Home 2020

Yearly Archives: 2020

ଲାଦାଖରେ ଚୀନ ସୈନିକକୁ କାବୁ କଲେ ଭାରତୀୟ ସୁରକ୍ଷା ବାହିନୀ

ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) : ଲଦାଖର ଚୁମାର-ଡେମୋଚୋକ ଅଞ୍ଚଳରେ ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା ଚୀନ୍ ସେନାର ସୈନିକକୁ କାବୁ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ପିପୁଲ୍ସ ଲିବରେସନ୍ ଆର୍ମି...

କ୍ରେଡିଟ୍ କାର୍ଡ ଲଞ୍ଚ କଲା ପେଟିଏମ୍ , ପ୍ରତ୍ୟେକ କାରବାରରେ ମିଳିବ କ୍ୟାସବ୍ୟାକ୍

0
ନୂଆ ଦିଲ୍ଲୀ ୧୯ ଅକ୍ଟୋବର (ଓଡ଼ିଆ ପୁଅ) ପେଟିଏମ୍ ଭାରତରେ ଏକ କ୍ରେଡିଟ୍ କାର୍ଡ ଲଞ୍ଚ କରିଛି। ଏହି କ୍ରେଡିଟ କାର୍ଡ ସହିତ ପ୍ରତ୍ୟେକ କ୍ରୟରେ କ୍ୟାସବ୍ୟାକ୍ ଅଫର ଉପଲବ୍ଧ ହେବ ବୋଲି...

ରାଜ୍ୟରେ ଆଜି ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ –

0
ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୯୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୭୦୩୪୬କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୧୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...

ରାଜ୍ୟରେ ଆଜି କରୋନା ନେଲା ୧୭ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୧୧୫୨ କୁ ବୃଦ୍ଧି

0
ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୭ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୧୫୨ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା...

ରାଜ୍ୟରେ ଆଜି ୧୯୮୨ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୭୦୩୪୬କୁ ବୃଦ୍ଧି

0
ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୭୦୩୪୬କୁ ବୃଦ୍ଧି ପାଇଛି। - ନୂଆ ଆକ୍ରାନ୍ତ : ୧୯୮୨- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୫୬- ସ୍ଥାନୀୟ...

ଦିନକରେ ୧୪ ପଞ୍ଚାୟତରେ ବିଜେଡି ପ୍ରାର୍ଥୀଙ୍କ ମାରାଥନ୍ ପ୍ରଚାର

ବାଲେଶ୍ୱର, ୧୮ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପ-ନିର୍ବାଚନ ପାଇଁ ପ୍ରମୁଖ ଦଳମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ କ୍ରମଶଃ ଜୋରଦାର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଜି...

ବିଜେପି ପ୍ରାର୍ଥୀ ମାନସଙ୍କ ପ୍ରଚାର ଜୋରଦାର

ବାଲେଶ୍ୱର, ୧୮ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ବାଲେଶ୍ୱର ସଦର ଉପ-ନର୍ବାଚନର ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ସମେତ ଦଳୀୟ କର୍ମକର୍ତ୍ତାଙ୍କ ପକ୍ଷରୁ ପ୍ରଚାର କ୍ରମଶଃ ଜୋରଦାର ହେବାରେ ଲାଗିଛି। ଆଜି...

୨୯ ୱାର୍ଡ଼ରେ ବିଜୁ ମହିଳା ଜନତା ଦଳର ନର୍ବାଚନୀ ସଭା

ବାଲେଶ୍ୱର, ୧୮ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ମହିଳା ଜନତା ଦଳର ଏକ ଆଞ୍ଚଳିକ ସମ୍ମିଳନୀ ଓ ନିର୍ବାଚନୀ ସଭା ୨୯ ନଂ ୱାର୍ଡ଼ରେ ଅନୁଷ୍ଠିତ ହୋଇଯାଇଛି। ମୟୁରଭଂଜ...

ବାଲେଶ୍ୱରର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ପ୍ରତି ଧ୍ୟାନ ନାହିଁ : କେଉଁ ମୁହଁ ନେଇ ଭୋଟ ମାଗୁଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ:...

0
ବାଲେଶ୍ୱର, ୧୮ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲାର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେ ଜିଲ୍ଲାବାସୀ ପ୍ରତିକ୍ଷଣରେ ଚିତ୍କାର କରୁଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରି ବାଲେଶ୍ୱର ସଦର ମହକୁମାରେ ଥାଇ ମଧ୍ୟ...

ପତଞ୍ଜଳି ଯୋଗ ସମିତି ବୈଠକ

ବାଲେଶ୍ୱର, ୧୮ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ପତଞ୍ଜଳି ଯୋଗ ସମିତି ପକ୍ଷରୁ ଯୋଗ ପ୍ରଶିକ୍ଷକଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ରୟାଲ କୁଇନ୍ କଲ୍ୟାଣମଣ୍ଡପରେ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରତାପ...

ନ୍ୟୁଜ୍ ପେପର ହକର ସଂଘର ବାର୍ଷିକ ଉତ୍ସବ

ବାଲେଶ୍ୱର, ୧୮ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭା ସହ ଅନୁବନ୍ଧିତ ବାଲେଶ୍ୱର ନ୍ୟୁଜ୍ ପେପର ହକର ସଂଘର ବାର୍ଷିକ ଉତ୍ସବ ସ୍ଥାନୀୟ ସିଦ୍ଧି କଲ୍ୟାଣମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।...

ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ସମ୍ମିଳନୀ-ନିର୍ବାଚନୀ ସଭା

ବଲାଙ୍ଗୀର, ୧୭-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବାଲେଶ୍ୱର ଉପ-ନିର୍ବାଚନକୁ ଗୁରୁତ୍ୱ ଦେଇ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ସମ୍ମିଳନୀ ଓ ନିର୍ବାଚନୀ ସଭା ସ୍ଥାନୀୟ ସିଦ୍ଧି...

କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ଘଟଣା, କୃଷି ବିଭାଗର ତଦନ୍ତ ନିର୍ଦ୍ଦେଶ, ଡିଲର ମାନଙ୍କ ପକ୍ଷରୁ ଚପାଇଦେବାକୁ ଉଦ୍ୟମ

କଳାହାଣ୍ଡି ୧୮-୧୦ (ଓଡିଆ ପୁଅ/ଦୁଷ୍ମନ୍ତ ପଣ୍ଡା) କଳାହାଣ୍ଡି ଜିଲ୍ଲାରେ କୃଷିଯନ୍ତ୍ରପାତି ଯୋଗାଣ କରାଯାଇ ସରକାରୀ ସବସିଡି ବାଟ ମାରଣା ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରାୟ ୨୩ ରୁ ୨୬ ଲକ୍ଷ ଟଙ୍କା ମୂଲ୍ୟର...

ବିଧାୟକଙ୍କ ଦ୍ୱାରା ଚାରା ରୋପଣ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତର ଐତିହାସିକ ଡ଼ିଗିପୋଖରୀ ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବାବେଳେ ପଞ୍ଚାୟତ ପକ୍ଷରୁ ତା’ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପୋଖରୀ...

ସଡକ ଦୁର୍ଘଟଣାରେ ହାତ ହରାଇଲେ ବାଇକ ଚାଳକ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବଜାର ୧୬ନଂ ଜାତୀୟ ରାଜପଥରେ ଶନିବାର ସନ୍ଧ୍ୟା ପ୍ରାୟ ୭-୩୦ମି- ସମୟରେ ସଡକ ଦୁର୍ଘଟଣାରେ ଜଣେ ଡାହାଣହାତ ହରାଇଥିବା ବେଳେ...

କାର୍ଯ୍ୟ ବନ୍ଦ ଆନ୍ଦୋଳନ ସଫଳ ପାଇଁ ବିଏମ୍‌ଏସ୍‌ର ପ୍ରସ୍ତୁତି ବୈଠକ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କେନ୍ଦ୍ର ସରକାରଙ୍କ ଶ୍ରମ ଆଇନକୁ ବିରୋଧ କରି ଆଗାମୀ ୨୮ ତାରିଖ ଭାରତରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ...

ମହାନ୍ତିପଡ଼ା ଗ୍ରା:ପ: ରେ ଅନିୟମିତତା, ଭିଜିଲାନ୍ସରେ ଅଭିଯୋଗ କଲେ ପୂର୍ବତନ ବିଧାୟକ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ ମହାନ୍ତିପଡ଼ା ଗ୍ରାମପଞ୍ଚାୟତରେ ସରକାରୀ ଅର୍ଥ ହରିଲୁଟ ଚରମସୀମାରେ ପହଞ୍ଚିଛି। ଏଠାରେ ପୂର୍ବରୁ କାର୍ଯ୍ୟରତ ଥିବା ପିଇଓ ନିଶାକର ଖୁଣ୍ଟିଆ ଲକ୍ଷାଧିକ...

ରାସ୍ତା ଅବସ୍ଥା ବିପର୍ଯ୍ୟସ୍ଥ, ଶୁଣୁନି ପ୍ରଶାସନ, ହିନସ୍ତା ସାଧାରଣ ଲୋକ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ର ଠାରୁ ରାଜ୍ୟ ସରକାର ଗ୍ରାମାଞ୍ଚଳର ସଡ଼କ ଯୋଜନାକୁ ଗୁରୁତ୍ୱ ଦେଇ ତା’ର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ...

ଜିଲ୍ଲା କଂଗ୍ରେସ ନବନିଯୁକ୍ତ ସଭାପତି ସୁବ୍ରତ ଦାସଙ୍କୁ ଭଣ୍ଡାରିପୋଖରୀ କର୍ମୀଙ୍କ ଶୁଭେଚ୍ଛା ଜ୍ଞାପନ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ସୁବ୍ରତ ଦାସଙ୍କୁ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ରବିବାର ନିଯୁକ୍ତି ମିଳିଥିବାରୁ ସ୍ଥାନୀୟ କଂଗ୍ରେସ...

ଭଦ୍ରକରୁ ଚିହ୍ନଟ ୪୧ କରୋନା ଆକ୍ରାନ୍ତ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକରୁ ନୂଆ କରୋନା ଆକ୍ରାନ୍ତ ୪୧ଜଣ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୬୨୭୦।...