିଛନ୍ତି କି ନାହିଁ। ଯଦି କରି ନାହାଁନ୍ତି ତେବେ ଶୀଘ୍ର...
ଭଦ୍ରକ – ଅବକାରୀ ବିଭାଗର ଚଢ଼ାଉ : ଲକ୍ଷାଧିକ ଟଙ୍କାର ଦେଶୀ ମଦ ଜବତ, ୫ଗିରଫ
ଭଦ୍ରକ:୧୪/୧୦-(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)ଭଦ୍ରକ ଜିଲ୍ଲା ଅବକାରୀ ବିଭାଗର ୭ଜଣ କର୍ମଚାରୀ ମଦ ମାଫିଆଙ୍କ ଦ୍ୱାରା ଆକ୍ରମଣର ସମ୍ମୁଖୀନ ହେବାପରେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି।କାହିଁକିନା ଦୀର୍ଘଦିନର ବ୍ୟବଧାନ ପରେ ଏହି ଜିଲ୍ଲାର କେତେକ ଅସାଧୁ ମଦ...
ବିମାନକୁ ରେଷ୍ଟୁରାଣ୍ଟରେ ପରିଣତ କଲା ସିଂଙ୍ଗାପୁର ଏୟାରଲାଇନ୍ସ – ଅଧଘଣ୍ଟାରେ ସବୁ ଟିକେଟ ଶେଷ
ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ଏବେ ଅନ୍ତରାଷ୍ଟ୍ରୀୟ ବିମାନସେବା ପ୍ରଭାବିତ ହୋଇଛି। ଦୁନିଆର ସୁଟାରୁ ବଡ଼ଏୟାର ଲାଇନ୍ସ ସିଙ୍ଗାପୁର ଏୟାରଲାଇନ୍ସ ଘୋଷଣା କରିଛି ଯେ, ଚାଙ୍ଗି ବିମାନବନ୍ଦରରେ ପାର୍କିଂ ହୋଇଥିବା ଦୁଇଟି...
କରୋନାରେ ପୁନଃ ସଂକ୍ରମଣ ଚିନ୍ତାର ବିଷୟ – ସତର୍କ କଲା ICMR
ନୂଆ ଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ଦେଶର ସର୍ବବୃହତ ଡାକ୍ତରୀ ଅନୁସନ୍ଧାନ ସଂଗଠନ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) ନିଶ୍ଚିତ କରିଛି ଯେ, ଥରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ...
ହାଇଦ୍ରାବାଦରେ ପ୍ରବଳ ବର୍ଷା, ଅଘଟଣ – ୮ ମୃତ
ହାଇଦ୍ରାବାଦ ୧୪-୧୦ (ଓଡ଼ିଆ ପୁଅ): ହାଇଦ୍ରାବାଦରେ ପ୍ରବଳ ବର୍ଷା ହେବା କାରଣରୁ ଏକ ସ୍ଥାନରେ କୋଲନୀ କାନ୍ଥ ଭୁଷୁଡ଼ି ଅଘଟଣ ଘଟିଛି। ଏହା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଲିଛି।...
ରାଜ୍ୟସଭା ନିର୍ବାଚନରେ ବିଜେପିକୁ ୧୧ ରୁ ୧୦ ଟି ଆସନ ଆସିପାରେ
ନୂଆ ଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ଯଦିଓ କେନ୍ଦ୍ରରେ ଶାସକ ବିଜେପି ଦ୍ରୁତ ଗତିରେ ନିଜର ମିଳିତ ସହଯୋଗୀମାନଙ୍କୁ ହରାଉଛି, କିନ୍ତୁ ନଭେମ୍ବର ୯ ରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହେବାକୁ ଥିବା...
ବିଜେପି ପକ୍ଷରୁ ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତରେ ମିଶ୍ରଣ ପର୍ବ
ତିର୍ତ୍ତୋଲ, ୧୩/୧୦(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶ) ପଞ୍ଚାୟତରେ ବିଜପେି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜକିଶୋର ବେହେରା ଟିକେଟ୍...
ଟ୍ରେନ୍ରେ ଫଳ ଏବଂ ପନିପରିବା ପରିବହନରେ କୃଷକମାନେ ୫୦ ପ୍ରତିଶତ ସବସିଡି ପାଇବେ
ନୂଆଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) କୃଷକ ଟ୍ରେନ୍ ମାଧ୍ୟମରେ ବିଜ୍ଞପ୍ତିଯୁକ୍ତ ଫଳ ଓ ପନିପରିବା ପରିବହନରେ କୃଷକମାନେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅନୁଦାନ ପାଇବେ। ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ କରି କହିଛନ୍ତି...
ଚୁକ୍ତିଭିତ୍ତିରେ କାର୍ଯ୍ୟ କରିବା ଆରମ୍ଭ କଲେ ଧାରଣାରତ କର୍ମଚାରୀ
ବଲାଙ୍ଗୀର, ୧୩-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ପୌରପରିଷଦ କର୍ମଚାରୀ ଠିକା ଭିତ୍ତିରେ କାର୍ଯ୍ୟ କରିବା ପାଇଁ ମନା କରଦେଇ ଦୀର୍ଘ ୨୫ ଦିନ ଧରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ...
ବିରଳ ପ୍ରଜାତିର ୧୦ ଫୁଟିଆ ଅଜଗର ସାପ ଉଦ୍ଧାର
ବଲାଙ୍ଗୀର, ୧୩-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀରରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତୀର ୧୦ ଫୁଟିଆ ଅଜଗର ସାପ। ସହରର ଗାନ୍ଧୀ ନଗର ପଡା ଛକରେ ଥିବା ଲୋକନାଥ ମନ୍ଦିର ସମ୍ମୁଖରେ...
ସର୍ବଭାରତୀୟ ସ୍ତରୀୟ ଗୌରବ ଅର୍ଜନ କଲେ ହୃତିକ ଭରଦ୍ୱାଜ
ବଲାଙ୍ଗୀର ୧୩ା୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ): ବଲାଙ୍ଗିରର ହ୍ରିତିକ୍ ଭରଦ୍ୱାଜ ଷଡ଼ଙ୍ଗୀ ଲ’ ଆଡ଼୍ମିସନ୍ ଟେଷ୍ଟ-୨୦୨୦ (କ୍ଲାଟ ) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଗୌରବ ଅର୍ଜନ କରିଛନ୍ତି। ଗତ ୫ ତାରିଖରେ ଅନୁଷ୍ଠିତ ହୋଇଥିବା...
ଦାଦନ ସର୍ଦ୍ଦାର ବିନା ଲାଇସେନ୍ସରେ ଚାଲାଣ କରୁଛନ୍ତି ଶ୍ରମିକ
ବଲାଙ୍ଗୀର ୧୩ା୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ): ବଲାଙ୍ଗୀର ଜିଲ୍ଲାରେ ଦାଦନ ଶ୍ରମିକ ସମସ୍ୟା ର ସମାଧାନ ପ୍ରତି ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନ ନେବା ଓ ଖୋଲା, ଖୋଲି ଦାଦନ ସର୍ଦ୍ଦାର...









