Home କେନ୍ଦୁଝର ବାଲିବୋଝେଇ ଟ୍ରାକ୍ଟର ଜବଦ

ବାଲିବୋଝେଇ ଟ୍ରାକ୍ଟର ଜବଦ

34

ହାଟଡ଼ିହି, ୧୯ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲ ପକ୍ଷରୁ ଆଜି ଅଣାଛକ ନିକଟରୁ ଦୁଇଟି ଚୋରା ବାଲବୋଝେଇ ଟ୍ରାକ୍ଟରକୁ ଜବଦ କରାଯାଇଛି । ଖବରରୁ ଜଣାଯାିଛି ଯେ ହାଟଡିହି ତହସିଲର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ଆଜି ଅଣାଛକ ନିକଟରେ ଦୁଇଟି ଚୋରା ବାଲିବୋଝେଇ ଟ୍ରାକ୍ଟରକୁ ଅଟକ ରଖିଥିଲେ । ଟ୍ରାକ୍ଟର ଦୁଇଟି ବାଲିର ରୟଲଟି ପେପର ଦେଖାଇ ନପାରିବାରୁ ସେ ଗୁଡିକୁ ଜବଦ କରିବା ସହିତ ନନ୍ଦିପଦା ପୁଲିସକୁ ହସ୍ତାନ୍ତର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.