Home ଓଡ଼ିଶା ଯୋଡା – କରୋନା ସମ୍ପର୍କିତ ଗୁଜବ ପ୍ରଚାର କରି ଜେଲ ଗଲେ

ଯୋଡା – କରୋନା ସମ୍ପର୍କିତ ଗୁଜବ ପ୍ରଚାର କରି ଜେଲ ଗଲେ

440

ଯୋଡା, ୨୯ା ୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବଡବିଲ ଥାନା ଅଞ୍ଚଳର ଜଣେ ବ୍ୟକ୍ତି କରୋନା ଭୁତାଣୁ ସମ୍ପର୍କିତ ମିଥ୍ୟା ଗୁଜବ ପ୍ରଚାର କରି ଜେଲ ଜିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏସ୍‌.କେ. ଅବଦୁଲ ରହିମ ନାମକ ଜଣେ ବ୍ୟକ୍ତି ଏହି ଗୁଜବ ହ୍ୱାଟଆପ ଜରିଆରେ ପ୍ରଚାର କରିବା ତାଙ୍କୁ ମହଙ୍ଗା ପଡିଛି । ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ଅନୁଯାୟୀ ବଡବିଲ କେଶ ନଂ. ୫୧/୨୦ ଧାରା ୧୮୧, ୨୯୦, ୧୦୫ (୧) (ବି) ଅନୁଯାୟୀ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.