Home Coronavirus Outbreak ରାଜ୍ୟରେ ଆଜି ୧୯୮୨ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୭୦୩୪୬କୁ ବୃଦ୍ଧି

ରାଜ୍ୟରେ ଆଜି ୧୯୮୨ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୭୦୩୪୬କୁ ବୃଦ୍ଧି

91

ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୭୦୩୪୬କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ : ୧୯୮୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୫୬
– ସ୍ଥାନୀୟ ଅଞ୍ଚଳରୁ୮୨୬
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୧୯
୨- ବାଲେଶ୍ୱର ଜିଲ୍ଲାରୁ – ୮୬
୩- ବରଗଡ଼ ଜିଲ୍ଲାରୁ – ୪୬
୪- ଭଦ୍ରକ ଜିଲ୍ଲାରୁ – ୬୩
୫- ବଲାଙ୍ଗୀର ଜିଲ୍ଲାରୁ – ୮୮
୬- ବୌଦ୍ଦ ଜିଲ୍ଲାରୁ – ୧୧
୭- କଟକ ଜିଲ୍ଲାରୁ – ୧୪୫
୮- ଦେବଗଡ଼ ଜିଲ୍ଲାରୁ – ୧୪
୯- ଢେଙ୍କାନାଳ ଜିଲ୍ଲାରୁ – ୫୫
୧୦- ଗଜପତି ଜିଲ୍ଲାରୁ – ୧୦
୧୧- ଗଞ୍ଜାମ ଜିଲ୍ଲାରୁ – ୨୪
୧୨- ଜଗତସିଂହପୁର ଜିଲ୍ଲାରୁ – ୫୫
୧୩- ଯାଜପୁର ଜିଲ୍ଲାରୁ – ୮୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୫୦
୧୫- କଳାହାଣ୍ଡି ଜିଲ୍ଲାରୁ – ୪୩
୧୬- କନ୍ଧମାଳ ଜିଲ୍ଲାରୁ – ୨୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬୫
୧୮- କେନ୍ଦୁଝର ଜିଲ୍ଲାରୁ – ୫୯
୧୯- ଖୋର୍ଦ୍ଧା ଜିଲ୍ଲାରୁ: ୩୦୦
୨୦- କୋରାପୁଟ ଜିଲ୍ଲାରୁ – ୪୨
୨୧- ମାଲକାନଗିରି : ୪୧
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୦୭
୨୩- ନବରଙ୍ଗପୁର ଜିଲ୍ଲାରେ: ୫୨
୨୪- ନୟାଗଡ଼ ଜିଲ୍ଲାରୁ – ୩୩
୨୫- ନୂଆପଡ଼ା ଜିଲ୍ଲାରୁ – ୩୭
୨୬- ପୁରୀ ଜିଲ୍ଲାରୁ – ୭୨
୨୭- ରାୟଗଡ଼ା ଜିଲ୍ଲାରୁ – ୧୦
୨୮- ସମ୍ବଲପୁର ଜିଲ୍ଲାରୁ – ୩୮
୨୯- ସୋନପୁର ଜିଲ୍ଲାରୁ – ୪୫
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୯୮
୩୧- State Pool: ୬୫
– ନୂଆ ସୁସ୍ଥ ହୋଇଥିଲେ୨୬୧୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୦୮୨୦୬୩
– ମୋଟ ଆକ୍ରାନ୍ତ ୨୭୦୩୪୬
– ମୋଟ ସୁସ୍ଛ ହୋଲେଣି ୨୪୬୮୩୭
– ସକ୍ରୀୟ ଆକ୍ରାନ୍ତ – ୨୨୩୦୪

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.