Home Coronavirus Outbreak ରାଜ୍ୟରେ ଆଜି ୨୬୦୪ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୫୯୫୪୧ କୁ ବୃଦ୍ଧି

ରାଜ୍ୟରେ ଆଜି ୨୬୦୪ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୫୯୫୪୧ କୁ ବୃଦ୍ଧି

90

ଭୁବନେଶ୍ୱର ୧୪-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୫୯୫୪୧ କୁ ବୃଦ୍ଧି ପାଇଛି

– ନୂଆ ଆକ୍ରାନ୍ତ : ୨୬୦୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୧୧
– ସ୍ଥାନୀୟ ଅଞ୍ଚଳରୁ୧୦୯୩
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୨୧୬
୨- ବାଲେଶ୍ୱର ଜିଲ୍ଲାରୁ – ୧୬୪
୩- ବରଗଡ଼ ଜିଲ୍ଲାରୁ – ୯୦
୪- ଭଦ୍ରକ ଜିଲ୍ଲାରୁ – ୫୦
୫- ବଲାଙ୍ଗୀର ଜିଲ୍ଲାରୁ – ୬୪
୬- ବୌଦ୍ଦ ଜିଲ୍ଲାରୁ – ୩୧
୭- କଟକ ଜିଲ୍ଲାରୁ – ୨୦୯
୮- ଦେବଗଡ଼ ଜିଲ୍ଲାରୁ – ୧୩
୯- ଢେଙ୍କାନାଳ ଜିଲ୍ଲାରୁ – ୩୩
୧୦- ଗଜପତି ଜିଲ୍ଲାରୁ – ୮
୧୧- ଗଞ୍ଜାମ ଜିଲ୍ଲାରୁ – ୨୯
୧୨- ଜଗତସିଂହପୁର ଜିଲ୍ଲାରୁ – ୮୪
୧୩- ଯାଜପୁର ଜିଲ୍ଲାରୁ – ୧୧୩
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୫୭
୧୫- କଳାହାଣ୍ଡି ଜିଲ୍ଲାରୁ – ୭୬
୧୬- କନ୍ଧମାଳ ଜିଲ୍ଲାରୁ – ୩୮
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୦
୧୮- କେନ୍ଦୁଝର ଜିଲ୍ଲାରୁ – ୫୧
୧୯- ଖୋର୍ଦ୍ଧା ଜିଲ୍ଲାରୁ: ୩୮୫
୨୦- କୋରାପୁଟ ଜିଲ୍ଲାରୁ – ୩୧
୨୧- ମାଲକାନଗିରି : ୫୭
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୨୨
୨୩- ନବରଙ୍ଗପୁର ଜିଲ୍ଲାରେ: ୬୦
୨୪- ନୟାଗଡ଼ ଜିଲ୍ଲାରୁ – ୩୫
୨୫- ନୂଆପଡ଼ା ଜିଲ୍ଲାରୁ – ୯୫
୨୬- ପୁରୀ ଜିଲ୍ଲାରୁ – ୪୯
୨୭- ରାୟଗଡ଼ା ଜିଲ୍ଲାରୁ – ୨୧
୨୮- ସମ୍ବଲପୁର ଜିଲ୍ଲାରୁ – ୪୯
୨୯- ସୋନପୁର ଜିଲ୍ଲାରୁ – ୪୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୮୬
୩୧- State Pool: ୭୪
– ନୂଆ ସୁସ୍ଥ ହୋଇଥିଲେ୨୭୯୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୮୭୮୯୯୨
– ମୋଟ ଆକ୍ରାନ୍ତ ୨୫୯୫୪୧
– ମୋଟ ସୁସ୍ଛ ହୋଲେଣି ୨୩୨୯୮୮
– ସକ୍ରୀୟ ଆକ୍ରାନ୍ତ – ୨୫୪୨୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.