Home ଜିଲ୍ଲା ପରିକ୍ରମା କୋଇଲା ଟ୍ରାକ୍ଟର ଜବତ, ଚାଳକ ଗିରଫ

କୋଇଲା ଟ୍ରାକ୍ଟର ଜବତ, ଚାଳକ ଗିରଫ

13

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବେଆଇନ ଭାବେ କୋଇଲା ପରିବହନ କରୁଥିବା ଏକ ଟ୍ରାକ୍ଟରକୁ ଭଣ୍ଡାରିପୋଖରୀ ପୁଲିସ ବୈତରଣୀ ନଦୀବନ୍ଧ ରାସ୍ତାର ନେରଡା ନିକଟରୁ ଆଜି ଧରିଛି । କୋଇଲା ପରିବହନ କାର୍ଯ୍ୟରେ ବ୍ୟବହୃତ ଟ୍ରାକ୍ଟରକୁ ପୁଲିସ ଜବତ କରିଥିବା ବେଳେ ଚାଳକ ଯାଜପୁର ଅଞ୍ଚଳର ଦାମୋଦର ସାହୁକୁ ଗିରଫ କରିଛି । ଏଥିନେଇ ଥାନାରେ ଏକ ମାମଲା ଋୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.