Home 2020

Yearly Archives: 2020

ଚାଷୀଙ୍କ ଅଜାଣତରେ ଶହ ଶହ କ୍ୱିଂଟାଲ ଧାନ ସରକାରୀ ଦରରେ କିଣାବିକା ଅଭିଯୋଗ ସମବାୟ ସମିତିରେ ଜାଲିଆତି ଅଭିଯୋଗ

କେନ୍ଦ୍ରାପଡା, ୧୭/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : - ଜଣେ ଜମି ମାଲିକଙ୍କ ଅଗୋଚରରେ ତାଙ୍କ ଜମିର ରେକର୍ଡ ବ୍ୟବହାର କରାଯାଇ ଫୁଡ ଓଡିଶା ପୋର୍ଟାଲ ୱେବସାଇଟରେ ଲଗିନ କରାଯାଇ ସରକାରୀ ଧାର୍ଯ୍ୟ...

ଦୋକୀନୀଭାଇ ସାବଧାନ ! ଆପଣଙ୍କ ସହ ହୋଇପାରେ ଏପରି ଠକେଇ, ମହିଳା ସ୍ୱରରେ ଏପରି କରୁଥିଲା ଠକ

0
ମୁମ୍ବାଇ, ୧୭/୧୦ (ଓଡ଼ିଆ ପୁଅ) : ମହାରାଷ୍ଟ୍ରର ପାଲଘର ଜିଲ୍ଲାର ନାଲାସୋପାରା ସହରର ଅନେକ ଦୋକାନୀଙ୍କଠାରୁ ହଜାର ହଜାର ଟଙ୍କା ଠକେଇ ପାଇଁ ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି। ମହିଳାଙ୍କ ସ୍ୱର...

ସିରୋଲୋଜିକାଲ ସର୍ଭେ ରିପୋର୍ଟ,୫୦ପ୍ରତିଶତ ଲୋକଙ୍କ ଦେହରେ କରୋନା ପ୍ରତିରୋଧକ ଶକ୍ତି ରହିଛି

ମାଲକାନଗିରି,୧୭ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପ୍ରଶାସନ ଓ ଆରଏମଆରସି ର ପ୍ରୟାସରେ ପୌରାଚଂଳରେ ସିରୋଲୋଜିକାଲ ସର୍ଭେ ଓ ୧୬୧୩ ଜଣଙ୍କଠାରୁ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷାପାଇଁ ପଠା ଯାଇଥିଲା । ଇତିମଧ୍ୟରେ ରିପୋର୍ଟ...

ଅବକାରୀ ଚଢାଉ ମଦଗାଡ଼ି ଜବଦ , ୩ ଗିରଫ

ବାହାନଗା,୧୭ା୧୦(ଭାରତୀ ଦାସ/ ଓଡ଼ିଆ ପୁଅ) : ଆକୁ ପାର୍ବଣ ଋତୁ ଆସୁଛି । ତେଣୁ ଚୋରା ମଦକୁ ରୋଗିବା ପାଇଁ ବାଲେଶ୍ୱର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନ ମାନଙ୍କରୁ ଚଢାଉ କରି...

ମାଲକାନଗିରି ଜିଲ୍ଲାରେ ଏଲୋଓ୍ୟାଣ୍ଣ,ସମ୍ଭାବ୍ୟ ବନ୍ୟାପରିସ୍ଥିତି ପାଇଁ ଜିଲ୍ଲାପ୍ରଶାସନର ପ୍ରସ୍ତୁତି

ମାଲକାନଗିରି,୧୭ା୧୦ (ଓଡିଆ ପୁଅ ) ଆସନ୍ତା୧୯ତାରିଖ ଠାରୁ ୨୧ତାରିଖ ପର୍ଯ୍ୟନ୍ତ ବଙ୍ଗପ ସାଗରରେ ଲଘୁଚାପ ଯୋଗୁଁ ମାଲକାନଗିରି ଜିଲ୍ଲାକୁ ପାଣିପାଗ ବିଭାଗ ଏଲୋଓ୍ୟାଣ୍ଣ ର୍ି ଦେଇଥିବାରୁ ରାଜ୍ୟପ୍ରାକୃତି ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ...

କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ମନ୍ତ୍ରୀ ସଂପୂର୍ଣ୍ଣ ସୁରକ୍ଷିତ

0
ନୂଆଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ହେଲିକପ୍ଟରରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରବିଶଙ୍କର ପ୍ରସାଦଙ୍କ ହେଲିକପ୍ଟରର ବ୍ଲେଡ ଭାଙ୍ଗିଯାଇଛି। ଖୁସିର କଥା, ଏହି ଦୁର୍ଘଟଣା...

ଭାଟିଆଶୁଣୀରେ କୃଷକ ସମାବେଶ , କୃଷକ ଓ ଶ୍ରମିକଙ୍କ ପାଇଁ ଲଢେଇ ଜାରୀ ରହିବ- ଅକ୍ଷୟ କୁମାର

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରିୟ ସଂଯୋଜକ ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସୀମାବର୍ତ୍ତୀ ମା’ ଭାଟିଆଶୁଣୀ ପୀଠରେ ଶତାଧିକ କୃଷକମାନଙ୍କୁ...

ବାଇକ୍ ଦୁର୍ଘଟଣା, ୩ ଗୁରୁତରଙ୍କୁ କଟକ ପଠାଗଲା

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବାସୁଦେବପୁର ପୌରପାଳିକା ଅଧୀନସ୍ଥ ଇଣ୍ଡିଆସାହି ଛକଠାରେ ଦୁଇବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ୍ ଆରୋହୀଙ୍କ ସହିତ ଜଣେ...

