Home ଜିଲ୍ଲା ପରିକ୍ରମା ନିଆଁ ଲାଗି ୧୦ ଏକର ଜମିର କୁଟା ପୋଡ଼ି ପାଉଁଶ

ନିଆଁ ଲାଗି ୧୦ ଏକର ଜମିର କୁଟା ପୋଡ଼ି ପାଉଁଶ

46

ନିଆଁ ଲାଗି ୧୦ ଏକର ଜମିର କୁଟା ପୋଡ଼ି ପାଉଁଶ
ବାହାନଗା,୧ା୩(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବୋଇତା ଗ୍ରାମର ଜଣେ ବ୍ୟକ୍ତିର ୧୦ଏକର ଏକର ଜମିର ୫ଟି କୋଟା ପୁଞ୍ଜି ପୋଡ଼ି ପାଉଁଶ ହୋଇ ଯାଇଛି । ଖବର ପାଇ ବାହାନଗା ଷଠୀରୁ ଦମକଳ ବାହୀନୀ ପହଞ୍ଚି ନିଆଁ ଅୟତ୍ତ କରିଥିଲେ । ସୂଚନା ଅନୁସାରେ ଏହି ଗ୍ରାମର ମହିଧର ପାଣିଗ୍ରାହୀଙ୍କ ପୁଅ ରତ୍ନାକର ପାଣିଗ୍ରାହୀଙ୍କ ୧୦ ଏକର ଚାଷ ଜମିର କୁଟା ରଖିଥିଲେ । ହଠାତ ରବିବାର ମଧ୍ୟ ରାତ୍ରିରେ ନିଆଁ ଲାଗିଥିଲା ଖବର ପାଇ ଫାୟାର ଏସଆଇ ଶମ୍ଭୁନାଥ ଦାସଙ୍କ ନେତୃତ୍ୱରେ ଦମକଳବାହୀନୀ ସେଠାରେ ପଞ୍ଚି ନିଆଁ ଆୟତ୍ତ କରି ଥିôଲେ । ଫଳରେ ପାଖରେ ଥିବା ବସ୍ତି ସୁରକ୍ଷିତ ରହିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାଆଁ ଲଗାଇ ଦିଆ ଯାଇଥିବାର ଗ୍ରାମରେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.