Home ଜିଲ୍ଲା ପରିକ୍ରମା ବିଶ୍ୱଜିତ ଜେନା ବାଲିପୋଖରୀ ପଞ୍ଚାୟତ ଯୁବବିଜେଡି ସଭାପତି ନିଯୁକ୍ତ

ବିଶ୍ୱଜିତ ଜେନା ବାଲିପୋଖରୀ ପଞ୍ଚାୟତ ଯୁବବିଜେଡି ସଭାପତି ନିଯୁକ୍ତ

32

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବାଲିପୋଖରୀ ପଞ୍ଚାୟତ ଯୁବ ସଙ୍ଗଠନର ନେତୃତ୍ୱ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏହି ଦାୟିତ୍ୱ ତୁଲାଉଥିବା ସାଈପ୍ରସାଦ ମହାପାତ୍ରକୁ ଅବ୍ୟାହତି ଦିଆଯାଇ ବିଶ୍ୱଜିତ ଜେନାଙ୍କୁ ନିଯୁକ୍ତିି ଆଜି ଦିଆଯାଇଛି । ଦଳର ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ ବିଶ୍ୱଜିତଙ୍କୁ ନିଯୁକ୍ତି ଦେଇଛନ୍ତି । ଦଳର ନେତା ପ୍ରୟାସକାନ୍ତି ସାମଲ, ଉତ୍କଳ କେଶରୀ ମହାନ୍ତି, ପ୍ରତ୍ୟୁଷ ସାମଲ, ପର୍ଶୁରାମ ପଣ୍ଡା, ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.