ଦିବଙ୍ଗତ ନେତା ଅରୁଣ ଜେଟଲୀଙ୍କ ପୁଅ ରୋହନ ଜେଟଲୀ ଡିଡିସିଏ ସଭାପତି ନିର୍ବାଚିତ- ଦିଲ୍ଲୀ କ୍ରିକେଟର ଭାର ସମ୍ଭାଳିବେ

0
ନୂଆଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) ଦିଲ୍ଲୀ କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ନୂତନ ସଭାପତି ପାଇଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପୁଅ ରୋହନ ଜେଟଲୀ ଶନିବାର ଦିନ ଦିଲ୍ଲୀ ଏବଂ ଜିଲ୍ଲା...

ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ନିମନ୍ତେ ଆଇନଜୀବୀ ଜୟନ୍ତ ଜେନାଙ୍କୁ ଲିଗାଲ କୋର୍ଡିନେଟର ଦାୟୀତ୍ୱ

ଭୁବନେଶ୍ୱର, ୧୭/୧୦ (ଓଡ଼ିଆ ପୁଅ) : ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ନିମନ୍ତେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଇନଜୀବୀ ଜୟନ୍ତ ଜେନାଙ୍କୁ...

୰ ଦିବାକର ମହାନ୍ତିଙ୍କ ଏକଦଶାହରେ ସ୍ମୃତିଚାରଣ ସଭା

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ଭଦ୍ରକ ମୁଖ୍ୟଡ଼ାକଘରର ଅବସରପ୍ରାପ୍ତ ହେଡ ଼ପୋଷ୍ଟମାଷ୍ଟର ତଥା ଗୋପାଳବିନ୍ଧା ଗ୍ରାମର ୰ ଦିବାକର ମହାନ୍ତିଙ୍କ...

ସ୍ୱାଧୀନତା ସଂଗ୍ରାମୀ ୰ ପ୍ରହ୍ଲାଦ ମହାପାତ୍ରଙ୍କ ସ୍ମୃତିଚାରଣ ସଭା

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାବରଙ୍ଗର ଗର୍ବ ଓ ଗୌରବ କୁହାଯାଉଥିବା ସ୍ୱାଧୀନତା ସଂଗ୍ରାମୀ ୰ ପ୍ରହ୍ଲାଦ ଚନ୍ଦ୍ର ମହାପାତ୍ରଙ୍କର ଏକାଦଶାହ ଅବସରରେ ତାଙ୍କ ବାସଭବନରେ ଏକ...

ଆର୍ଥିକ ସାକ୍ଷରତା ଓ ଗୋଷ୍ଠୀ ସହାୟକଙ୍କ ତାଲିମ ଶିବିର ଉଦ୍‌ଯାପିତ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ôଥକ ସୁଦୃଢ କରିବା ନିମନ୍ତେ ଆର୍ôଥକ ସାକ୍ଷରତା ଓ ଗୋଷ୍ଠୀ ସହାୟକଙ୍କ ଏକ ୬ ଦିନିଆ...

କୋମାରେ ଧୁଷୁରୀ ଡାକ୍ତରଖାନା, ଆସୁନାହାଁନ୍ତି ଡାକ୍ତର, ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ, ବିଧାୟକ ଦୃଷ୍ଟି ଦେବେକି!

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ୍ ଧୁଷୁରୀ ଡାକ୍ତରଖାନାଟି ଦୀର୍ଘଦିନ ଧରି ଅବ୍ୟବସ୍ଥା ଘେରରେ କୋମାକୁ ଚାଲିଯାଇଛି । ଡାକ୍ତର ନିଯୁକ୍ତ ହେଇଥିଲେ...

କମ୍ୟୁନିଷ୍ଟ ପାର୍ଟିର ଶତବର୍ଷ ପୂର୍ତ୍ତି ପାଳନ କଲା ଭଦ୍ରକ ଜିଲା କମିଟି

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କମ୍ୟୁନିଷ୍ଟ ପାର୍ଟିକୁ ଆଜି ପୁରିଲା ଶହେବର୍ଷ । ଏଥି ଉପଲକ୍ଷେ ଭଦ୍ରକ ବନ୍ତଛକ ଠାରେ କମ୍ୟୁନିଷ୍ଟ ନେତା ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ...

ଜମିବାଡି ଗଣ୍ଡଗୋଳରେ ୨ ଆହତ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାନ୍ଦିଆ ପଂଚାୟତକୁ ନେଇ ୨ ଜଣଙ୍କର ମୁଣ୍ଡ ଫାଟିଯିବାରୁ ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି...

ଦୁର୍ଗାପୂଜା ଚାନ୍ଦା ମାଗି ଯୁବକ ଗିରଫ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୁର୍ଗାପୂଜା ପାଇଁ ଜୋର ଜବରଦସ୍ତ ଜଣେ ବ୍ୟକ୍ତିଙ୍କୁ ଚାନ୍ଦା ମାଗି ୨ ହଜାର ଟଙ୍କା ନେବା ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ଥାନା...

ପୋଖରୀରେ ବୁଡି ଯୁବକର ମୃତ୍ୟୁ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୋଖରୀରେ ଗାଧୋଉଥିବାବେଳେ ପାଣିରେ ବୁଡି ଆଜି ଜଣେ ଯୁବକର ମୃତ୍ୟୁ ଘଟିଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି...

ଆଜି ଭଦ୍ରକରେ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ପ୍ରଥମ ଥର ପାଇଁ ଜିଲ୍ଲାରୁ ମାତ୍ର ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...

ଧାମରା ରେ ଟ୍ରକ ମାଡିଯାଇ ଯୁବକ ମୃତ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଛି । ଘଟଣାରୁ ପ୍ରକାଶ ଧାମରା ପଂଚାୟତ...