Home ଜିଲ୍ଲା ପରିକ୍ରମା କାକଟପୁର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନିନ୍ଦା

କାକଟପୁର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନିନ୍ଦା

25

ପୁରୀ ୨୧ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କାକଟପୁର ମା ମଙ୍ଗଳା ମନ୍ଦିର ସମ୍ମୁଖରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପ୍ରତିବାଦ ସଭା। ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଇଥିବା ବର୍ବୋଚରିତ ଆକ୍ରମଣ, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ କୁ ତୀଵ୍ର ପ୍ରତିବାଦ କରାଯାଇଛି। କାକଟପୁର ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ଜିଲ୍ଲା ସହ ସମ୍ପାଦକ ରଘୁନାଥ ମହାପାତ୍ର, ଜିଲ୍ଲା ଗୋ ସୁରକ୍ଷା ପ୍ରମୁଖ ମିହିର ରଞ୍ଜନ ଦୀକ୍ଷିତ ପ୍ରମୁଖ ଯୋଗଦେଇ ଅଣ ହିନ୍ଦୁ ମାନଙ୍କ ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ. ଦେଶ ବାହାରେ ଓ ଦେଶର ଜାମ୍ମୁ ଓ କାଶ୍ମୀର, ନାଗାସନ୍ୟାସୀ, ହିନ୍ଦୁ ସନ୍ଥ ମାନଙ୍କ ଉପରେ ଅଣହିନ୍ଦୁ ମାନଙ୍କ ସଙ୍ଘବଦ୍ଧ ଆକ୍ରମଣକୁ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.